fbpx
BSKY
BJD MC SKY
BJD MS SKY

ରାଜଧାନୀରେ ଖୋଲିବ ସବୁ ମନ୍ଦିର, ଜାଣନ୍ତୁ କେବେ?

ଭୁବନେଶ୍ୱର ୧୮ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟ ସମେତ ଦେଶର ଅଖଚକ ବନ୍ଦ ହୋଇଥିଲା । କିନ୍ତୁ ସଂକ୍ରମଣ କମିବା ଫଳରେ ଧିରେ ଧିରେ ସବୁ ଦିଗରୁ କଟକଣା ହଟିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆସନ୍ତା ୩ ତାରିଖରେ ସବୁ ମନ୍ଦିର ଖୋଲିବାକୁ ଯାଉଛି । ଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଛି । ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ଅନୁମତ ମିଳିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.