fbpx
Browsing Category

Featured

ରାଜ୍ୟରେ କମିବାରେ ଲାଗିଛି କରୋନା: ଆଜି ଚିହ୍ନଟ ହେଲେ ୨୯୫୭ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

ଆଶଙ୍କା ବଢ଼ାଉଛି କରୋନା: ଆଜି ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୮୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୯୫ ଲକ୍ଷ ୩୪…

ମମତାଙ୍କୁ କୋଲ୍‌କାତା ହାଇକୋର୍ଟରୁ ବଡ଼ ଝଟ୍‌କା, ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନ ହେଲା ଖାରଜ

କୋଲକାତା (ଓଡ଼ିଶା ଭାସ୍କର) : କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି। ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ଯେଉଁଥିରେ ଏନଏଚଆରସି(ଜାତୀୟ…

ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ: ପୁଣି ଶସ୍ତା ହେଲା ସୁନା ଓ ରୂପା, ଜାଣନ୍ତୁ କେତେ ଟଙ୍କା କମିଲା…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସୁନା କିଣିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୪୭୦୦୦ ଟଙ୍କା ତଳକୁ ଖସି ଆସିଛି । ଏପରିକି ଗତ ୨ କାରବାର ଦିନରେ ସୁନାର ଦାମ୍‌ ୧୮୦୦ ଟଙ୍କା…

ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି, ଡ୍ରାଗନ ସେନାକୁ ଚକ୍‌ମା ଦେବାକୁ ସୀମାରେ ମୁତୟନ ହେବ ଅଧିକ ରାଫେଲ୍‌

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି । ଚୀନ୍‌ର ଚାଲ୍‌କୁ ଚକ୍‌ମା ଦେଇ କଡ଼ା ଜବାବ୍‌ ଦେବାକୁ ଭାରତ ପକ୍ଷରୁ ଯୋରଦାର୍‌ ପ୍ରସ୍ତୁତି କରାଯାଉଛି । ଚୀନ୍‌ର ସଂଲଗ୍ନ ଭାରତର ପୂର୍ବ…

ଓଡ଼ିଶାରେ ରେକର୍ଡ ବ୍ରେକ୍ ଭ୍ୟାକ୍ସିନେସନ୍,୧ କୋଟି ଟପିଲା ଟିକାକରଣ: ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ସୁଦ୍ଧା କୋଟିଏରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ,…

ଆଜି ଏନ୍‌ସିପି ସୁପ୍ରିମେ ଶରଦ ପୱାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, କେନ୍ଦ୍ର ବିରୋଧି ରାଜନୈତିକ ଦଳର ବରିଷ୍ଠ ନେତା ହେବେ ସାମିଲ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) :ଏନ୍‌ସିପି ସୁପ୍ରିମେ ଶରଦ ପୱାର ସୋମବାର କେନ୍ଦ୍ର ବିରୋଧି ରାଜନୈତିକ ଦଳର ବରିଷ୍ଠ ନେତା ଓ ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ଏକ ବୈଠକକୁ ଆମନ୍ତ୍ରଣ କରିଛନ୍ତି । ମଙ୍ଗଳବାର ଅପରାହ୍ନ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ,…

ରାଶିଫଳ (ମଙ୍ଗଳବାର ,୨୨ ଜୁନ ,୨୦୨୧)

ମେଷ - ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ…