Browsing Category
Featured
ଜରୁରୀକାଳୀନ କର୍ମଚାରୀଙ୍କୁ ଦିଆଯାଇଥିବା ପାସର ଅପବ୍ୟବହାର କରନ୍ତୁ ନାହିଁ: ପୋଲିସ କମିଶନର
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ହସ୍ପିଟାଲ, ମିଡ଼ିଆ, ବ୍ୟାଙ୍କ ପରି ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍ ଦିଆଯାଇଥିଲା । ଯାନବାହନ ପାସ ଘରଠାରୁ ଅଫିସ୍ ଏବଂ…
ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର):କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା…
ଗୋଲାମୁଣ୍ଡା ଏବିଡିଓ ନିଲମ୍ବିତ
ଧର୍ମଗଡ,୩୧ ।୩(ଓଡିଶା ଭାସ୍କର) କଳାହାଣ୍ଡି ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏବିଡିଓ ପଦ୍ମନାଭ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଏବିଡିଓ ପଦ୍ମନାଭଙ୍କୁ…
କରୋନା ମୁକାବିଲା, ଗଠନ କରାଯାଉ ବିଶେଷଜ୍ଞ ଟିମ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୩୧ା୩: କରୋନା ମୁକାବିଲା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ଏନେଇ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟା ମଧ୍ୟରେ ଏହି ବିଶେଷଜ୍ଞ କମିଟି ଗଠନ ପାଇଁ…
ଆମେ ଏବେ ୨ୟ ଷ୍ଟେଜରେ ଅଛୁ: ଡିଏମଇଟି
ଭୁୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ସେ କହିଛନ୍ତି ଯେ, କିଛି ମାତ୍ରାରେ କରୋନା ନିୟନ୍ତ୍ରଣରେ ଆମେ ସଫଳ ହୋଇଛୁ । ଆମେ…
୮ କୋଟି ଗ୍ରାହକଙ୍କ ପାଇଁ ଏୟାରଟେଲର ବଡ ଉପହାର: ମାଗଣା ମିଳିବ ଟକ୍ ଟାଇମ୍ ଓ ବୈଧତା
କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏହି ସମୟରେ ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ସାହାର୍ଯ୍ୟ କରିବାକୁ ଦୁଇଟି ନୂଆ ପ୍ଳାନ ଆଣିଛି ଏୟାରଟେଲ । ପ୍ରଥମରେ କମ୍ପାନୀ ଏହାର ୮ କୋଟି ସ୍ୱଳ୍ପ ଆୟକାରୀ…
୩୦%ଙ୍କୁ ମିଳିଲାଣି ପିଡ଼ିଏସ୍ ସାମଗ୍ରୀ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଲକ୍ ଡାଉନ ପାଇଁ ଏବଂ କରୋନା ସତର୍କତା ନେଇ ହିତାଧିକାରୀଙ୍କ ଘରେ ପିଡ଼ିଏସ ସାମଗ୍ରୀ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପିଡ଼ିଏସ୍ ସାମଗ୍ରୀ ୩୦% ହିତାଧିକାରୀଙ୍କ…
ସାଙ୍ଘାତିକ ଅବସ୍ଥାରେ କରୋନା: ଏବେ ଯୁବକ, ସୁସ୍ଥ ଓ ଫିଟ୍ ଲୋକେ ମରୁଛନ୍ତି
କରୋନା ଭାଇରସ୍ ଯୋଗୁଁ ଆମେରିକାରେ ୩୧୦୦ରୁ ଅଧିକ ଓ ବ୍ରିଟେନରୁ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଦେଶରେ କରୋନା ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହା ସହ ଇଟାଲୀ ଓ ସ୍ପେନରେ କରୋନା ଦ୍ୱାରା ଖରାପ…
ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ…
ଦେଶରେ କରୋନା ଆକ୍ରାନ୍ତ ୧୨୫୧, ୪୦ମୃତ
ନୂଆଦିଲ୍ଲୀ, ୩୧ା୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଥିବା ବେଳେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ…