Browsing Category

Featured

ଭୀଷଣ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା କାର, ବାପ-ପୁଅ ସମେତ ୬ ମୃତ

ଆଗ୍ରା: ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ତାଜନାଗରୀ ଆଗ୍ରାର ଖେରାଗଡ ସହରର ସାଇୟା ରୋଡରେ ଥିବା ଦେନ୍ଦାୟାଲ ମାଣ୍ଡିର ନିକଟରେ ଏକ ଅଟୋ ଏବଂ କାର ମଧ୍ୟରେ ସିଧାସଳଖ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାପା…

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୮…

ଜୁଲାଇ ୬ ରେ ଟ୍ୱିଟର ବିକଳ୍ପ ‘ଥ୍ରେଡସ୍‌’ ଲଞ୍ଚ କରିବ ମେଟା

ନୁଆଦିଲ୍ଲୀ: ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍‌ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତନା ଶେଷ ହୋଇସାରିଛି । ଏବେ…

ସକାଳୁ-ସକାଳୁ ଲଦାଖର କାରଗିଲରେ ଭୂ-କମ୍ପ ଝଟକା: ରେକ୍ଟର ସ୍କେଲରେ ତୀବ୍ରତା ୪.୭

ନୂଆଦିଲ୍ଲୀ: ସକାଳୁ ସକାଳୁ କେନ୍ଦ୍ର ଶଶସିତ ଅଞ୍ଚଳ ଲଦାଖର କାରଗିଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ବୋଲି କୁହାଯାଉଛି । ଏହି ଝଟକା ସକାଳ ପ୍ରାୟତଃ ୭ଟା ୩ ମିନିଟ ସମୟରେ ଅନୁଭୂତ…

ପୁଣି ଲୋକମାନଙ୍କୁ ମହଙ୍ଗା ମାଡ଼: ବୃଦ୍ଧି ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁଜ ପନିପରିବା ଦର ଆକାଶ ଛୁଇଁଥିବା ବେଳେ ଲୋକମାନଙ୍କୁ ଆଉ ଏକ ମହଙ୍ଗା ମାଡ଼ ସହିବାକୁ ପଡିଛି। ତୈଳ ବିତରଣ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା…

ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…

ଆମେରିକାର ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ, ଅଗ୍ନିକାଣ୍ଡ ଉଦ୍ୟମ

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ତେବେ ସ୍ଥାନୀୟ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ନିଆଁକୁ ଆୟତ୍ତ…

SAFF Championship: ଆଜି ଭାରତ-କୁଏତ ଫାଇନାଲ୍, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍‌ରେ ଆଜି ଭାରତ ଏବଂ କୁଏତ ମୁହାଁମୁହିଁ ହେବେ । ବାଙ୍ଗଲୋରର ଶ୍ରୀ କାନ୍ତେରାଭା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଫୁଟବଲ ଦଳ ଦ୍ୱିତୀୟ ଥର ପାଇଁ କୁଏତକୁ…

କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର

କୋଲ୍ଡ ଡ୍ରିଙ୍କସ୍ ଏମିତି ଏକ ଜିନିଷ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ବଢ଼ିଥାଏ । ଯୁବକ ଠାରୁ ବୁଢ଼ା ପର୍ଯ୍ୟନ୍ତ ବଜାର କିମ୍ବା ଦୋକାନ ଗଲେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି…