fbpx
BSKY
BJD SHG SKY
BJD YOUTH SKY
Browsing Category

Featured

ଏଣିକି ୧୨ କୋଟିର Mercedesରେ ବସିବେ ମୋଦୀ, ଗୁଳିମାଡ଼ କି ବିସ୍ଫୋରଣର ପଡ଼ିବନି କୌଣସି ପ୍ରଭାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେଠାରୁ Mercedes-Maybach S650 ଗାଡ଼ିରେ ଯିବାଆସିବା କରିବେ । ନିକଟରେ ମୋଦୀଙ୍କୁ ନୂତନ ମେବ୍ୟାକ୍ ଏସ୬୫୦ ରେ ପ୍ରଥମ ଥର ହାଇଦ୍ରାବାଦ୍ ରେ ଦେଖିବାକୁ ମିଳିଥିଲା ।…

(ଭିଡ଼ିଓ) ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ କନିଷ୍ଠ ଯନ୍ତ୍ରୀଙ୍କ ଘରେ…

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ (VIDEO)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ସୌରଭଙ୍କ କୋଭିଡ୍ ରିପୋର୍ଟ ଆସିଥିଲା । କରୋନାରେ ସଂକ୍ରମିତ ହେବା…

କେତେଦିନ ତପସ୍ୱିନୀ ଧାରଣାରେ ବସି ରହିବେ, କେତେଦିନ ସୁମିତ ଛୁଟିରେ ରହିବେ: ଏହାର ସମାଧାନର ବାଟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ହାଇଭୋଲଟେଜ୍ କପଲ ଡ୍ରାମା ଜାରି ରହିଛି । ଏହି ପାରିବାରିକ ସମସ୍ୟାର ସମାଧାନର ବାଟ ବାହାରି ପାରୁନାହିଁ । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ତପସ୍ୱିନୀ ଦାଶ ଓ ସୁମିତ ସାହୁ ।…

ହାତ-ଗୋଡ଼ ନଥିବା ବ୍ୟକ୍ତିଙ୍କ ଭିଡିଓ ଦେଖି ଆଚମ୍ବିତ ହେଲେ ଆନନ୍ଦ ମହିନ୍ଦ୍ରା, ଖୁସି ହୋଇ ଦେଲେ ଚାକିରୀ ଅଫର୍

ନୂଆଦିଲ୍ଲୀ: ଶିଳ୍ପ୍ରପତି ଆନନ୍ଦ ମହିନ୍ଦ୍ରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଭିଡିଓ ଦେଖି ଏକଦମ୍ ଆଚମ୍ବିତ ହୋଇଗଲେ ଓ ଖୁସିରେ ଚାକିରୀ କରିବା ନେଇ ଅଫର୍ ମଧ୍ୟ ଦେଇଦେଲେ । ବାସ୍ତବରେ ଭିଡିଓରେ ଥିବା ବ୍ୟକ୍ତିଙ୍କ ହାତଗୋଡ…

(ଭିଡ଼ିଓ) ଲୁଧିଆନା କୋର୍ଟ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଜର୍ମାନୀରୁ ଗିରଫ, ରଚିଥିଲା ଏପରି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଜର୍ମାନୀରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜସବିନ୍ଦର ସିଂହ…

ପୁଣି ଥରେ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପୁଣି ଥରେ ଭାରତ-ପାକ୍ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହୋଇ ପାରନ୍ତି । ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଦୁଇ ପାରମ୍ପରିକ…

ସନି ଲିଓନିଙ୍କୁ ଗିରଫ କରିବା ନେଇ ଉଠିଲା ଦାବି, ‘ମଧୁବନ ମେ ରାଧିକା’ ଗୀତକୁ ହଟାଇବା ପରେ ବି ଥମୁନି ବିବାଦ

ନୂଆଦିଲ୍ଲୀ: ସନି ଲିଓନିଙ୍କ ଗୀତ 'ମଧୁବନ ମେ ରାଧିକା' ରିଲିଜ୍ ହେବାପରଠାରୁ ହିଁ ବିବାଦ ଘେରରେ ରହିଛି । ମ୍ୟୁଜିକ୍ କମ୍ପାନୀ "ସାରେଗାମା" ମଧୁବନ ଗୀତର ଲିରିକ୍ସ ବଦଳାଇବା ନେଇ ପ୍ରତିକ୍ରିୟା ରଖିଛି । ତେବେ କମ୍ପାନୀ…

୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା, ଏହିଦିନ ଠାରୁ ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ…

ଗୋଟିଏ ଦିନରେ କେତେ ପରିମାଣର ଖାଇବା ଦରକାର ଲୁଣ, ଜାଣନ୍ତୁ ଡବ୍ଲୁଏଚଓର ଗାଇଡଲାଇନ୍

ନୂଆଦିଲ୍ଲୀ: ଲୁଣ ଦୁଇଟି ଜିନିଷ ଦ୍ୱାରା ତିଆରି ହୋଇଥାଏ । ଗୋଟିଏ ହେଲା ସୋଡ଼ିୟମ୍ ଓ ଅନ୍ୟଟି ପୋଟାସିୟମ୍ । ଡବ୍ଲୁଏଚଓ ର କହିବା ମୁତାବକ, ଆମେ ଯେଉଁ ଲୁଣ ଖାଉଛେ ସେଥିରେ ସୋଡ଼ିୟମ୍ ଅଧିକ ମାତ୍ରାରେ ଥିବା ବେଳେ…