Browsing Category
Featured
ସମ୍ବିଧାନର ‘ ମୁଖବନ୍ଧ ‘ କୁ ପାଠ କରାଇଲେ ମୁଖ୍ୟମନ୍ତ୍ରୀ: ସବୁ ନାଗରିକଙ୍କୁ ଦେଲେ ଏପରି ଆହ୍ବାନ
ଭୁବନେଶ୍ୱର: ଆଜି ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଏହି ଅବସରରେ ସ୍ଥାନୀୟ ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବିଧାନ ହେଉଛି ଆମ ସ୍ଵାଧୀନ…
ଆଇପିଏସଙ୍କ ଦବଙ୍ଗଗିରିର Video ଭାଇରାଲ: ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତର ଦୁର୍ବ୍ୟବହାର ଗାଳି ଦେଉଥିବାର ଆସିଲେ ନଜର
ନୂଆଦିଲ୍ଲୀ : ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଇପିଏସ୍ ବ୍ରିଜେନ୍ଦ୍ର ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଆଇପିଏସ୍ ବ୍ରିଜେନ୍ଦ୍ର ଯାଦବ ଜଣେ ଡାକ୍ତରଙ୍କ ଉପରେ…
ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନକୁ କ୍ୟାବିନେଟ୍ ଅନୁମୋଦନ, ୧.୮ କୋଟି ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ : ଜାଣନ୍ତୁ କ’ଣ ଏହି ଯୋଜନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ…
ଅଟଳ ଇନୋଭେସନ ମିଶନ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହେବ ଉନ୍ନତ ନିଯୁକ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତି ଆୟୋଗ ତତ୍ତ୍ୱାବଧାନରେ ଏହାର ପ୍ରମୁଖ ପଦକ୍ଷେପ ଅଟଳ ଇନୋଭେସନ ମିଶନ (ଏଆଇଏମ୍)ର କାର୍ଯ୍ୟ ପରିସର ବୃଦ୍ଧି…
ଆସ୍ଥମାର ଏହି ମେଡିସିନ୍ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି: ଆମେରିକୀୟ ଡ୍ରଗ୍ ଏଜେନ୍ସି କଲା ଭୟଙ୍କର ଖୁଲାସା
ଆସ୍ଥମା ଏକ ଫୁସଫୁସ ରୋଗ, ଯାହାକୁ ଆଜମା ମଧ୍ୟ କୁହାଯାଏ । ଏହି କାରଣରୁ ଶ୍ୱାସକ୍ରିୟାରେ ଫୁଲା ଦେଖାଯାଏ, ଯେଉଁ କାରଣରୁ ତାହା ସଙ୍କୋଚନ ହୁଏ । ଏହି ରୋଗରେ ଶ୍ୱାସକ୍ରିୟା ଏବଂ କାଶର ସମସ୍ୟା ଦେଖାଯାଏ । ଏହା (ଆଜମା)…
ଆଜି ଦ୍ୱିପୁଷ୍କର ଯୋଗ, ତୁଳା ସମେତ ୫ ଟି ରାଶିର ଲୋକ ହେବେ ମାଲାମାଲ !
୨୬ ନଭେମ୍ୱର ମଙ୍ଗଳବାର ଦିନ ଦ୍ୱିପୁଷ୍କର ଯୋଗ, ପ୍ରୀତି ଯୋଗ ସହିତ ଅନେକ ପ୍ରଭାବଶାଳୀ ଯୋଗ ଗଠନ ହେଉଛି । ଯେଉଁଥିପାଇଁ ତୁଳା ସମେତ ୫ ଟି ରାଶି ପାଇଁ ବିଶେଷ ହେବ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୬ ନଭେମ୍ୱର…
ନଭେମ୍ବର ୨୬ରେ ଆଗତ ହେବ ଅତିରିକ୍ତ ବଜେଟ୍: ଆସନ୍ତାକାଲି ଠାରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଗତ ୨୩ରେ ମନ୍ତ୍ରୀ ପରିଷଦ ବୈଠକ ବସିଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା…
ଓଡ଼ିଶା ହାଇକୋର୍ଟ ତରଫରୁ ପ୍ରିଜାଇଡିଂ ଅଫିସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ନିକଟରେ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏବେ ପୁଣି ଆସିଛି ଏକ ବଡ଼ ସୁଯୋଗ । ପ୍ରିଜାଇଡିଂ ଅଫିସର ପଦରେ ପ୍ରାର୍ଥୀଙ୍କୁ ସ୍ପେଶାଲ ଟ୍ରିବ୍ୟୁନାଲ…
ଦେଶରେ ଆରମ୍ଭ ହେବ ‘ଜାତୀୟ ପ୍ରାକୃତିକ କୃଷି ମିଶନ’: ୨୪୮୧ କୋଟିର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଜାତୀୟ ପ୍ରାକୃତିକ କୃଷି ମିଶନଙ୍କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ୨୪୮୧ କୋଟି ଟଙ୍କା ବ୍ୟୟ କରିବେ…
ବିକ୍ରି ହେଲେନି ଅର୍ଜୁନ ତେନ୍ଦୁଲକର, ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ ହେଲେ IPLର ସର୍ବକନିଷ୍ଠ ଖେଳାଳି
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ ଅନୁଷ୍ଠିତ ହୋଇଛି । ଏଥିରେ ୧୩ ବର୍ଷ ବୟସ୍କା ବୈଭବ ସୂର୍ୟ୍ୟବଂଶୀ ଆଲୋଡ଼ନ…