Browsing Category

Featured

କଟୁରୀରେ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ: ଥାନାରେ କଲା ଆତ୍ମସମର୍ପଣ

କରଞ୍ଜିଆ: ସ୍ୱାମୀ ସାଜିଲା ସଇତାନ... ଘଟାଇଲା ଅମାନୁଷିକ କାଣ୍ଡ... ଟାଙ୍ଗିଆ ଦୁଇ ଗଡ଼ କରିଦେଲା ନିଜ ପତ୍ନୀକୁ । ଖାଲି ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ମୁଣ୍ଡକୁ ଗୁହାଳରେ ପୋତିଦେଲା ପିଶାଚ ସ୍ୱାମୀ । ଏଭଳି ଏକ…

ବାପରେ ବାପ୍! ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଭୟଙ୍କର ଷଣ୍ଢ ଲଢ଼େଇ, ମାନୁନାହାନ୍ତି ନାଳ ନର୍ଦ୍ଦମା, ଦେଖନ୍ତୁ Video

ନୂଆଦିଲ୍ଲୀ: ବିଭିନ୍ନ ସମୟରେ କୌଣସି କାରଣକୁ ନେଇ ପୁରୁଷ-ପୁରୁଷଙ୍କ ମଧ୍ୟରେ ଝଗଡ଼ା ଆପଣମାନେ ଦେଖିଥିବେ । ତେବେ ମହିଳାଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ କେବେ ଦେଖିଛନ୍ତି କି? ନିକଟରେ କିଛି ମହିଳା ଲଢ଼େଇରେ ଏତେ ମାତିଗଲେ ଯେ…

ଆଇଏଏସ ସ୍ତରରେ ଅଦଳବଦଳ, ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜ୍ୟରେ ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିବା ବେଳେ ଆଜି ଶୁକ୍ରବାର ମଧ୍ୟ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି ସରକାର । ଶୁକ୍ରବାର କିଛି ଆଇଏଏସଙ୍କୁ ନୂଆ ଦାୟିତ୍ୱରେ…

ଦିନିକିଆ କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ: ଭାଙ୍ଗିଦେଲା ନିଜର ଏହି ରେକର୍ଡ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ଇତିହାସରେ ଇଂଲଣ୍ଡ ଏକ ବିରାଟ ବଡ ମାଇଲଷ୍ଟୋନ ଅତିକ୍ରମ କରିଛି । ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଏକ ଇତିହାସ ରଚିଛି ଇଂଲଣ୍ଡ ଟିମ । ଗୋଟିଏ ଦିନିକିଆ…

ଭାରତର ସବୁଠାରୁ ବଡ଼ କ୍ରିପ୍ଟୋ ପୋଞ୍ଜି ଘୋଟାଲା: ବୁଡ଼ିଯିବ ଏକ ଲକ୍ଷ କୋଟି, ସର୍ବସ୍ୱ ହରାଇବେ ଦେଶର ହଜାର ହଜାର ନିବେଶକ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସ୍କାମ ବହୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ । ଏଭଳି ସ୍କାମ ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ଦୁର୍ବଳ ଆଡ଼କୁ ଠେଲି ହୋଇଯାଇଥାଏ । ତେବେ ଖୁବଶୀଘ୍ର ଭାରତରେ ଏଭଳି ଏକ ବଡ଼ଧରଣର…

ଭିଜିଲାନ୍ସ ରେଡ୍: ଲାଞ୍ଚ ନେଇ ଧରପଡ଼ିଲେ ଶିକ୍ଷାବିଭାଗର କିରାଣୀ

ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ, ସେ ପୁଣି ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ ।  ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିକ୍ରମ ବେହେରାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ…

ପୁଣି ଚର୍ଚ୍ଚାକୁ ଆସିଲା ଯଶିପୁର: ଡାହାଣୀ ସନ୍ଦେହରେ ମହିଳାଙ୍କୁ କଲେ ହତ୍ୟା

ମୟୁରଭଞ୍ଜ: ଦେଢ ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ମୟୁରଭଞ୍ଜର ଯଶିପୁର । ଏଠାକାର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ମାରି ଦିଆଯାଇଥିବା ନେଷଇ ଅଭିଯୋଗ କରାଯାଇଛି । ଅତି ନିର୍ମମ ଭାବରେ ମହିଳାଙ୍କୁ ପଥରରେ ଛେଚି…

ରାସ୍ତାରେ ଖାଦ୍ୟ ବିକୁଛନ୍ତି ଏହି ପ୍ରସିଦ୍ଧ ଟିଭି ଆଙ୍କର: ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭାଇରାଲ ଫଟୋ ଏବଂ ଭିଡିଓ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜଣେ ସାମ୍ବାଦିକଙ୍କ ମାମଲା । ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦିନେ ଟିଭି ଆଙ୍କର…

ମାନସିକ ବିକୃତ ଝିଅକୁ ମାରିଦେଲା ମା’, ଦେଲା ଆତ୍ମହତ୍ୟାର ରୂପ

ମୁମ୍ବାଇ: ପିଶାଚିନୀ ସାଜିଲା ମା’... ଭୁଲିଗଲା ସନ୍ତାନ ପ୍ରତି ଥିବା ମମତା... ତଣ୍ଟି ଚିପି କଲା ଝିଅର ହତ୍ୟା । ଖାଲି ସେତିକି ନୁହେଁ ଘଟଣାକୁ ଲୁଚାଇବାକୁ ପୋଲିସକୁ ଫୋନ୍ କରିବା ସହ ଘଟଣାକୁ ଆତ୍ମହତ୍ୟା ରୂପ ଦେଇଥିଲେ…

ଲାଇଭ୍ ଶୁଣାଣି କରୁଥିଲେ ବିଚାରପତି, ଠିକ୍ ଏତିକି ବେଳେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ, ହତବାକ୍ ହୋଇଗଲା ସାରା ଦେଶ

ନୂଆଦିଲ୍ଲୀ: ଆଜିକାଲି ଆମର ଚାରିପାଖରେ ଅନେକ ଅସାମାଜିକ ଘଟଣାମାନ ଘଟୁଥିବାର ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ହତ୍ୟା, ରାହାଜାନୀ, ଦୁଷ୍କର୍ମ, ଚୋରି ଆଦି ମାମଲାରେ ସମାଜ ଦିନକୁ ଦିନ କଳୁଷିତ ହେବାକୁ ଯାଉଥିବା ବେଳେ…