fbpx
Browsing Category

Featured

ହକି ଇଣ୍ଡିଆର ୨୦୨୩ ବିଶ୍ୱକପ ଯୋଜନାକୁ ମିଳିଲା ସବୁଜ ସଙ୍କେତ, ପ୍ରସ୍ତୁତି ନେଇ ଏଫ୍‌ଆଇଏଚ୍‌ ପ୍ରତିନିଧି ମଣ୍ଡଳୀ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହକି ଇଣ୍ଡିଆ ଆୟୋଜନ କରିବା ପାଇଁ ଥିବା ପୁରୁଷ ହକି ବିଶ୍ୱକପ ଯୋଜନା ଉପରେ ମୋହର ମାରିଛି ଇଣ୍ଟରନ୍ୟାସନାଲ ହକି ଫେଡେରେସନ (ଏଫଆଇଏଚ) । ଏହା ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ…

ଭାରତୀୟ କ୍ରିକେଟର ବିଦେଶୀ ଲିଗରେ ଭାଗ ନେବାକୁ ବିସିସିଆଇ ଅନୁମତି ଦେବ ନାହିଁ:ଶୁକ୍ଳା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ବିଦେଶ ରାଷ୍ଟ୍ରରେ ଅନୁଷ୍ଠିତ ହେଉଥିବା ଟି-୨୦ ଲିଗରେ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେଉନାହିଁ । କାରଣ…

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏଣିକି ଋଣ ଉପରେ ସୁଧରେ ୧.୫ ପ୍ରତିଶତ ମିଳିବ ରିହାତ

ନୂଆଦିଲ୍ଲୀ : ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କୃଷକମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଋଣ ପରିଶୋଧ…

କାବୁଲରେ ଭୟଙ୍କର ବିସ୍ଫୋରଣ: ମସଜିଦ ବିସ୍ଫୋରଣରେ ଇମାମଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ, ୪୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପରିସ୍ଥିତି ସାଙ୍ଘାତିକ ହୋଇପଡ଼ିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବାରେ ଲାଗିଛି । ଏଥର ସେଠାରେ ଥିବା ମସଜିଦକୁ ଟାର୍ଗେଟ୍ କରାଯାଇଛି । ଆଫଗାନିସ୍ତାନର…

ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫ୍ଲାଟ ଦେବେ ସରକାର : ହରଦୀପ୍ ସିଂହ ପୁରୀ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ଯେ ମଦନପୁର ଖଡାରର ତମ୍ବୁରେ ରହୁଥିବା ପ୍ରାୟ ୧୧୦୦ ରୋହିଙ୍ଗ୍ୟାଙ୍କୁ ଫ୍ଲାଟ ଆଦି ମୌଳିକ ସୁବିଧା ତଥା ଦିନରାତି ସୁରକ୍ଷା…

ରାଶିଫଳ(ଗୁରୁବାର,୧୮ ଅଗଷ୍ଟ,୨୦୨୨)

ମେଷ - ଜାଗାବାଡି ଏବଂ ଗୃହନିର୍ମାଣ ବ୍ୟବସାୟରେ ଲାଭ ହେବ, ଦୁରଯାତ୍ରା ସଫଳ ରହିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ବଭାବ ଭରା…

NSA ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ସୁରକ୍ଷା ଦାୟିତ୍ୱରୁ ହଟିଲେ ୩ କମାଣ୍ଡୋ

ନୂଆଦିଲ୍ଲୀ : ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ଦାୟିତ୍ୱରୁ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ପ୍ରବଳ ଛେଚିବ ବର୍ଷା, ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବନ୍ୟା ଭିତରେ ପୁଣି ଆସୁଛି ଆଉ ଏକ ଲଘୁଚାପ ବର୍ଷା । ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘୂର୍ଣ୍ଣିବଳୟ ରୂପ ନେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର…

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ କୃପା ପାଇଁ କରନ୍ତୁ ଏହି କାମ: ଭଗବାନଙ୍କୁ ଅର୍ପଣ କରନ୍ତୁ ତାଙ୍କର ପ୍ରିୟ ଜିନିଷ

ଓଡିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ଦିନ ରୋହିଣୀ ନକ୍ଷତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଘର ନିର୍ମାଣ, ଘର ଓ ଫ୍ଲାଟ କିଣିିବା ହେଲା ସହଜ, ସରକାରୀ କର୍ମଚାରୀଙ୍କୁ କମ ସୁଧରେ ମିଳିବ ହୋମ୍…

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏହାର ଫାଇଦା ସମସ୍ତ କର୍ମଚାରୀ…