fbpx
Browsing Category

Featured

ଗ୍ରାମୀଣ ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଗିଫ୍ଟ: DAY-NRLM ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶିର ଲାଭ…

(ଭିଡିଓ)PA ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ କ’ଣ କହିଲେ କ୍ରାଇମବ୍ରାଞ୍ଚ ADG? ଜାଣନ୍ତୁ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁକୁ ନେଇ ଚାଲିଛି ତନାଘନା । ଏହାରି ମଧ୍ୟରେ ମାମଲାକୁ ନେଇ ପୁରୀରେ…

ଘରେ ବସି ଖୋଲନ୍ତୁ ବ୍ୟାଙ୍କ ଆକାଉଣ୍ଟ୍, ଆବେଦନ କରିବା ପାଇଁ ଜାଣନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ସପିଂ କରିବା ଠାରୁ ବିଭିନ୍ନ ପ୍ରକାର ଆର୍ଥିକ ନେଣଦେଣ କାର୍ଯ୍ୟ ଅନଲାଇନ୍ ରେ ଖୁବ୍ ସହଜରେ ହୋଇଯାଉଛି । ଏଥିରେ ସମୟ ବଞ୍ଚିବା ସହିତ ଅଯଥା ଖର୍ଚ୍ଚରୁ ମଧ୍ୟ ମୁକ୍ତି ମିଳିପାରୁଛି ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୯ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆଜି ଆସିବ ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଖୋଲିପାରେ ହତ୍ୟାକାରୀଙ୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ପ୍ରକୃତ ହତ୍ୟାକାରୀ…

ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି! ମେଟ୍ରୋ ଟ୍ରେନ ପରି ଭାରତୀୟ ରେଳରେ ବି ମହିଳାଙ୍କୁ ମିଳିବ ରିଜର୍ଭ ସିଟ୍

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ଟ୍ରେନରେ ମହିଳାମାନଙ୍କୁ ସିଟ୍ ପାଇଁ କୌଣସି ସମସ୍ୟାର ସାମ୍ନାକୁ କରିବାକୁ ପଡିବ ନାହିଁ । ଯେଭଳି ବସ ଓ ମେଟ୍ରୋ ଟ୍ର୍ରେନରେ…

ଭୀଷଣ ସଡ଼କ ଦୁର୍ଘଟଣା, ଅଟୋ ଉପରେ ଖସିଗଲା କଣ୍ଟେନର୍; ୪ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଆଇଟିଓ ପାଖ ରିଙ୍ଗ୍ ରୋଡ୍ ଠାରେ ହୋଇଛି । ଗୋଟିଏ କଣ୍ଟେନର୍…

ବିବାହ ବୟସ ବୃଦ୍ଧି କରିବା ପ୍ରସଙ୍ଗରେ ଏସପି ସାଂସଦଙ୍କ ଅଜବ ବୟାନ, କହିଲେ- ଯଦି ଝିଅ ୧୬ ବର୍ଷରେ ମ୍ୟାଚୋର୍ ହୋଇଯାଉଛନ୍ତି ତାହେଲେ…..;…

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବାର ଗୋଟିଏ ଦିନ ପରେ ସମାଜବାଦୀ ଦଳର ଦୁଇ ନେତାଙ୍କ ଅଜବ ବୟାନ ଦେଇଛନ୍ତି। ଏସପି…

ହଜିଯାଇଛି କି ଡ୍ରାଇଭିଂ ଲାଇସେନ୍ସ? ଘରେ ବସି ଡୁପ୍ଲିକେଟ୍ DL ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ହଜିଯାଇଛି କି? ଯଦି ହଁ, ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଆପଣଙ୍କୁ ଆରଟିଓ ଯାଇ ବୁଲିବାକୁ ପଡିବ ନାହିଁ । ଘରେ ବସି ବସି ମଧ୍ୟ ଆପଣ ଅତି ସହଜରେ ଡୁପ୍ଲିକେଟ୍ ଡ୍ରାଇଭିଂ…

ମୁମ୍ବାଇରେ ଓମିକ୍ରନ୍ ପ୍ରଭାବ: ସ୍କୁଲରୁ ୧୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରର ନଭୀ ମୁମ୍ବାଇରେ ଧନସୋଲୀସ୍ଥିତ ଏକ ସ୍କୁଲରେ କୋଭିଡ୍ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସୁଛି । ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ମୋଟ ର୧୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ…