Browsing Category
Featured
BREAKING NEWS: ଅନଲାଇନ୍ ଗେମ୍ରେ ହାରିବାରୁ ଝୁଲିପଡ଼ିଲେ ୨୩ ବର୍ଷୀୟ ଯୁବକ
ଭୁବନେଶ୍ୱର: ପୁଣି ଏକ ଗେମ୍ ପାଇଁ ପ୍ରାଣ ହାରିଥିବା ମାମଲା ସାମ୍ନାକୁ ଆସିଛି। ଅନଲାଇନ୍ ଗେମ୍ ଯୋଗୁଁ ଜଣେ ଯୁବକ ପ୍ରାଣ ହାରିଛନ୍ତି। ଗେମରେ ହାରିବାରୁ ଜୀବନ ହାରିଦେଲେ ବିକାଶ ନାୟକ।
ସୂଚନା ମୁତାବକ, ବିକାଶ ନାୟକ…
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ RCBର କ୍ୟାପ୍ଟେନ, ଆଇପିଏଲରେ ରଚିଲେ ଇତିହାସ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ଟିମ କମାଲ ଲକ୍ଷ୍ୟରେ ନଜର ଆସୁଛି। ରଜତ ପଟିଦାର ନିଜ ଅଧିନାୟକତ୍ୱରେ କମାଲ ପଦର୍ଶନ କରିଛନ୍ତି।
ଏହାରି ମଧ୍ୟରେ ସେ ଆଉ ଏକ…
ବରଯାତ୍ରୀ ଧରି ଗଲେ ବିବାହ କରିବାକୁ, ଅଧା ବାଟରେ ଟ୍ରେନ୍ ସାମ୍ନାକୁ ଡେଇଁ ପଡିଲେ ବର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବରଯାତ୍ରୀ ନେଇ ଯାଉଥିବା ବର ଅଚାନକ ଗାଡ଼ିରୁ ଡେଇଁ ଫେରାର ହୋଇଗଲେ।
ଅନେକ ବିଳମ୍ବ ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କୁ…
‘ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ’, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ। ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
ନେଟ୍ ଜୁନ୍ ୨୦୨୫ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଜୁନ୍ ୨୦୨୫ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଛି । ଆସନ୍ତା ମେ ୭ ତାରିଖ ଯାଏ ଆବେଦନ ପ୍ରକ୍ରିୟା ଚାଲିବ । ୮ ତାରିଖ ସୁଦ୍ଧା ଆବେଦନ ଫି ଦାଖଲ…
ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ ଘଟଣା: ଚୁଇଙ୍ଗମ୍ ବଞ୍ଚାଇଦେଲା ଛାତ୍ରଛାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ଗୁରୁବାର ଦିନ ଆମେରିକାର ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟିର କ୍ୟାମ୍ପସରେ ଏକ ଗୁଳିକାଣ୍ଡ ଘଟିଥିଲା। ଏହି ସମୟରେ ଏକ ଚୁଇଙ୍ଗମ୍ ଛାତ୍ରମାନଙ୍କ ଜୀବନ ରକ୍ଷା କରିଥିଲା ବୋଲି ଜଣାପଡ଼ିଛି।
ଗୁଳିକାଣ୍ଡକାରୀଙ୍କ…
AC ବିନା ଘରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ
ଗରମରୁ ମୁକ୍ତି ପାଇବା ପାଇଁ ପ୍ରାୟ ସମସ୍ତେ ଘରେ ଏସି କିମ୍ବା କୁଲର ଲଗାଉଛନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଖରାପ ହୋଇଥାଏ, ତାସହ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସିଥାଏ । କିନ୍ତୁ ଘରକୁ AC କିମ୍ବା କୁଲର ବିନା ଆପଣ ଥଣ୍ଡା…
ମୃତ୍ୟୁର ଲାଇଭ୍ ଭିଡିଓ: ଜୀବନକୁ ବିପଦରେ ପକାଇ କେନାଲକୁ ଡେଇଁ ପଡ଼ିଲେ ୩ ଯୁବକ, କ୍ଷଣିକରେ ଶେଷ
ଉତ୍ତର ପ୍ରଦେଶର ବିଜନୌରରୁ ମୃତ୍ୟୁର ଏକ ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ତିନି ଜଣ ଯୁବକ ଏକାଠି କେନାଲକୁ ଡେଇଁ ପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତୁରନ୍ତ କେନାଲର ଅନ୍ୟ ପାର୍ଶ୍ୱରେ ପହଞ୍ଚି ଯାଇଥିଲେ ।…
ଏହି ମାସ ୨୪ ତାରିଖରେ ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏତିକି ମହିଳା ପାଇବେ ୧୦ ହଜାର, ଜାଣନ୍ତୁ
ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର। ଅପ୍ରେଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏହି ଦିନ ଷଷ୍ଠ ପର୍ଯ୍ୟୟର ଟଙ୍କା। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ପୁରୀରେ…
ଶଙ୍ଖ ଭବନରେ ବୈଠକ: କିନ୍ତୁ କାହିଁକି ଆସିଲେନି ହେଭିଓ୍ବେଟ୍ ନେତା
ଭୁବନେଶ୍ୱର : ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ ହେଭିଓ୍ବେଟ୍। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ…