fbpx
Browsing Category

Featured

ରାଶିଫଳ (ଶନିବାର, ୧୯ ଡିସେମ୍ବର ୨୦୨୦)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ବୃଷ- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର…

ଜାନୁୟାରୀ ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

ପାଟନା,୧୮ ।୧୨(ଓଡିଶା ଭାସ୍କର) : ଜାନୁୟାରୀ ୩ରେ ଖୋଲିବ ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ମନ୍ଦିର । ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୩ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ଜାମିନ ଖାରଜ

ପାଟନା,୧୮ ।୧୨(ଓଡିଶା ଭାସ୍କର) : ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି ପୋକସୋ କୋର୍ଟ । ଆଜି ସକାଳେ ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷଣ…

ଏହି ରାଜ୍ୟରେ ଜାନୁଆରୀ ୪ରୁ ଖୋଲିବ ସ୍କୁଲ: ଚାଲିବ ୧୦ମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସ, ଜାଣନ୍ତୁ କେଉଁଠି?

ପାଟନା,୧୮ ।୧୨: ଅନେକ ରାଜ୍ୟରେ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ବିହାରରେ ଛାତ୍ରଛାତ୍ରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ବିହାରର ନୀତିଶ ସରକାର ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ ଘୋଷଣା…

ରାଜ୍ୟରେ ଆଉ ୩୬୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୮।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଇଣ୍ଟରନେଟରେ ଆପଣଙ୍କ ଶୋଇବାର ଭିଡିଓ ଲାଇଭ୍ କରନ୍ତୁ, ରାତି ପିଛା ୪ ଲକ୍ଷ ଟଙ୍କା ରୋଜଗାର

ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ନିଜର ଅଳସୁଆ ଓ ନିଦକୁ ତ୍ୟାଗ କରୁଛନ୍ତି । କିନ୍ତୁ କେହି ଯଦି କୁହେ କି ଶୋଇବା ପାଇଁ ବି ଆପଣ ଟଙ୍କା ପାଇବେ, ତେବେ ରୋଜଗାର କରିବା କେତେ ସହଜ ହୁଅନ୍ତା । ଏବେ ଲୋକମାନେ ଶୋଇ…

ରାଜଧାନୀରେ ଖୋଲିବ ସବୁ ମନ୍ଦିର, ଜାଣନ୍ତୁ କେବେ?

ଭୁବନେଶ୍ୱର ୧୮ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟ ସମେତ ଦେଶର ଅଖଚକ ବନ୍ଦ ହୋଇଥିଲା । କିନ୍ତୁ ସଂକ୍ରମଣ କମିବା ଫଳରେ ଧିରେ ଧିରେ ସବୁ ଦିଗରୁ କଟକଣା ହଟିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆସନ୍ତା…

ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭାବେ ଘୋଷଣା ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶହ ଶହ ବଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା…

ରାୟଗଡ଼ : ଝିଅ କୁ ଅପହରଣ କରି ଫସିଲେ ବାପା

ରାୟଗଡ଼ , 18/12: ରାୟଗଡା ର ବହୁଚର୍ଚ୍ଚିତ ଅପହରଣ ର ପର୍ଦାଫାଶ ହୋଇଛି ପ୍ରଥମ ସ୍ତ୍ରୀ ର ଝିଅ କୁ ଅପହରଣ କରି ଫସିଛନ୍ତି ବାପା ଏହାସହ ପୋଲିସ ଝିଅ କୁ ଉଦ୍ଧାର କରିଛି । ୩ ବର୍ଷର ଝିଅକୁ ଅପହରଣ କରି ବାପା ଓ ସହଯୋଗୀ…

SIT ବିରୋଧରେ ମିଥ୍ୟା ଆରୋପ ଲଗାଯାଉଛି : ଡିଜିପି

ନୟାଗଡ ୧୮ ।୧୨(ଓଡିଶା ଭାସ୍କର): ନୟାଗଡ଼ ନାବାଳିକା ଦୁଷ୍କର୍ମ ମାମଲାରେ SIT ତଦନ୍ତ ପ୍ରସଙ୍ଗକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜିପି ଅଭୟ । SIT ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି…