Browsing Category
ରଥ ଯାତ୍ରା
The Ratha Yatra of Puri, also rendered as the Ratha Jatra is an annual Hindu chariot festival celebrated on the bright half of the lunar month of Ashadh. The festival is associated with the deity Jagannath held at the city of Puri in the state of Odisha, India.
ରତ୍ନବେଦୀକୁ ବାହୁଡ଼ିବେ ନୀଳାଦ୍ରୀପତି, ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ । ଜନ୍ମ ବେଦୀରେ ଲୀଳା ଖେଳା ସାରି ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳାଦ୍ରୀନାଥ । ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରାର ଅନ୍ତିମ ଦିନ । ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼…
ସୁନା ଛାଉଣୀରେ ‘କାଳିଆ ସୁନା’: ରଥ ଉପରେ ତିନି ଠାକୁରଙ୍କ ମନଲୋଭା ବେଶ… ବର୍ଷକୁ ୫ ଥର ସୁନାବେଶ
ଓଡିଶା ଭାସ୍କର: ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୁଢ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ ନୀତି ଅନୁଷ୍ଠିତ ହୋଇଛି । ରଥାରୂଢ ଶ୍ରୀବିଗ୍ରହମାନେ ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି। ରଥ ଉପର…
କାହିଁକି ହୁଏ ସୁନାବେଶ? କେଉଁ ଅଳଙ୍କାରରେ ସଜେଇ ହୁଅନ୍ତି ଚତୁର୍ଦ୍ଧାମୁରତୀ? ଜାଣନ୍ତୁ ସୁନାବେଶର ଅଜଣା କାହାଣୀ
ଓଡ଼ିଶା ଭାସ୍କର: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ଭକ୍ତ ଓ ଭଗବାନଙ୍କ ମିଳନର ଆଉ ଏକ ଅପୂର୍ବ ଦିନ । ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଦେଖିବାକୁ ମିଳିଛି ଜନସମୁଦ୍ର । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ…
Video; ମା’ ସୁଭଦ୍ରାଙ୍କ ପୋଡ଼ ପିଠା ଝାମ୍ପି ନେଇଗଲେ ଗୁଣ୍ଡା, ଭୋକରେ ରହିଲେ କାମ୍ପିଲ୍ୟ ବାସିନୀ!
ପୁରୀ: (ଓଡ଼ିଶଆ ଭାସ୍କର) ମା’ ସୁଭଦ୍ରାଙ୍କ ପୋଡ଼ ପିଠା ଝାମ୍ପି ନେଇଗଲେ ଗୁଣ୍ଡା । ମା’ ସୁଭଦ୍ରାଙ୍କ ପାଇଁ ଆସିଥିବା ପୋଡ଼ ପିଠା ଭୋଗ ଲାଗିପାରିଲା ନାହିଁ । ଏ ଗୁଣ୍ଡା ସେବାୟତ ଜଣକ କିଏ ? ଯିଏ ମା’ ସୁଭଦ୍ରାଙ୍କ ପୋଡ଼…
ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି; ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ, ବଡ଼ଦାଣ୍ଡ ଲୋକାରଣ୍ୟ
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀକ୍ଷେତ୍ରରେ ଶେଷ ହେଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିରକୁ ବାହୁଡିଲେ ତିନି ଦିଅଁ । ସିଂହଦ୍ବାରରେ ଲାଗିଲା ଶ୍ରୀଜିଉଙ୍କ ତିନି ରଥ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ…
ପବିତ୍ର ରଥଯାତ୍ରାରେ ମଠ ଗୁଡ଼ିକର ସମ୍ପର୍କ କ’ଣ? ଘେଷଯାତ୍ରାରେ ଥାଏ ଏହିସବୁ ଭୂମିକା…
ଓଡ଼ିଶା ଭାସ୍କର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବି ଜୀବିତ ରହିଛି । ପୁରୀରେ ଥିବା…
କାହିଁକି ଲାଗି ହୁଏ ପୋଡ଼ପିଠା? ବାହୁଡ଼ାରେ ମହାପ୍ରଭୁଙ୍କୁ ସରାଗରେ ଖୁଆଇ ଦିଅନ୍ତି ମାଉସୀ ମା’
ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥବା ମାଉସି ମା ଘର ନିକଟରେ ରହି ପୋଡ଼ ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି।…
ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା, ପ୍ରଥମେ ବାହୁଡ଼ିଲେ ବଡ଼ ବାଡ଼ ସାଆନ୍ତେ
ପୁରୀ : (ଓଡ଼ିଶା ଭାସ୍କର) ଆଜି ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା । ସରିଲା ଜନ୍ମ ବେଦୀର ଲିଳାଖେଳା । ଆରମ୍ଭ ହେଲା ରଥଟଣା ପ୍ରଥମେ ବଡ଼ ବାଡ଼ ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ…
ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ହେବ ନାହିଁ ଗଣତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ…
ଆଜି ପବିତ୍ର ହେରା ପଞ୍ଚମୀ: ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ମା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ
ପୁରୀ: ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ…