
Browsing Category
Featured
ପ୍ରକାଶ ପାଇଲା ଓଜେଇଇ ପରିଚାଳିତ B.CAT ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ପରିଚାଳିତ B.CAT ରେଜଲ୍ଟ ଆଜି ପ୍ରକାଶ ପାଇଛି । ରାଙ୍କ ଅନୁସାରେ ପରୀକ୍ଷାର୍ଥୀ କଟକ ସ୍ଥିତ ବିପିଏଫଟିଆଇଓରେ ନାମ ଲେଖାଇବେ । ପରୀକ୍ଷା ଦେଇଥିବା ୯୭ ଜଣଙ୍କୁ ମାର୍କ ଅନୁସାରେ…
ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ
ଅନୁଗୁଳ(ଓଡ଼ିଶା ଭାସ୍କର): ଗାଁ ପୋଖରୀରେ ବୁଡ଼ିଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଠାକୁରଗଡ଼ ଥାନା କନ୍ତପଡ଼ା ଗାଁରେ ଘଟିଯାଇଛି । ମୃତକ ଉଭୟ ଝିଅଙ୍କ ବୟସ ୧୨ ବର୍ଷ ହୋଇଥିବା ସୂଚନା…
ବ୍ରହ୍ମୋସ ଅତ୍ୟାଧୁନିକ ଭର୍ସନର ପରୀକ୍ଷଣ
ଚାନ୍ଦିପୁର(ଓଡ଼ିଶା ଭାସ୍କର): ବ୍ରହ୍ମୋସ କ୍ରୁଜ ମିଜାଇଲର ଅତ୍ୟାଧୁନିକ ଭର୍ସନର ବ୍ୟବହାରିକ ପରୀକ୍ଷଣ ହୋଇଛି । ବ୍ରହ୍ମୋସ ମିଜାଇଲର ଅତ୍ୟାଧୁନିକ ଭର୍ସନ ଏସଏଲସିଏମର ପରୀକ୍ଷଣ ହୋଇଥିବା ଜଣାପଡିଛି । ଚାନ୍ଦିପୁରର ୩…
କୋର୍ଟରେ ହାଜର ହେଲେ ଆର୍ଯ୍ୟନ ଖାନ: ୧୧ ତାରିଖ ଯାଏଁ ରିମାଣ୍ଡରେ ଦାବି କଲା NCB
ମୁମ୍ବାଇ: ଡ୍ରଗ୍ସ ସେବନ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆସନ୍ତା ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ…
ଭାରତରେ ‘7-ଇଲେଭେନ ଷ୍ଟୋର’ ଲଞ୍ଚ କରିବ ରିଲାଏନ୍ସ
ନୂଆଦିଲ୍ଲୀ: ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଘୋଷଣା କରିଛି ଯେ ଏହାର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚର୍ସ ଲିମିଟେଡ ଭାରତରେ ‘7-ଇଲେଭେନ ଷ୍ଟୋର’ ଲଞ୍ଚ କରିବାକୁ ଯାଉଛି । ରିଲାଏନ୍ସ ରିଟେଲ…
ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିଖବର; ଏବେ ମାଗଣାରେ ଭରିପାରିବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ ପ୍ରକ୍ରିୟା
ଯଦି ଆପଣ ଷ୍ଟେଟ ବ୍ୟାଙ୍କର ଗ୍ରାହକ ତାହାଲେ ଆପଣଙ୍କ ପାଇଁ ଖୁସି ଖବର । ଏସବିଆଇ ଗ୍ରାହକ ଇନକମ ଟ୍ୟାକ୍ସ ମାଗଣାରେ ଦାଖଲ କରିପାରିବେ । ଏସବିଆଇ ଗ୍ରାହକ ଏବେ ବ୍ୟାଙ୍କର ୟୋନୋ ଆପରେ ଟ୍ୟାକ୍ସଟୁୱିନ ମାଧ୍ୟମରେ ଇନକମ…
ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ ପତ୍ନୀ ସହ କରୁଥିଲେ ରୋମାନ୍ସ, ବେଡରୁମର ପ୍ରାଇଭେଟ୍ ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ କାମକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କ ପତ୍ନୀ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି ଲୋକେ ମଧ୍ୟ ଲାଜେଇ ଯାଇଛନ୍ତି ।…
ମହଙ୍ଗା ପଡିଲା ଲଖୀମପୁର ମନ୍ତବ୍ୟ; ଜାତୀୟ କାର୍ଯ୍ୟକାରିଣୀରୁ ବାଦ ପଡିଲେ ବରୁଣ ଓ ମାନେକା
ନୂଆଦିଲ୍ଳୀ: ଲଖୀମପୁର ହିଂସାକାଣ୍ଡକୁ ନେଇ ବିଜେପି ବିରୋଧି ବୟାନ ବରୁଣ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବିବାଦୀୟ ଟ୍ୱିଟ୍ କାରଣରୁ ମା-ପୁଅ ଯୋଡିଙ୍କୁ ବିଜେପି କାର୍ଯ୍ୟକାରିଣୀ ଦଳରୁ ବାଦ ଦିଆଯାଇଛି ।…
ସ୍କ୍ରାପ ପଲିସି ଯୋଗୁଁ କ୍ଷତିରେ ପଡ଼ିବେ ଲୋକେ, ଜାଣନ୍ତୁ କାହିଁକି ଏପରି କହିଲେ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଆସନ୍ତାବର୍ଷ ଏପ୍ରିଲମାସରୁ ନୂଆ ସ୍କ୍ରାପ୍ ନୀତି ଲାଗୁ ହେବ । କିନ୍ତୁ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ…
ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି । କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର…