Browsing Category
Featured
ରାତି ସାଢେ ୧୦ ପରେ ନାଚ-ଗୀତ ସବୁ ବନ୍ଦ… ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିଲା ସମୟ
କଟକ: ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି କଟକ ସହର । ଏହି ଜାକ ଜମକର ଆସର ଭିତରେ ଆହୁରି ଖୁସି ଭରି ଦେଇଛି ପ୍ରଶାସନର ଆଉ ଏକ ଘୋଷଣା । ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମୟକୁ…
Pushpa-2 ଟ୍ରେଲର ରିଲିଜରେ ଚପଲ ଫିଙ୍ଗିଲେ ଦର୍ଶକ… ସୀମା ପାର୍ କଲେ ‘ପୁଷ୍ପାରାଜ’ଙ୍କ ଫ୍ୟାନ୍ସ
ପାଟନା: ପାଟନାର ଗାନ୍ଧୀ ମଇଦାନରେ ବିରାଟ ଇଭେଣ୍ଟରେ ଲଞ୍ଚ୍ ହୋଇଛି ‘ପୁଷ୍ପା-୨ ଦ ରୁଲ୍’ର ଟ୍ରେଲର । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ସିନେମାର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ଫିଲ୍ମର ଟ୍ରେଲର ଲଞ୍ଚ୍…
ଓଡ଼ିଶାର ଥାନାକୁ ଶ୍ରେଷ୍ଠ ପୁରସ୍କାର: ପୁଣି ଥରେ ସାରା ଦେଶରେ ଚମକିଲା ଗଞ୍ଜାମ ଜିଲ୍ଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଥିବା ବେଳେ ପୁଣି ମିଳିବାକୁ…
ଛତିଶଗଡର କାଙ୍କେରରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୫ ନକ୍ସଲ ନିହତ
ନୂଆଦିଲ୍ଲୀ: ଛତିଶଗଡର କାଙ୍କେରରେ ରବିବାର ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ଫଟୋ ପୋଲିସ ଜାରି କରିଛି, ଯଦିଓ ସେମାନଙ୍କ…
ନଭେମ୍ବର ୧୮ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତାକାଲି ସେମାବାର ଦିନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଆସନ୍ତା ୧୮ ତାରିଖ ଓ ୨୫ ତାରିଖ ଦୁଇଦିନ…
ଜଳବାୟୁ ପରିବର୍ତ୍ତନ କାରଣରୁ ଯୁବପୀଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟାର ବିଚାର ବଢ଼ୁଛି: COP29 ଏକ୍ସପର୍ଟ
ନୂଆଦିଲ୍ଲୀ: ଦିନକୁ ଦିନ ଦୁନିଆରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଯେ, ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷ ବହୁମାତ୍ରାରେ ପ୍ରଭାବିତ ହେଉଛି । ଏହି କାରଣରୁ ଯୁବପୀଢ଼ିଙ୍କ…
ପୁଣି ବଦଳିବେ ଆଉ ଜଣେ କୋଚ! ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ କୋଚ୍ ପଦ ଛାଡ଼ିବେ ଜେସନ ଗିଲେସ୍ପି: ରିପୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ପୁଣି ଦେଖିବାକୁ ମିଳିଛି ହାଇ ଡ୍ରାମା । ଗତ ମାସରେ ଦିନିକିଆ ଓ ଟି-୨୦ ଟିମର କୋଚ ପଦରୁ ଗ୍ୟାରୀ କର୍ଷ୍ଟନ ଇସ୍ତଫା ଦେଇଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମନମାନୀ…
ଟିମ ଇଣ୍ଡିଆ ପାଇଁ ସରପ୍ରାଇଜ ନେଇ ଯିବେ Captain ରୋହିତ! ହିଟମ୍ୟାନଙ୍କ ସହ ଅଷ୍ଟ୍ରେଲିଆ ଯିବେ ମହମ୍ମଦ ଶାମୀ!
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଖୁସି ଖବର । ସିରିଜ ପୂର୍ବରୁ ଭାରତୀୟ ଦଳରେ କମବ୍ୟାକ କରିପାରନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟାରୁ ବାହାରିବା ପରେ…
ନାଇଟ୍ ଡ୍ୟୁଟି କରୁଥିବା ଦେଶର ୩୫% ଡାକ୍ତର ନିଜକୁ ଭାବୁନାହାଁନ୍ତି ସୁରକ୍ଷିତ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ରିପୋର୍ଟରେ ଭୟଙ୍କର ଖୁଲାସା
ନୂଆଦିଲ୍ଲୀ: କୋଲକାତାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ଜନସାଧାରଣଙ୍କ କ୍ରୋଧ ଦେଖିବାକୁ ମିଳିଥିଲା ଏବଂ ପ୍ରଶ୍ନ ମଧ୍ୟ ଉଠିଥିଲା ଯେ ପୃଥିବୀରେ ଭଗବାନ ବୋଲି ବିବେଚନା କରାଯାଉଥିବା ଡାକ୍ତର…
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କମାଲ! ଇନଷ୍ଟା-ଫେସବୁକରେ ଆତ୍ମହତ୍ୟାକୁ କରିଦେବ ଫେଲ
ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା…