Browsing Category
Featured
ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ ପ୍ରବେଶ କରୁଛି ଅଧିକ ପାଣି: ନଦୀବନ୍ଧ କର୍ତ୍ତୃପକ୍ଷ ଖୋଲିଲେ ଆଉ ୫ଟି ଗେଟ
ହୀରାକୁଦ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏବେ ବି ବୌଦ୍ଧ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନ୍ୟ କିଛି ଅଞ୍ଚଳର ଲୋକମାନେ ପାଣି ଘେର ମଧ୍ୟରେ…
(video)ଦୋକାନରେ ମିଳୁଛି ପୁଷ୍ଟିକାରକ ଝାଡୁ, ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନବାଚୀ
ନୂଆଦିଲ୍ଲୀ: କଥାଟି ଆପଣଙ୍କର ସହଜରେ ହଜମ ହେବ ନାହିଁ । ଏହାକୁ ଆପଣ ଏକ ମନଗଢା କଥା ବୋଲି ଭାବିବେ । ସୋସିଆଲ ମିଡିଆରେ ଏବେ କିନ୍ତୁ ଏପରି ଏକ ଜିନିଷ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣ ନ ହସି ରହିପାରିବେ ନାହିଁ…
ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କ ପାଇଁ ରାମବାଣ : ଆପଣାନ୍ତୁ ଏହି ଜିନିଷ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ବିଶେଷ କରି ଅଧିକ ଲୁଣ ଖାଇବା, ବାହାରର ଖାଦ୍ୟର ଅଧିକ ସେବନ ଆଦି ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଅଧିକ…
ଇନଭର୍ଟରକୁ ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ : ଯଦି ଭୁଲ କରିଥିଲେ ତେବେ ହୋଇଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ : ଆଜିର ଦିନରେ ଇନଭର୍ଟର ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଇନଭର୍ଟର ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ଯଦି ବାରମ୍ବାର ବିଜୁଳି କାଟ ହେଉଛି, ତେବେ…
ରାହୁଲଙ୍କର ମୁସ୍କିଲ ସରିନାହି: କେବଳ ସଜ୍ଜା ଉପରେ ରୋକ ଲାଗିଛି, ସୁପ୍ରିମକୋର୍ଟଙ୍କ ସୁରକ୍ଷା କେତେଦିନ ପର୍ଯ୍ୟନ୍ତ ଜାରି ରହିବ
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମୋଦୀ ସରନେମ ମାମଲାରେ ମିଳିଛି ବଡ଼ ଆଶ୍ୱସ୍ତି । ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲାଗୁ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଏବେ…
ଭାରତରେ ସବୁଠାରୁ ବଡ ଘୋଟାଲାର କାହାଣୀ “ସ୍କାମ ୨୦୨୩’, କ’ଣ ରହିଛି କାହାଣୀ ଓ କେବେ ରିଲିଜ ହେବ ଶୋ’ ଆସନ୍ତୁ…
ମୁମ୍ବାଇ:ସୋନି ଲିଭ୍ ଶୋ' "ସ୍କାମ୍ ୧୯୯୨' ଭାରତର ସବୁଠାରୁ ପପୁଲାର ଓଟିଟି ଶୋ' ଭାବରେ ପରିଚିତ । ପ୍ରତୀକ ଗାନ୍ଧୀ ହର୍ଷଦ ମେହେଟ୍ଟାଙ୍କ ଭୂମିକାରେ ଏପରି ଅଭିନୟ କରିଥିଲେ ସମସ୍ତେ ତାଙ୍କ ଅଭିନୟକୁ ବାହାବା କରିଥିଲେ ।…
୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ଗିରଫ କଲା ପୋଲିସ: ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ପାକିସ୍ତାନ ଜିଲ୍ଲା ଓ ସେସନ୍ସ କୋର୍ଟ ୩ ବର୍ଷର…
ଫୁଲ ନୁହେଁ ବିଲାତିରେ କରାଯାଏ ସ୍ୱାଗତ : ଏଠି ରହିଛି ବିଚିତ୍ର ରୀତି
ଓଡ଼ିଶା ଭାସ୍କର : କଥାରେ ଅଛି, ଯେଉଁ ଦେଶଯିବ ସେଇ ଫଳ ଖାଇବ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା । ସବୁ ଦେଶର ପରମ୍ପରା, ପର୍ବପର୍ବାଣୀ ଓ ସଂସ୍କୃତି ଅଲଗା ଅଲଗା ରହିଛି । ସେହିପରି ବିବାହରେ ମଧ୍ୟ ବିଭିନ୍ନ…
ରାଜନୀତିରେ ବଢିବ ଯୁବ ନେତୃତ୍ୱଙ୍କ ସଂଖ୍ୟା, ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷରୁ ହ୍ରାସ ପାଇ ହେବ ୧୮
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲଢିବାର ବୟସକୁ ନେଇ ବଡ ଖବର ଆସିଛି । ଏକ ସଂସଦୀୟ ପ୍ୟାନେଲ ଶୁକ୍ରବାର ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ବୟସରେ ପରିବର୍ତ୍ତନ ଲାଗି ସୁପାରିସ କରିଛନ୍ତି । ସଂସଦୀୟ ପ୍ୟାନେଲ…
ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡ: ୫ ବର୍ଷ ପର୍ଯ୍ୟନ୍ତ ଲଢ଼ିପାରିବେନି ନିର୍ବାଚନ
ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡାଦେଶ ହୋଇଛି । ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏହି ଦଣ୍ଡାଦେଇ…