Browsing Category
Featured
ଇତିହାସ ରଚିଲେ ଆଣ୍ଡରସନ: ଏମିତି କରିବାରେ ବନିଲେ ପ୍ରଥମ ଦ୍ରୁତ ବୋଲର
ନୂଆଦିଲ୍ଲୀ: ଇତିହାସରେ ନିଜ ନାଁକୁ ଲିପିବଦ୍ଧ କରି ନେଇଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ । ନ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଟମ ଲାଥମଙ୍କ ୱିକେଟ ହାସଲ କରି ଆଣ୍ଡରସନ ଏହି ରେକର୍ଡ ନିଜ ନାମରେ…
ବଜ୍ରପାତରେ ଭାଇ, ଭଉଣୀ, ଟ୍ରାକ୍ଟର ଡ୍ରାଇଭର ଓ ୪ ଗାଈଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ବଜ୍ରପାତ ଘଟି ଚାଲିଯାଇଛି ୩ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରୁ ଆସିଛି ଏପରି ଏକ ଦୁଃଖଦ…
ରଡ-ସିମେଣ୍ଟ ଦାମରେ ପୁଣି ହେଲା ପରିବର୍ତ୍ତନ: ଜାଣି ନିଅନ୍ତୁ ନୂଆ ରେଟ
ନୂଆଦିଲ୍ଲୀ: ଘର ତିଆରି ସ୍ୱପ୍ନ ପୂରଣ କରିବା ପାଇଁ ଲୋକମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି କରିଥାନ୍ତି । ସବୁକିଛି ପ୍ରସ୍ତୁତି ଶେଷ କରିବା ସମୟରେ ବର୍ଦ୍ଧିତ ଦର ବନିଯାଏ ଏକ ବିରାଟ ଅସୁବିଧା । ଯାହା ପାଇଁ ଅନେକ…
ଓୱେସୀଙ୍କୁ ଗିରଫ ପାଇଁ ଦାୟର ହେଲା ମାମଲା, ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ନାମରେ ଦାୟର ହୋଇଛି ମାମଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ…
ଏଥର ତାତିରୁ ମିଳିବ ମୁକ୍ତି: ଏହି ତାରିଖରୁ ଓଡିଶାରେ ପ୍ରବେଶ କରିବ ମୌସୁମୀ
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲୋକମାନଭ୍କୁ ଅଥୟ କରି ସାରିଲାଣି । କିନ୍ତୁ ଏବେ ଏହି ଗରମର ଦିନ ଶେଷ ହେବାକୁ ଯାଉଛି । ଆସନ୍ତା ୨-୩ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଏ ନେଇ ଭାରତୀୟ ପାଣିପାଗ…
ଅନଲାଇନ୍ ବେଟିଂ ଓ ବିଜ୍ଞାପନକୁ ନେଇ କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ: ଅନଲାଇନ ବେଟିଂ ପ୍ଲାଟଫର୍ମକୁ ନେଇ କେନ୍ଦ୍ର ସରକାର ଆଜି ଏକ ମେଡ଼ିଆ ଆଡଭାଇଜରୀ ଜାରି କରିଛନ୍ତି । ଅନଲାଇନ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନକୁ ହଟାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।…
ପ୍ରତିଶୋଧ ନିଆଁରେ ବେଙ୍ଗ ବି କରିପାରେ Weight Lifting : ଦେଖନ୍ତୁ ଭାଇରାଲ ଭିଡିଓ
ଭାଇରାଲ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । କିଛି ଆମକୁ ଶିକ୍ଷା ଦେଇଯାଏ ତ ଆଉ କିଛି ମନୋରଞ୍ଜନର ଖୋରାକ ଯୋଗାଇ ଦେଇଥାଏ । ସେହିଭଳି ଭିଡିଓ ଏବେ ସୋସିଆଲ ମିଡିଆରୁ ମିଳିଛି ।…
ଗାଡ଼ି ଚାଳକମାନେ ହୋଇଯାଆନ୍ତୁ ସାବଧାନ, ଖୁବଶୀଘ୍ର ରାଜରାସ୍ତାରେ କାର୍ଯ୍ୟକାରୀ ହେବ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ । ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ଖସି ପାରିବେ ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି…
ବରଫ ଝଡର ସାମନା କରି ହାମ୍ପତା ପାସ ଆରୋହଣ କଲେ ୨୪ ଓଡିଆ
ନୂଆଦିଲ୍ଲୀ: ହାଡ ଭଙ୍ଗା ଶୀତ ସହିତ ବରଫ ଝଡ । ତା ଉପରେ ମାଇନସ ୫ଡିଗ୍ରୀରୁ ମାଇନସ ୧୦ଡିଗ୍ରୀ ସେଲସିୟସ ତାପମାତ୍ରାର ପାରଦ । ଏତେ ସବୁ ଅସୁବିଧାର ଆରପାରିରେ ରହିଛି ସେମାନଙ୍କର ଲକ୍ଷ୍ୟ, ହାମ୍ପତା ପାସ ପାହାଡ । ଯାହାର…
ଚଳିତ ବର୍ଷ ଜମିବ କଟକର ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲାପାଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ଐତିହାସିକ ବାଲିଯାତ୍ରା କଥା ପଡ଼ିଲେ ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ନାଚିଉଠେ । ବାଲିଯାତ୍ରାକୁ ଯିଏ ଥରେ ଯାଇଛି ସିଏ ଜାଣିଛି ତା’ର ଅସଲ ମଜା । ତେବେ କୋଭିଡ-୧୯ କାରଣରୁ ଗତ…