Browsing Category
Featured
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୩ଟି ଜିଲ୍ଳାରେ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଦୁଃଖଦ ଖବର ଆସିଛି । ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ପିଜିଆଏମଇଆରରେ…
ହ୍ୟାକ ହେଲା ଡିଜିଟାଲ ନ୍ୟୁଜ ଚ୍ୟାନେଲ: ଲାଇଭ ଶୋ’ରେ ଉଡିଲା ପାକିସ୍ତାନୀ ପତାକା
ଆସାମ: ଆସାମର ଏକ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ'ରେ ଦେକିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଶୋ' ମଝିରେ ପାକିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ…
ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିପାରିବ, କିନ୍ତୁ ମାନିବାକୁ ପଡ଼ିବ ନିର୍ବାଚନ ଆୟୋଗଙ୍କର ଏହିସବୁ…
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଦେଶର ପ୍ରଥମ ନାଗରିକଙ୍କ ଚୟନ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ରାଷ୍ଟ୍ରପତି…
କଟକରେ କ୍ଲାସେନଙ୍କ କ୍ଲାସିକ ପାଳି: ୪ ୱିକେଟରେ ଆଫ୍ରିକାର ଦ୍ୱିତୀୟ ବିଜୟ
କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦିଲ୍ଲୀର ପରିସ୍ଥିତି ଦେହାରାଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ମଧ ହାତଛଡା କରିଛି ପନ୍ତ ପାୱାର । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦକ୍ଷିଣ…
ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ: NMAର ଚିଠି NOC ନୁହେଁ, ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ବିବାଦ ଜାରି ରହିଛି । ତେବେ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଏହାକୁ ନେଇ ଲଢ଼େଇ…
ଆପଣଙ୍କ ପରିସ୍ରାରେ ଧଳା ରଙ୍ଗର କଣିକା ଦେଖାଯାଉଛି କି, ତାହା ଏହି ୫ଟି ଭୟଙ୍କର ରୋଗର ଲକ୍ଷଣ
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆପଣଙ୍କର ପରିସ୍ରାରେ କିଛି ଧଳା ରଙ୍ଗର କଣିକା ଆସିଥାଏ । ତେବେ ଅନେକ ଲୋକ ଏହାକୁ ଅଣଦେଖା କରିଦେଇଥାନ୍ତି । ଏଥିପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ ଭୟଙ୍କର ରୋଗର ସାମ୍ନା କରିବାକୁ ପଡ଼ିଥାଏ…
ଭଉଣୀ ଚିତାକୁ ଡେଇଁ ଭାଇ କଲା ଆତ୍ମହତ୍ୟା: ପରିବାରରେ ଦୁଃଖର ଛାୟା
ଭୋପାଲ: ଭାଇ ଭଉଣୀର ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଉଭୟ ପରସ୍ପରଙ୍କୁ ସ୍ନେହ ମମତାରେ ବାନ୍ଧି ଭଲପାଇବାର ନିଆରା ଉଦାହରଣ ସୃଷ୍ଟି କରିଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କକୁ ନେଇ ମଧ୍ୟପ୍ରଦେଶରୁ…
ହାୱଡା ପରେ ଏବେ ନଦିଆରେ ହଙ୍ଗାମା: ଲୋକାଲ ଟ୍ରେନ ଉପରେ ଆଟାକ
ନୂଆଦିଲ୍ଲୀ: ପେଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ବଢୁଛି ଦଙ୍ଗା । ଶୁକ୍ରବାର ଜୁମେର ନମାଜ ପରେ ଆରମ୍ଭ ହୋଇଥିବା ହଙ୍ଗାମା ଏବେ ବିଭିନ୍ନ ସ୍ଥାନକୁ ବ୍ୟାପିଗଲାଣି । ଗତକାଲି ହାୱଡାରେ…
ରାଜ୍ୟର ୩୦ଟି ଜିଲ୍ଲାର ବୋରୱେଲ ପାଣି ଦୂଷିତ: ପିଇଲେ ବ୍ୟାପୁଛି ଶ୍ୱାସ, ପେଟ, ଚର୍ମ, କିଡନୀ ଓ ଆଖି ଜନିତ ରୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଇବା ପାଣିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ । ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ହୋଇଯାଇଛି । ଏହି ପାଣି ସେବନ…