Browsing Category
Featured
୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି
ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…
ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ…
କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ
କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା…
ରାସନ ବଣ୍ଟନ କରିବାର ବ୍ୟବସ୍ଥା ବଦଳିବ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାରୁ ପାଇବେ ମୁକ୍ତି
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ରାସନ କାର୍ଡରେ ଜିନିଷ ଆଣିବା ପାଇଁ ଆପଣଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ଯଦି ଆପଣଙ୍କର ଏକ ରାସନ କାର୍ଡ ଅଛି ଏବଂ ଆପଣ ପ୍ରତି ମାସରେ ସରକାରଙ୍କ ଦ୍ୱାରା…
ଘୋର କଳିଯୁଗ: ରାଜଧାନୀରେ ପୁଅ ସହ ମିଶି ସ୍ୱାମୀର ହତ୍ୟା କଲା ସ୍ତ୍ରୀ
ନୂଆଦିଲ୍ଲୀ: ଦିନକୁ ଦିନ ଅପରାଧର ମାତ୍ରା ବଢିବାରେ ଲାଗିଛି । ସାମାନ୍ୟ ଘରୋଇ କଳିରୁ ପରିବାର ଲୋକ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରୁଛନ୍ତିି । ତେବେ ପୁଅ ସହ ମିଶି ଜଣେ ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା କରିଥିବା ଭଳି ଘଟଣା…
ଦେଶରେ ଦରଦାମ ବୃଦ୍ଧି ମଧ୍ୟରେ ବମ୍ପର ପିଆଜ ଉତ୍ପାଦନ, କୋଲ୍ଡ ଷ୍ଟୋରେଜ୍ ଅଭାବରୁ ସର୍ବନିମ୍ନ ମୂଲ୍ୟରେ ବିକ୍ରି କରୁଛନ୍ତି ଚାଷୀ
ମହାରାଷ୍ଟ୍ର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ମହାରାଷ୍ଟ୍ରର ମଣ୍ଡିରେ ପିଆଜର ମୂଲ୍ୟ ଏବେ ସର୍ବନିମ୍ନ ସ୍ତରରେ ଥିବାବେଳେ ଅନ୍ୟ ପଟେ କୃଷକମାନେ ଅନେକ ରାଜ୍ୟରେ ଭଲ ମୂଲ୍ୟ ପାଉଛନ୍ତି। ବିହାର, ୟୁପି ଏବଂ କେରଳର ଚାଷୀମାନେ…
ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ'ଫେୟାର ଯାଉଛନ୍ତି…
ରବିବାର ଆଇପିଏଲ ମିଡିଆ ରାଇଟ୍ସ ପାଇଁ ହେବ ନିଲାମ, ଦୌଡରେ ଏହି ପାଞ୍ଚ କମ୍ପାନୀ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୨ ସମାପ୍ତ ହୋଇ ସାରିଛି। ଏବେ ପ୍ରଶଂସକ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ମଜା ଉଠାଉଛନ୍ତି। ଏହା ମଧ୍ୟରେ ଆଇପିଏଲ ସଂପର୍କିତ ଏକ ଖବର ସାମ୍ନାକୁ…
ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା…
ଏବେ ଜାମା ମସଜିଦରେ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ, ନମାଜ ପରେ ନାରାବାଜି
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଆଶାଳୀନ ମନ୍ତ୍ୟବ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମୁସଲିମ ସମୁଦାୟର ଲୋକେ ନମାଜ ପାଠ ପରେ ବିରୋଧ ପ୍ରଦର୍ଶନ…