fbpx
Browsing Category

ସ୍ୱାସ୍ଥ୍ୟ

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…

୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍‌ ଟୁ- ଡିଜି ମେଡିସିନ୍‌ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ…

ମାନିଲେନି କରୋନା କଟକଣା, କାନଧରି ହେଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାରା ଦେଶରେ କଡ଼ା କଟକଣା ବଳବତ୍ତର ରହିଛି । ଅନେକ ସ୍ଥାନରେ ଲକଡାଉନ ସହ ସପ୍ତାହନ୍ତ ଶଟଡାଉନ ଜାରି ରହିଛି । କିନ୍ତୁ ସାଧାରଣ ଜନତାଙ୍କ ଭଲ ପାଇଁ…

ବଢ଼ିଲା ଲକଡାଉନ୍, ୯ ତାରିଖ ଯାଏଁ କଟକଣା; ଜାଣନ୍ତୁ କେଉଁଠି …

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ନେଇ ଦେଶର ବିଭିନ୍ନ ରାଜ୍ୟ ସରକାର ଗଭୀର ଚିନ୍ତାରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସହିତ କେତେକ ରାଜ୍ୟ ସରକାର ମଧ୍ୟ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି କଡ଼ାକଡ଼ି…

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…

ସରକାରଙ୍କ ଅପାରଗତା ହିଁ ଦେଶରେ ଅକ୍ସିଜେନ୍ ସଙ୍କଟର ମୁଖ୍ୟ କାରଣ, କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହରରେ ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କା କହିଛନ୍ତି ଯେ,…

ତୃତୀୟ ଲହରରେ ଦିଲ୍ଲୀରେ ପ୍ରତିଦିନ ସାମ୍ନାକୁ ଆସିବ ୪୫୦୦୦ କେସ ! ହାଇକୋର୍ଟକୁ ରିପୋର୍ଟ ଦେଲା ଦିଲ୍ଲୀ IIT

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ପରେ ବିଶେଷଜ୍ଞ ଦେଶରେ ତୃତୀୟ ଲହର ଆସିବା ନେଇ ଚେତାବନୀ ଦେଇ ସାରିଛନ୍ତି । ଏପରିକି ତୃତୀୟ ଲହରରେ ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି। ଏହି…

ବ୍ରିଟେନରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ସଂକ୍ରମଣ, ବଢିଲା ତୃତୀୟ ଲହରର ବିପଦ

ଲଣ୍ଡନ : ବ୍ରିଟେନରେ କରୋନାର ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଶୁକ୍ରବାର ଦେଶରେ ୪୧୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସରେ ଆଜିର କେସ୍ ସର୍ବାଧିକ ରହିଛି । ପୁଣି ଥରେ ସଂକ୍ରମଣ ମୁଣ୍ଡ…

କରୋନା ଭ୍ୟାକ୍ସିନ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ ନା ସୁରକ୍ଷିତ, ଏନେଇ ପ୍ରକୃତ ସତ୍ୟର ଖୁଲାସା କଲେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ

ନୂଆଦିଲ୍ଲୀ: ଲୋକଙ୍କୁ ଭ୍ୟାକ୍ସିନ ଦେବା ହେଉଛି ଏକ ମସ୍ତବୁଡ଼ ଭୁଲ୍ ପଦକ୍ଷେପ ବୋଲି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨୦୦୮ ମସିହାର ନୋବେଲ ବିଜେତା ତଥା ଭାଇରୋଲୋଜିଷ୍ଟ ପ୍ରଫେସର ଲୁଚ ମୋଣ୍ଟାନିୟର ଦୃଢ଼ତାର ସହ ମତ ଦେଇଥିଲେ…

ଭାରତରେ କମିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୧୭ ଜଣଙ୍କ ମୃତ୍ୟୁ…