fbpx
Browsing Category

Featured

ଦେଶରେ ୨୫୨ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୯ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ହଜାର ୪୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୧୫୩କୁ…

ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା, ୨୯ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଆଜି ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।…

ଭାରତରେ ଚିହ୍ନଟ ହେଲେ ୬ ବ୍ରିଟେନ ଷ୍ଟ୍ରେନ

ନୂଆଦିଲ୍ଲୀ, ୨୯ା୧୨: କରୋନାର ନୂଆ ବ୍ରିଟେନ ଷ୍ଟେନ ଭାରତରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି । ଭାରତରେ ୬ ଜଣଙ୍କଠାରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ବେଙ୍ଗାଲୁରୁ ଲ୍ୟାବରେ ୩, ହାଇଦ୍ରାବାଦ ଲ୍ୟାବରେ ୨ ଓ…

ରାଶିଫଳ (ମଙ୍ଗଳବାର, ୨୯ ଡିସେମ୍ବର ୨୦୨୦)

ମେଷ -ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…

ବଡ ଖବର :ଦେଶରେ ଆଉ ମାସେ ବଢ଼ିଲା କୋରୋନା କଟକଣା

ନୂଆଦିଲ୍ଲୀ (ଓଡିଶା ଭାସ୍କର) 28/12 : ଦେଶ ରେ କରୋନା ଭାଇରସ ର ପରିସ୍ଥିତି କୁ ଲକ୍ଷ କରି କେନ୍ଦ୍ର ସରକାର କୋରୋନା କଟକଣା ଆଉ ମାସେ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତି ନେଇଛନ୍ତି । ୨୦୨୧ ଜାନୁଆରି ୩୧ ଯାଏ କଟକଣା ଜାରି…

ପାଠ୍ୟକ୍ରମରେ ବରପୁତ୍ର, ହଟିବ ୨୦୬ ପୁରୁଣା ଆଇନ୍

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀ । ପାଠ୍ୟକ୍ରମରେ ବରପୁତ୍ରଙ୍କ ଜୀବନୀ ସାମିଲ ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।…

ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ସଂରକ୍ଷଣ

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଏଣିକି ସରକାରୀ ସ୍କୁଲରେ ପଢିଥିବା ପିଲାଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଡାକ୍ତରୀ, ଇଞ୍ଜିନିୟରିଂରେ ନାମଲେଖା ପାଇଁ ମିଳିବ ସଂରକ୍ଷଣ ସୁବିଧା । ଆଗାମୀ ଶିକ୍ଷାବର୍ଷରୁ ସଂକ୍ଷଣ…

ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ନିର୍ବାଚିତ ଳୋକ ପ୍ରତିନିଧି ଓ…

ଆପଣ ନିଦ୍ରାହୀନତାର ଶିକାର ହୋଇଛନ୍ତି କି, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ଯୁବପୀଢ଼ିଙ୍କ ମଧ୍ୟରେ ନିଦ୍ରାହୀନତା ହେଉଛି ଏକ ମୁଖ୍ୟ ସମସ୍ୟା । କାର୍ଯ୍ୟ ବ୍ୟସ୍ତତା, ମାନସିକ ଚାପ, ମାତ୍ରାଧିକ ସୋସିଆଲ ମିଡ଼ିଆର ବ୍ୟବହାର ଆଦି କାରଣରୁ ଅଧକାଂଶ ଲୋକେ ନିଦ ସମ୍ପୂର୍ଣ୍ଣ କରିପାରିନଥାନ୍ତି…

ଏହି ଜିଲ୍ଲାରେ ୩୦ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ, ଜାଣନ୍ତୁ କେଉଁଠି?

କୋରାପୁଟ,୨୮ ।୧୨(ଓଡିଶା ଭାସ୍କର): କରୋନା ସଂକ୍ରମଣ କମୁଥିବାରୁ ସମସ୍ତ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଡିସେମ୍ବର ୩୦ରେ ଦିନକ ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ…