fbpx
Browsing Category

କରୋନା

କରୋନା ଭ୍ୟାକ୍ସିନ ନେଇ ନଥିଲେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ଶିକ୍ଷକ ଓ ଷ୍ଟାଫ୍, ଜାଣନ୍ତୁ କେଉଁଠି ଓ କେବେଠାରୁ ଲାଗୁହେବ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ନେଇନଥିଲେ ଶିକ୍ଷକ ଓ ଷ୍ଟାଫମାନେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ । ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ଏକ ନିୟମ ଲାଗୁ କରାଯାଇଛି । ଆସନ୍ତା ୧୫ ତାରିଖ ପରେ ଟିକା…

ରାଜ୍ୟରେ ଆଉ ୪ ଜଣଙ୍କର କରୋନାରେ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୪୭୭ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଟ୍ୱିନ ସିଟିରେ ବଢିଲା ନାଇଟ କର୍ଫ୍ୟୁର ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟର…

ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ଅକ୍ଟୋବର ମାସ ପାଇଁ ଗାଇଡ ଲାଇନ୍ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କରୋନା ଗାଇଡ ଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ କରୋନା…

ହସ୍ପିଟାଲରେ କରୋନା ବିସ୍ଫୋରଣ; ଟିକା ନେଇ ମଧ୍ୟ ୨୩ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇରେ ପୁଣି ଥରେ ଅଣାୟତ ହୋଇଛି କରୋନା । ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ହସ୍ପିଟାଲରେ କରୋନା ବିସ୍ଫୋରଣ ଘଟିଥିବା ବେଳେ ପ୍ରାୟ ୨୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।…

ରାଜ୍ୟରେ ୩ କୋଟି ଟପିଲା ଟିକାକରଣ, ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ…

କରୋନା ସଂକ୍ରମଣ ଶିଥିଳ ପଡ଼ିଯାଇଥିଲେ ହେଁ ବିପଦ ସମ୍ପୂର୍ଣ୍ଣ ହଟିନାହିଁ: ତେବେ ତୃତୀୟ ଲହର ଆସିବ କି ନା ଏନେଇ କ’ଣ କହିଲେ ICMR ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ କରୋନାର ସ୍ଥିତିରେ ସାମାନ୍ୟ ସ୍ଥାଣୁତା ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ଟିକାକରଣ ପ୍ରକ୍ରିୟା ପ୍ରାୟ ୧୦୦ କୋଟିରେ ପହଞ୍ଚି ସାରିଲାଣି । ତେବେ ଗତ ମାର୍ଚ୍ଚ…

ଆଜି ରାଜ୍ୟରୁ କରୋନାରେ ୫ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରୁ ୫୬୫ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…