Browsing Category

ସ୍ୱାସ୍ଥ୍ୟ

ମୋଟାପାକୁ ନେଇ ଚିନ୍ତିତ କି? ସକାଳୁ ସକାଳୁ ଏହି ପାଣି ପିଇଲେ ଶୀଘ୍ର ହୋଇଯିବେ ପତଳା!

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି । ପେଟ ଏବଂ ଶରୀରର ସମ୍ପୂର୍ଣ୍ଣ ଚର୍ବି ବୃଦ୍ଧି କେତେବେଳେ ଆତ୍ମବିଶ୍ୱାସର…

ଏବେ ବି ଏହି ଦେଶରେ ରହିଛନ୍ତି ପୋଲିଓ ରୋଗୀ, ଜାଣନ୍ତୁ ଭାରତ କେବେ ହେଲା ପୋଲିଓ ମୁକ୍ତ

ନୂଆଦିଲ୍ଲୀ,୧୬ା୩: ପୋଲିଓ ହେଉଛି ପୋଲିଓ ଭାଇରସ୍‌ ଦ୍ୱାରା ହେଉଥିବା ଏକ ଗମ୍ଭୀର ଏବଂ ଜୀବନ ପ୍ରତି ବିପଦପୂର୍ଣ୍ଣ ରୋଗ। ଗତ କିଛି ବର୍ଷ ମଧ୍ୟରେ ବିଶ୍ୱର ଅଧିକାଂଶ ଦେଶ ପୋଲିଓ ମୁକ୍ତ ହୋଇସାରିଛନ୍ତି। କେବଳ ଦୁଇଟି ଦେଶ…

ଅଧ୍ୟୟନରେ ଖୁଲାସା, RNA ଟିକା ଦ୍ୱାରା ହେବ ଅଗ୍ନାଶୟ କର୍କଟର ଚିକିତ୍ସା!

ନୂଆଦିଲ୍ଲୀ: ଆମ ପେଟର ପଛପଟେ ଥିବା ଏକ ମାଛ ଆକୃତିର ଅଙ୍ଗ ହେଉଛି ଅଗ୍ନାଶୟ । ଏହା ଇନସୁଲିନ୍ ରିଲିଜ କରିବା ସହିତ ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ । ଯେତେବେଳେ ପାନକ୍ରିୟାଟିକ୍ କର୍କଟ ହୁଏ, ଏହାର କାର୍ଯ୍ୟ…

ପ୍ରବଳ ଗରମରୁ ରକ୍ଷାପାଇଁ ପିଉଛନ୍ତି କି ଫ୍ରିଜ୍‌ ପାଣି ? ଭୋଗିପାରନ୍ତି ଏହି ସବୁ ସମସ୍ୟା

ଗରମ ଦିନ ଆସିବା ମାତ୍ରେ ଲୋକମାନେ ଥଣ୍ଡା ପାଣି ପିଇବା ଆରମ୍ଭ କରନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର…

ସାବଧାନ! ମହିଳାମାନେ ଆବଶ୍ୟକତା ଠୁ ଅଧିକ ଖାଉଛନ୍ତି କି? ହୋଇପାରେ ଏହି ବଡ଼ ସମସ୍ୟା

ନୂଆଦିଲ୍ଲୀ: ଅତ୍ୟଧିକ ଖାଇବା କେବଳ ମେଦବହୁଳତା ନୁହେଁ ବରଂ ଅନେକ ବିପଦଜନକ ରୋଗର କାରଣ ହୋଇପାରେ । ପ୍ରତିଦିନ ଅତ୍ୟଧିକ ଖାଇବା ଦ୍ଵାରା ଶିଶୁ ଗର୍ଭଧାରଣରେ ସମସ୍ୟା ହୋଇପାରେ । ପ୍ରକୃତରେ, ଅତ୍ୟଧିକ ଖାଦ୍ୟ ଖାଇବା…

ରିସର୍ଚ୍ଚରେ ହେଲା ବଡ଼ ଖୁଲାସା, ଏହି କାରଣରୁ ଲୋକେ ହୁଅନ୍ତି ଡିପ୍ରେସନର ଶିକାର

ଲୋକେ କାହିଁକି ଡିପ୍ରେସନକୁ ଚାଲିଯାଆନ୍ତି ସେ ସମ୍ପର୍କରେ ଏକ ରିସର୍ଚ୍ଚରେ ବିଶେଷଜ୍ଞମାନେ ବଡ଼ ଖୁଲାସା କରିଛନ୍ତି । ଡିପ୍ରେସନ ବା ଉଦାସୀନତାକୁ ଏଡାଇବାକୁ ଚାହାନ୍ତି, ତେବେ ଆପଣଙ୍କ ଜୀବନଶୈଳୀରେ କିଛି ବିଶେଷ ଉନ୍ନତି…

ପ୍ରୋଷ୍ଟେଟ କ୍ୟାନସର କ’ଣ, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ପୁରୁଷମାନଙ୍କ ଶରୀରରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟ ତଳେ ଅବସ୍ଥିତ, ଯାହା ପରିସ୍ରା ଏବଂ ଶୁକ୍ରାଣୁ ପ୍ରବାହକୁ ନିୟନ୍ତ୍ରଣ କରେ। ବୟସ ବୃଦ୍ଧି ସହିତ, ଏହି ଗ୍ରନ୍ଥି ବଡ଼ ହେବାକୁ ଲାଗେ, ଯାହା ଫଳରେ ପରିସ୍ରା ଯିବାରେ…

ଛୁଆଙ୍କ ଏହି ଆଚରଣକୁ ଦେଖି ଜାଣିଯାଆନ୍ତୁ ସୁଇସାଇଡ୍ ପ୍ଲାନିଂ, କରିପାରିବେ ସାହାଯ୍ୟ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ବହୁଳ ପରିମାଣରେ ଦେଖାଯାଉଛି । ଆମେରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାଉଥପୋର୍ଟର ୧୨ ବର୍ଷୀୟା ସେମିନା ହାଲିୱେଲ କିଛି ଦିନ ପୂର୍ବେ…

ସାବଧାନ! ବାରମ୍ବାର ଗୋଲାପ ଜଳ ବ୍ୟବହାର କରୁଥିଲେ ଦେଖାଦେବ ଏସବୁ ସମସ୍ୟା…

ଗୋଲାପ ଜଳ ଏକ ପ୍ରାକୃତିକ ଟୋନର। ଏହାକୁ ଚର୍ମ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ପ୍ରାକୃତିକ ଉପାଦାନରେ ଭରପୂର, ଯାହା ଚର୍ମକୁ ସତେଜ କରିଥାଏ। ଏହା ବ୍ରଣର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୁଏ।…

ହୋଲିରେ ଅଧିକ ଭାଙ୍ଗପଣା ପିଉଛନ୍ତି କି? ଜାଣିରଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ସମସ୍ତେ ଖୁସିରେ ଅବୀର ଖେଳୁଛନ୍ତି । ତେବେ ହୋଲି ଖେଳିବା ସହିତ ଲୋକେ ଆଜି ଭାଙ୍ଗ ପଣା ପିଉଛନ୍ତି । ତେବେ ଆବଶ୍ୟକତା ଠାରୁ ଅଧିକ ଭାଙ୍ଗପଣା ପିଇବା ସ୍ବାସ୍ଥ୍ୟପକ୍ଷେ…