Browsing Category
Featured
ପ୍ରସିଦ୍ଧ ସାଉଥ ନିର୍ଦ୍ଦେଶକ ଶାଜି ଏନ କରୁଣଙ୍କ ପରଲୋକ, କ୍ୟାନ୍ସରରେ ଥିଲେ ପୀଡ଼ିତ
ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟଲମ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଶାଜି ଏନ କରୁଣଙ୍କ ପରଲୋକ ଘଟିଛି। ସୋମବାର, ୨୮ ଏପ୍ରିଲ୍ ୨୦୨୫ରେ, ସେ ତିରୁବନନ୍ତପୁରମର ଭାଜୁଥାକାଉଡସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ…
କିଡ଼ନୀରେ ଷ୍ଟୋନ ହେବାର ବଡ଼ କାରଣ ହୋଇପାରେ ଖରାପ ପାଣି: ଜାଣନ୍ତୁ ଅନ୍ୟ କାରଣ କ’ଣ?
କିଡ଼ନୀରେ ଷ୍ଟୋନ (Kidney Stone) ଆଜିକାଲି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି, ଯାହା ଅସହ୍ୟ ଯନ୍ତ୍ରଣା ଓ ଜଟିଳତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଖରାପ ମାନର ପାଣି ଏହାର ଅନ୍ୟତମ ବଡ଼ କାରଣ ହୋଇପାରେ।…
NEET ପରୀକ୍ଷା ପୂର୍ବରୁ ଡିଏମ-ଏସପିଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବୈଠକ, ନିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୀଟ୍ ୟୁଜି ୨୦୨୫ ପରୀକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ଉପାୟଗୁଡ଼ିକୁ ମଜବୁତ କରିବା ଲାଗି ଅନେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛି । ଶିକ୍ଷା ମନ୍ତ୍ରାଳୟ ଗତ ସୋମବାରରେ ସମସ୍ତ ରାଜ୍ୟର…
ଅନ୍ୟ ଏକ ଦେଶରେ ଆତଙ୍କବାଦୀ ଆକ୍ରମଣ: ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ
ନାଇଜୀରିଆର ପୂର୍ବୋତ୍ତର ବୋର୍ନୋ ରାଜ୍ୟରେ ସୋମବାର ଦିନ ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟିଛି। ଦୁଇଟି ବାହନରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା…
ଲଗାତାର ପଞ୍ଚମ ଦିନରେ ପାକିସ୍ତାନର ଗୁଳିମାଡ଼, କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ
ନୂଆଦିଲ୍ଲୀ: ପୁଣି ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ରାତି ସାରା ବିଭିନ୍ନ ସ୍ଥାନରେ ଗୁଳି ବର୍ଷା ଚାଲିଛି। ଲଗାତାର ୫ ଦିନ ହେଲାଣି ପାକିସ୍ତାନ ଏହି ଗୁଳିମାଡ଼ କରିଛି।
ସୂଚନାନୁଯାୟୀ, କୁପୱାଡା,…
ମହିଳାଙ୍କ ଗର୍ଭାଶୟରେ ଗଣ୍ଠି: ଏହା କ୍ୟାନ୍ସର ହୋଇପାରେ କି? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ
ମହିଳାଙ୍କ ମଧ୍ୟରେ ଗର୍ଭାଶୟରେ ଗଣ୍ଠି (ୟୁଟେରାଇନ୍ ଫାଇବ୍ରଏଡ୍) ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡ଼ିଛି। ଏହା ପୂର୍ବେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଅଧିକ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ବଦଳୁଥିବା…
WhatsApp, Telegramରେ ଆସିବାନି ଆଉ ଫ୍ରଡ୍ କଲ୍ ଏବଂ ମେସେଜ, ସରକାରଙ୍କ ବଡ଼ ପ୍ରସ୍ତୁତି
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି OTT ପ୍ଲାଟଫର୍ମରେ ବଢ଼ୁଥିବା ଫ୍ରଡ୍ କଲ୍ ଉପରେ ରୋକ ଲଗାଇବା ପାଇଁ ସରକାର ବଡ଼ ପ୍ରସ୍ତୁତି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ…
‘Summer SAD’ କ’ଣ? ଜାଣନ୍ତୁ ମୁଣ୍ଡର କେମିକାଲ ବାଲାନ୍ସକୁ କେମିତି ବିଗାଡ଼େ ଭୀଷଣ ଗରମ
ନୂଆଦିଲ୍ଲୀ: ଶାରୀରିକ ସ୍ୱାସ୍ଥ୍ୟ ବ୍ୟତୀତ, ଗରମ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ। ବିଶେଷଜ୍ଞଙ୍କ ମତରେ, ଗ୍ରୀଷ୍ମପ୍ରବାହର ପ୍ରଭାବ କେବଳ ଡିହାଇଡ୍ରେସନ୍ କିମ୍ବା ସନବର୍ଣ୍ଣ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହା…
ମେ’ ୧ରୁ ATMରେ ଟଙ୍କା ଉଠାଣ ପାଇଁ ଲାଗୁ ହେବ ନୂଆ କଟକଣା, ଜାଣନ୍ତୁ ନିୟମ
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ରେ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି।
ଅର୍ଥାତ ଏଟିଏମର…
ଅଧିକ ଚର୍ବି ଓ ଚିନି ଯୁକ୍ତ ଖାଦ୍ୟ ଦୁର୍ବଳ କରିପାରେ ସ୍ମୃତିଶକ୍ତି: ନୂଆ ଗବେଷଣାରୁ ଖୁଲାସା
ଅଧିକ ଚର୍ବି ଓ ଚିନି ଯୁକ୍ତ ଖାଦ୍ୟ ଆମର ସ୍ମୃତିଶକ୍ତିକୁ ଦୁର୍ବଳ କରିପାରେ ବୋଲି ଏକ ନୂଆ ଗବେଷଣାରେ ଜଣାପଡ଼ିଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ, ନିୟମିତ ଭାବେ ଫାଷ୍ଟଫୁଡ୍, ପ୍ରୋସେସ୍ଡ ଖାଦ୍ୟ ଏବଂ ମିଠା ଜାତୀୟ…