Browsing Category
Featured
Breaking- ୨୪ରେ ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ ଆସିବେ ୭ ଜଣିଆ କେନ୍ଦ୍ରୀୟ ଟିମ
ଭୁବନେଶ୍ୱର- ବାତ୍ୟା ଝଡରେ ଉତ୍ତର ଓ ଉତ୍ତର ପୂର୍ବ ଓଡିଶା ବହୁତ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଆକଳନ କରିବାକୁ ୨୪ତାରିଖରେ ଆସିବେ କେନ୍ଦ୍ରୀୟ ଟିମ । ଟିମ ଓଡିଶାରେ ୨୪ରେ ପହଞ୍ଚିବା ପରେ ଅନୁଧ୍ୟାନ କରିବେ…
ଦୁଃଖ ଖବର: ୧୭ ଜଣ ଯବାନ ସହିଦ, ବଡ଼ଧରଣର ଆତଙ୍କୀ ହମଲା
ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଖାଇବର ପଖତୁଙ୍ଖୱା (କେବିକେ)ରେ ଏକ ବଡ଼ ଧରଣର ଆତଙ୍କୀ ହମଲା ହୋଇଛି । ବନ୍ନୁ ଜିଲ୍ଲାର ଜନିକେଲ ଅଞ୍ଚଳରେ ଏକ ଆତ୍ମଘାତୀ ହମଲା ପରେ ଆତଙ୍କବାଦୀମାନେ…
(Video) ଜାରିହେଲା ଜଗୁଆରର ନୂଆ logo, ୨୦୨୬ରୁ କମ୍ପାନୀ ନିର୍ମାଣ କରିବ ଇଲେକ୍ଟ୍ରିକ କାର
ନୂଆଦିଲ୍ଲୀ- ବ୍ରିଟିଶ ଲଗ୍ଜୁରୀ କାର ନିର୍ମାତା ଜଗୁଆର ତାର ବହୁ ବର୍ଷ ପୁରୁଣା ଲୋଗୋ ବଦଳି ଦେଇଛି । ଏହି ନୂଆ ଲୋଗୋକୁ ଆଜି କମ୍ପାନୀ ଦୁନିଆ ସାମ୍ନାକୁ ଆସିଛି । ଜଗୁଆରର ନୂଆ ଲୋଗୋକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା । ଗତ…
ଆଇନ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ, ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାପାଟଣାରେ ଏକ ଆଇନ ପାଠ ପଢୁଥିବା ଛାତ୍ରୀଙ୍କ ସହ ଦୁଷ୍କର୍ମ ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ପରେ ଆପତ୍ତିଜନକ ଭିଡିଓ ଜରିଆରେ ତାଙ୍କୁ…
Video: ଷ୍ଟାର ନୁହେଁ ସୁପରଷ୍ଟାର… ପୁଣିଥରେ No.1 ସାଜିଲେ ହାର୍ଦ୍ଦିକ: ଅଲରାଉଣ୍ଡର ତାଲିକାରେ ମିଳିଲା ଶୀର୍ଷ ସ୍ଥାନ
ନୂଆଦିଲ୍ଲୀ: ଆଇସିସି ମାନ୍ୟତାରେ ପୁଣି ଥରେ ଶୀର୍ଷ ଟି-୨୦ ଅଲରାଉଣ୍ଡର ଭାବେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା। ଅନ୍ୟପକ୍ଷରେ ଯୁବ ପ୍ରତିଭା ତିଲକ ବର୍ମା ଶ୍ରେଷ୍ଠ ୧୦…
(Video) ଫୁଲକୋବି ଭିତରୁ ବାହାରୁଛି ବିଷାକ୍ତ ସାପ: ଭୟରେ ଖାଉଟି
ଓଡ଼ିଶା ଭାସ୍କର: ଥଣ୍ଡା ଆରମ୍ଭ ହୋଇଯାଇଛି । ଏହି ସିଜନରେ କୋବିର ଚାହିଦା ବେଶ୍ ବଢିଯାଏ । କୋବିରେ ତିଆରି ବିଭିନ୍ନ ଖାଦ୍ୟ ଖାଇବା ପାଇଁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । କୋବିର ସ୍ୱାନ ଯେମିତି, ଶରୀରକୁ ମଧ୍ୟ ବେଶ୍…
କମ୍ପାନୀରେ ଥିଲେ ୧୧୦ କର୍ମଚାରୀ, ୯୯ଙ୍କୁ କରାଗଲା Out, କାରଣ…
ନୂଆଦିଲ୍ଲୀ- ଆମେରିକାର ଏକ କମ୍ପାନୀ ଏବେ ଚର୍ଚ୍ଚାରେ । କମ୍ପାନୀ ତାର ୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଛଟେଇ କରିଛି । ସେମାନଙ୍କ ଭୁଲ ଏତିକି ଥିଲା କି, ସେମାନେ କମ୍ପାନୀର ସକାଳ ମିଟିଂରେ ସାମିଲ ହୋଇନଥିଲେ ।…
Jio ୟୁଜର୍ସ ସାବଧାନ! ଗୋଟିଏ ଭୁଲ ପାଇଁ ବାହାରିଯିବ ଆପଣଙ୍କ ସମସ୍ତ କଲ୍ ହିଷ୍ଟ୍ରୀ, କାହା ସହ-କେତେ ସମୟ.. ସବୁକିଛି
ନୂଆଦିଲ୍ଲୀ: ଜିଓ ୟଜର୍ସଙ୍କ ଗୋଟିଏ ଭୁଲ ନିଜ ଉପରେ ଭାରି ପଡିପାରେ ଏବଂ ତାଙ୍କ କଲ୍ ହିଷ୍ଟ୍ରୀ କାହା ହାତରେ ମଧ୍ୟ ଲାଗିପାରେ। ରିଲାଏନ୍ସ ଜିଓର ଭାରତରେ ୪୫ କୋଟିରୁ ଅଧିକ ଅକ୍ଟିଭ ୟୁଜର୍ସ ଅଛନ୍ତି। ଏହା ପ୍ରଭାବ କୋଟି…
ନିର୍ବାଚନ ବେଳେ ହଙ୍ଗାମା କଲେ ଭୋଟର: ୪୦ରୁ ଅଧିକ ଅଭିଯୋଗ, ନିର୍ବାଚନ ଆୟୋଗରେ ପହଞ୍ଚିଲା ବିଜେପି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୯ଟି ସିଟ୍ ପାଇଁ ଉପନିର୍ବାଚନ ଜାରି ରହିଛି । ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ଏବେ ଧିରେ ଧିରେ ଅଶାନ୍ତ ହେଉଛି ଭୋଟିଂ ଏରିଆ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି…
ଇଜରାଏଲ- ହମାସ ଯୁଦ୍ଧ ବନ୍ଦ ପାଇଁ UN ସୁରକ୍ଷା ପରିଷଦରେ ଉପସ୍ଥାପନ ହେବ ପ୍ରସ୍ତାବ, ଆମେରିକା ଦେବ ତ ସମର୍ଥନ?
ନୂଆଦିଲ୍ଲୀ- ଇଜରାଏଲ ଓ ହମାସ ଯୁଦ୍ଧକୁ ଏହା ଭିତରେ ୧୩ ମାସ ବିତିଛି । ଏହାରି ଭିତରେ ଗାଜାରୁ ଲକ୍ଷ ଲକ୍ଷ ଲୋକ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି, ପ୍ରାୟ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର ଭୟାବହତାକୁ ନେଇ…