Browsing Category
Featured
ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ପୁଣି ଜଣେ ପତି: ଫେସବୁକ୍ ହାଏ, ଚାଟିଂ, ମ୍ୟାରେଜ୍, ଏବେ ମିଳୁଛି ଧମକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ପଛରେ ପରକୀୟା ପ୍ରୀତି ରହିଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଆଉ ଏକ ଘଟଣା…
ଆଜି ତ୍ୟାଗ ଓ ବଳିଦାନର ପର୍ବ ‘ଇଦ୍-ଉଲ୍-ଜୁହା’, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ଦିନ
ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଆଜି ଇସଲାମ ଧର୍ମର ମହାନ ପବିତ୍ର ପର୍ବ ‘ଇଦ୍-ଉଲ୍-ଜୁହା’(ବକ୍ରୀଇଦ)। ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ…
କୋଲ୍ଡ ଡ୍ରିଙ୍କସ ପିଉଛନ୍ତି କି? ତେବେ ଜାଣିରଖନ୍ତୁ ଶରୀର ପାଇଁ ଏହା କେତେ କ୍ଷତିକାରକ
ବହୁତ ଲୋକଙ୍କ ଫ୍ରିଜରେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କସ ଦେଖିବାକୁ ମିଳିବ । ଘର, ଅଫିସ୍ ଠାରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ, ସବୁଠାରେ କୋଲ୍ଡ ଡ୍ରିଙ୍କସ ପିଇବାକୁ ଲୋକମାନେ ପସନ୍ଦ କରନ୍ତି । ଯୁବକମାନଙ୍କ ମଧ୍ୟରେ ଏହାର…
ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…
କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକ୍ମୋ ମେସିନ: ଏସସିବିରେ ପହଞ୍ଚିଲା ୨ଟି ମେସିନ୍, ଜୁଲାଇ ଶେଷ ସୁଦ୍ଧା ଆସିବ ଆଉ ୭ଟି ମେସିନ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମିତ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଇକ୍ମୋ ମେସିନ୍…
ଆଜି ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
ପୁରୀ (ଓଡ଼ିଶା ଭାସ୍କର): ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୁଢ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ସୁଦ୍ଧା ସରିବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ । ଏହାପରେ ମଇଲମ…
ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ
ପୁରୀ(ଓଡ଼ିଶା ଭାସ୍କର) : ଜନ୍ମବେଦିରେ ଲୀଳାଖେଳା ସାରି ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ…
ରାଶିଫଳ (ବୁଧବାର,୨୧ ଜୁଲାଇ ,୨୦୨୧)
ମେଷ - ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ୟ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…
ଜିତିଲା ଭାରତ; ଦମ୍ ଦେଖାଇଲେ ଦୀପକ ଚହର, ଶ୍ରୀଲଙ୍କାକୁ ୩ ଓ୍ଵିକେଟରେ ମାତ୍ ଦେଇ ସିରିଜ୍ ସାଫ୍
ନୂଆଦିଲ୍ଲୀ: ଚମକିଲେ ଦୀପକ ଚହର। ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ଦେଲେ ବିଜୟ।
କଲୋମ୍ଵୋରେ ଖେଳାଯାଇଥିବା ସିରିଜ୍ ର ଦ୍ଵିତୀୟ ମ୍ୟାଚ୍ ରେ ଭାରତ ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରରର୍ଶନ…
ପୁରୀରୁ ଉଠିଲା ଧାରା ୧୪୪,କର୍ଫ୍ୟୁ ବଳବତ୍ତର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହୋଇଥିବା ବେଳେ ପୁରୀ ସହରରେ ଲାଗୁ କରାଗଯାଇଥିବା ଧାରା ୧୪୪ ହଟାଯାଇଛି । ବାହୁଡା ଯାତ୍ରା ଉପଲକ୍ଷେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ଧାରା ୧୪୪…