Browsing Category
ସ୍ୱାସ୍ଥ୍ୟ
ଓଡ଼ିଶାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୮୩୯୯ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨ ଆକ୍ରାନ୍ତ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ରାଜ୍ୟରେ ରେକର୍ଡ ସୃଷ୍ଟି କଲା କରୋନା: ଆଜି ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮୩୧କୁ…
ରକ୍ତଦାନ ଶିବିରରୁ ସୁର ସ୍ପ୍ରେଡର ଆଶଙ୍କା ! ଆୟୋଜକ କରୋନ ପଜିଟିଭ ଚିହ୍ନଟ, କାର୍ଯ୍ୟକ୍ରମରେ ଯୋଗଦେଥିଲେ ଲୋଇସିଂହା ବିଧାୟକ
ବଲାଙ୍ଗୀର(ଓଡ଼ିଶା ଭାସ୍କର): ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତିକୁ ବିଜେପି ଦଳ ତରଫରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ମହାମାରୀ ସମୟରେ ଦେଶର ଅନ୍ୟତମ ସର୍ବ ବୃହତ ରାଜନୈତିକ ଦଳ ସେବା ପାଇଁ ଆଗେଇ ଆସିବା…
ଭାରତୀୟ କରୋନା ଷ୍ଟ୍ରେନ୍କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍ଟା ଭାରିଏଣ୍ଟ’ । ବିଶ୍ୱ
ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ…
ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍ରେ ସାମିଲ ହେଲେ ନାହିଁ ସେରମ୍ ଓ ଭାରତ ବାୟୋଟେକ୍
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ…
ଖୁସି ଖବର: ଓଡ଼ିଶାରୁ ଆଜି ୧୧,୦୯୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଅନଲାଇନ୍ କ୍ଲାସରେ ସହ ହୋମୱାର୍କର ଚାପ; ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡିଓ ସୋସିଆଲ ମିଡ଼ିଆରେ…
ନୂଆଦିଳ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ଦ୍ବିତୀୟ ଲହରୀ ଆତଙ୍କ ଖେଳାଇଛି। ଭୟର ବାତାବରଣ ମଧ୍ୟରେ ଦେଶବାସୀ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଏଥି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ସଟ୍ଡାଉନ୍ ଓ ନାଇଟ୍…
ରାଜ୍ୟରେ ପ୍ରଥମ: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସମ୍ ଅଲଟିମେଟ୍ ମେଡିକେୟାରରେ ସଫଳ ଚିକିତ୍ସା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ -୧୯ର ଦ୍ଵିତୀୟ ଲହର ନ ଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ମହାମାରୀ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି । ଆମ…
ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର…
କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…