Browsing Category
Featured
Big Breaking: ହମଲା ପରେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ଆତଙ୍କୀ ମୂଷା, ସୁରାକ୍ ଦେଲେ ୨୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଆକ୍ରମଣରେ ସାମିଲ୍ ଥିବା ଆତଙ୍କବାଦୀ ହସିମ୍ ମୂଷା ବର୍ତ୍ତମାନ ଭାରତରେ ଲୁଚିଥିବା ସୂଚନା ମିଳିଛି।…
ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଏତିକି ତାରିଖ ଭିତରେ କରିପାରିବେ ଭିସା ଆବେଦନ
ନୂଆଦିଲ୍ଲୀ: ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ଖବର। ଏମାନଙ୍କ ପାଇଁ ଏକ ବଡ଼ ବ୍ୟବସ୍ଥା କରାଯାଇଛି। ଏଥିରେ ଏହି ନାଗରିକମାନଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁଯାୟୀ, ମେ’୧୦ରୁ ଜୁଲାଇ ୧୦ ଭିତରେ ପୁନଃ…
ଅକ୍ଷୟ ତୃତୀୟା ସ୍ପେଶାଲ: ଲକ୍ଷ୍ମୀ ନା କୁବେର, କାହାଙ୍କଠାରୁ ମାଗିବେ ଧନ? ଜାଣନ୍ତୁ ଉଭୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଅକ୍ଷୟ ତୃତୀୟା, ଯାହାକୁ ହିନ୍ଦୁ ଧର୍ମରେ ଧନ, ସମୃଦ୍ଧି ଓ ସୌଭାଗ୍ୟର ପର୍ବ ଭାବେ ପାଳନ କରାଯାଏ । ଏହା ଏକ ଏପରି ଦିନ ଯେବେ ଲୋକମାନେ ଧନ-ସମ୍ପଦ ପାଇଁ ପ୍ରାର୍ଥନା କରନ୍ତି। ଏହି ଅବସରରେ ସାଧାରଣତଃ ଦେବୀ ଲକ୍ଷ୍ମୀ ଓ…
ବିଗ୍ ବ୍ରେକିଂ: ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ISC ରେଜଲ୍ଟ, ଏହି ଲିଙ୍କକୁ ଯାଇ କରନ୍ତୁ ଚେକ୍
ନୂଆଦିଲ୍ଲୀ: କାଉଁସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ ଆଜି ଦଶମ ICSE ଏବଂ ଦ୍ୱାଦଶ ISCର ରେଜଲ୍ଟ ଜାରି କରିଛି। ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ…
Big Breaking: ଆକାଉଣ୍ଟ ଚେକ୍ କରନ୍ତୁ ଚାଷୀ, ସିଏମ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ସିଏମ୍ କିଷାନ୍ ଟଙ୍କା ବର୍ତ୍ତମାନ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର ହୋଇଛି। ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍…
ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ସହରଠୁ ପଲ୍ଲୀ। ସବୁଠି ଉତ୍ସବ ମୁଖର। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି।
ଓୟୁଏଟି ଫାର୍ମରେ ଅକ୍ଷିମୁଠି ଅନୁକୂଳ…
ପବିତ୍ର ଅକ୍ଷୟ ତୃତୀୟାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଅନୁକୂଳ ହେବ ରଥ କାଠ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜି ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ଆଜି ଅନୁକୂଳ ହେବ ରଥକାଠ। ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ଆଜି ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ। ଆରମ୍ଭ ହୋଇଛି ଚାପ…
୧ ମଇ ୨୦୨୫ରୁ ବଦଳିଯିବ ୫ଟି ଗୁରୁତ୍ୱପୂର୍ଣ୍ଣ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ୧ ମଇ ୨୦୨୫ରୁ ଭାରତରେ ଏଟିଏମ ଟ୍ରାନଜାକସନ, ରେଳ ଟିକେଟ ବୁକିଂ, ଏଲପିଜି ସିଲିଣ୍ଡର ମୂଲ୍ୟ, ଗ୍ରାମୀଣ ବ୍ୟାଙ୍କ ଏକୀକରଣ ଏବଂ ଫିକ୍ସଡ଼ ଡିପୋଜିଟ (ଏଫଡି) ଓ ସେଭିଙ୍ଗସ ଆକାଉଣ୍ଟ ସମ୍ପର୍କିତ ନିୟମରେ…
ଆଜି ଅକ୍ଷୟ ତୃତୀୟାରେ ମାଆ ଲକ୍ଷ୍ମୀ ଚମକାଇବେ ଏହି ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ପାଇବେ ସଫଳ
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଦିନ ବହୁତ ଶୁଭ। ଏହି ଦିନ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ସମର୍ପଣ କରାଯାଇଥାଏ।
କୁହାଯାଏ ଯେ, ଏହି ଦିନ ଶ୍ରଦ୍ଧା ଭାବରେ ପୂଜା କଲେ ଅକ୍ଷୟ ଫଳ…
Rohit Sharma Birthday: କଠିନ ପରିସ୍ଥିତିରେ କେବେବି ମାନି ନାହାନ୍ତି ହାର୍, ଜାଣନ୍ତୁ ରୋହିତ ଶର୍ମା କେମିତି ହେଲେ Hitman
ଓଡ଼ିଶା ଭାସ୍କର: ଭାରତୀୟ ଦଳର ଅଧିନାୟକ ଏବଂ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି ନିଜର 38ତମ ଜନ୍ମଦିନ ପାଳନ କରୁଛନ୍ତି। କ୍ରିକେଟ ଜଗତରେ ହିଟମ୍ୟାନ୍ ଭାବରେ ଜଣାଶୁଣା ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ୍…