CHARIDHAM
Browsing Category

Featured

ବିବାହ ପରେ ଏଭଳି ଷ୍ଟଣ୍ଟ କରି ଅତିଥିଙ୍କୁ ଚମକାଇଦେଲେ ବରକନ୍ୟା, ଦେଖନ୍ତୁ ଭିଡିଓ…

ବିବାହ ସମୟର ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ବର-କନ୍ୟାଙ୍କ ମଜାଦାର କାରନାମା ତ’ ପୁଣି କେତେବେଳେ ବରଯାତ୍ରୀଙ୍କ ଅଜବ ଡାନ୍ସ । ବାହାଘର ସମୟରେ ଭିଡିଓ ଭାଇରାଲ ହୋଇଥାଏ । ଆଉ ଏବେ ପୁଣି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କଲେ କୋର୍ଟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ପୁରୀ ଜଜ୍ ସିନିୟର ଡିଭିଜନ କୋର୍ଟ । ପୁରୀ ଓକିଲ ଆସୋସିଏସନ ପକ୍ଷରୁ ଦାୟର ହୋଇଥିବା ପିଟିସନ ଉପରେ ଶୁଣାଣି କରି…

ପାଣିପାଗ ବିଭାଗର ଆକଳନ, ୨୭ ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ଅନୂଭୁତ ହେବ ମୌସୁମୀ ବର୍ଷା । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ । ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଭାଗର ଆକଳନ ଅନୁସାରେ ମେ ୨୭ ରେ କେରଳ…

ନିପାତ ହେଲେ ଦୁଇ ଆତଙ୍କବାଦୀ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡରେ ଥିଲେ ଜଡ଼ିତ

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ…

ମାର୍ଚ୍ଚ ତୈମାସିକରେ “ଏସବିଆଇ’ର ଲାଭରେ ୪୧% ବୃଦ୍ଧି ପାଇ ହେଲା ୯,୧୧୪ କୋଟି

ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶୁକ୍ରବାର ୨୦୨୧-୨୨ର ଚତୁର୍ଥ ତୈମାସିକ ଫଳାଫଳ ଘୋଷଣା କରିଛି । ଦେଶର ସବୁଠୁ ବଡ଼ ବ୍ୟାଙ୍କର ଲାଭ ମାର୍ଚ୍ଚ ତୈମାସିକରେ ୪୧% ବୃଦ୍ଧି ପାଇ ୯,୧୧୩.୫ କୋଟିରେ ପହଞ୍ଚିଛି । ଭାରତୀୟ…

ଟୁଇଟର ଡିଲରେ ଲାଗିଲା ରୋକ; ଏଲୋନ୍ ମସ୍କ କହିଲେ ନିଶ୍ଚିତ ନୁହେଁ ଗମ୍ଭୀର କି ଥଟ୍ଟା କରୁଛନ୍ତି

ନୁଆଦିଲ୍ଲୀ: ଗତ କିଛିଦିନ ତଳେ ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିଥିଲେ । ତେବେ ଟୁଇଟରରେ ଥିବା ଫେକ୍ ଆକାଉଣ୍ଟ ସଂଖ୍ୟାକୁ ନେଇ ଏବେ ଏହି ଡିଲ୍ ସାମୟିକ ଭାବରେ ସ୍ଥଗିତ ରହିବ ବୋଲି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର! ପୁଣି ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଏଚବିଏ ସୁଧ ହ୍ରାସ ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ପାଇଁ ଆଉ ଏକ ଖୁସି ଖବର ମିଳିପାରେ । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ଜୁଲାଇରେ ବଢ଼ିପାରେ । ବର୍ତ୍ତମାନ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା…

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କର୍ମଚାରୀଙ୍କୁ ପାଇଁ ଘର ତିଆରି ହେବ ସହଜ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଘର ତିଆରି କରିବା ପାଇଁ ଦିଆଯାଉଥିବା ଆଡଭାନ୍ସ ଉପରେ ମିଳୁଥିବା ସୁଧ ହ୍ରାସ କରିଛନ୍ତି । ଏହି ସମ୍ବନ୍ଧରେ ଆବାସ ଏବଂ ସହରୀ ମନ୍ତ୍ରାଳୟ ଅଫିସ…

ସଲମାନଙ୍କର ଆଉ ଜଣେ ଭାଇ ନେଲେ ଡିଭୋର୍ସ, ୨୪ ବର୍ଷ ପରେ ଅଲଗା ହେଲେ ସୋହେଲ ଏବଂ ସୀମା

ମୁମ୍ବାଇ: ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନ ଏବଂ ତାଙ୍କର ପତ୍ନୀ ସୀମା ଖାନ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କରିଛନ୍ତି । ଦୁହେଁ ନିଜ ବୈବାହିକ ଜୀବନ ଶେଷ…

ଚାକିରି ଚାଲିଗଲେ ମିଳିବ ଆର୍ଥିକ ସହାୟତା ! ସରକାର ଆଣିଲେ ନୂଆ ଯୋଜନା

ନୂଆଦିଲ୍ଲୀ: କୌଣସି କାରଣରୁ ଚାକିରି ଚାଲିଗଲେ, ଏବଂ ଅନ୍ୟ ଚାକିରି ନମିଳିବା ପର୍ଯ୍ୟନ୍ତ ଅନେକ ଅସୁବିଧାର ସମ୍ମୁଖୀନ ହେବା ପଡ଼ିଥାଏ । କିନ୍ତୁ ଏବେ ଏହି ଦେଶର ସରକାର, ଯଦି କେହି କର୍ମଚାରୀଙ୍କ ଚାକିରି ଚାଲିଯାଉଛି ତେବେ…