Browsing Category

Featured

ଭାରତୀୟ ବୈଜ୍ଞାନିକଙ୍କ ଏକ ବଡ଼ ଦାବି, କେବଳ ପୃଥିବୀରେ ନୁହେଁ ଏହି ଗ୍ରହରେ ମଧ୍ୟ ଜୀବନ ଅଛି

ନୂଆଦିଲ୍ଲୀ: ପୃଥିବୀଠାରୁ ସାତ ଶହ ଟ୍ରିଲିୟନ ମାଇଲ ଦୂରରେ ଅବସ୍ଥିତ K2-18b ନାମକ ଏକ ଗ୍ରହରୁ ବୈଜ୍ଞାନିକମାନେ ସଙ୍କେତ ପାଇଛନ୍ତି, ଯାହା ଜୀବନର ସମ୍ଭାବନାକୁ ଇଙ୍ଗିତ କରୁଛି । ଏହି ଗ୍ରହଟି ପୃଥିବୀଠାରୁ ଅଢ଼େଇ ଗୁଣ…

ରୋହିତ ଶର୍ମା ୱାଙ୍ଖେଡେରେ ରଚିଲେ ଇତିହାସ, ଆଇପିଏଲରେ ପୂରା କଲେ ସ୍ପେଶାଲ ‘ଶତକ’

ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୦୮ ମସିହାରେ ଆଇପିଏଲରେ ଖେଳି ଆସୁଛନ୍ତି ଏବଂ ତାଙ୍କ ନାମରେ ଆଇପିଏଲରେ ବଡ଼ ବଡ଼ ରେକର୍ଡ ରହିଛି । ଏବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ସେ ନୂଆ ରେକର୍ଡ ଜାରି କରିଛନ୍ତି ।…

ଆଜି ଏହି ରାଶିଙ୍କର ହେବ ଭାଗ୍ୟୋଦୟ, ଧନର ଦେବୀ ମାଆ ଲକ୍ଷ୍ମୀଙ୍କର ବର୍ଷିବ ଅପାର କୃପା

ଓଡ଼ିଶା ଭାସ୍କର: ଆଜି ବୈଶାଖ କୃଷ୍ଣ ପକ୍ଷର ପଂଚମୀ ତିଥି ଏବଂ ଶୁକ୍ରବାର । ପଂଚମି ତିଥି ଆଜି ୫ଟା ୧୮ ମିନିଟ ପର୍ଯ୍ୟନ୍ତ ରହିବ । ଆଜି ବିଳମ୍ବିତ ରାତି ୧ଟା ୩ ମିନିଟ ପର୍ଯ୍ୟନ୍ତ ପରିଦ୍ଧ ଯୋଗ ରହିବ । ଏଥିସହ ଆଜି…

ଏହି ସହଜ ଟିପ୍ସ ଆପଣାଇ, ବୃଦ୍ଧି କରନ୍ତୁ ନିଜର ବ୍ୟକ୍ତିଗତ ବିକାଶ, ସଫଳତା ଆପଣଙ୍କ ପଛରେ ଗୋଡାଇବ

ଓଡ଼ିଶା ଭାସ୍କର: ଜୀବନରେ ସମସ୍ତେ ସଫଳ ହେବାକୁ ଚାହିଁଥାନ୍ତି । ଏଥିପାଇଁ କଠୋର ପରିଶ୍ରମ ସହ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା ରହିଛି । କିନ୍ତୁ ଏହା ସତ୍ତ୍ୱେ ବ୍ୟକ୍ତିକୁ ତା’ର ପରିଶ୍ରମର ଫଳ ମିଳନଥାଏ । ସାଧାରଣତଃ ଏହା ପଛରେ…

ଭୋଡାଫୋନ ଆଇଡିଆ ସର୍ଭିସ୍ ଡାଉନ! ବିଳମ୍ବିତ ରାତିରୁ ଅଭିଯୋଗ କରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଅର୍ଥାତ୍ VI ଉପଭୋକ୍ତାମାନେ ରାତି ପ୍ରାୟ ୧ଟାରୁ ନେଟୱାର୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟବହାରକାରୀମାନେ କହିଛନ୍ତି ଯେ ସେମାନେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସେବା…

୧୮ ଏପ୍ରିଲରେ ମାଳବ୍ୟ ରାଜଯୋଗ, ୫ରାଶିର ଲୋକ ହେବେ ମାଲାମାଲ !

୧୮ ଏପ୍ରିଲ ଅର୍ଥାତ କାଲି ମାଳବ୍ୟ ରାଜଯୋଗ । ଏହି ଦିନ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ମେଷ, ମିଥୁନ, ସିଂହ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ। କିପରି ଶୁଭଫଳ ମିଳିବ ଆସନ୍ତୁ ଜାଣିବା... ମେଷ…

କମାଲ୍ ଟେକନିକ: ଭୂକମ୍ପରେ ଆଉ ଭାଙ୍ଗିବନି ଘର! ମାଟି ଥରିବା ମାତ୍ରେ ଆକାଶରେ ଉଡିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଭୂମିକମ୍ପ ଯୋଗୁଁ, ଅନେକ ଲୋକଙ୍କ ଘର ଭାଙ୍ଗିଯାଏ ଏବଂ ଅନେକ ଥର ଲୋକମାନେ ଭୟଙ୍କର ଭୂମିକମ୍ପ ଯୋଗୁଁ ଜୀବନ ମଧ୍ୟ ହରାଉଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ…

ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ହୋଇଗଲା ରୋଗୀଙ୍କ ମୃତ୍ୟୁ: ମେଡିକାଲରେ ହଙ୍ଗାମା

ଭୁବନେଶ୍ୱର : ଆମ୍ବୁଲାନ୍ସ ସଠିକ୍ ସମୟରେ ନପହଞ୍ଚିବାରୁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ହୋଇଛି ମୃତ୍ୟୁ । ଏହାକୁ ନେଇ ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଓ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ହୋଇଛି ଝଗଡ଼ା ।…

କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା, ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’

ନୂଆଦିଲ୍ଲୀ : ଆଜିର ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସ କେବଳ ରବିବାର ସମ୍ବାଦପତ୍ରର ଏକ କୋଣରେ ପ୍ରକାଶ ପାଉଥିବା ଏକ ସମ୍ଭ ନୁହେଁ ଅଥବା ସୁପରହିରୋମାନଙ୍କ ଏକ କାହାଣୀ ହୋଇ ରହିନାହିଁ ।…

ଚାରି ବର୍ଷ ଧରି ଡେଟିଂ କରୁଥିବା ମହିଳାଙ୍କ ବୟସ ୨୭ ବର୍ଷ ନୁହେଁ, ୪୮ ବର୍ଷ; ମୁଣ୍ଡରେ ହାତ ଦେଲେ ଯୁବକ

ଏକ ସମାନ ରୂପେ ଅଜଣା ଓ ଭୟଙ୍କର ଘଟଣାରେ, ଜଣେ ୨୬ ବର୍ଷୀୟ ଯୁବକ ଆଘାତ ପାଇଥିଲେ ଯେତେବେଳେ ସେ ଜାଣିପାରିଥିଲେ ଯେ ଯେଉଁ ଝିଅ ସହ ସେ ଗତ ଚାରି ବର୍ଷ ଧରି ଡେଟିଂ କରୁଥିଲେ, ତାଙ୍କର ବୟସ ୨୭ ବର୍ଷ ନୁହେଁ, ବରଂ ୪୭ ବର୍ଷ।…