Browsing Category
ବିଦେଶ
ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟ ଓ ଶାମ୍ପୁ ପାଇଁ କ୍ୟାନସର ହୋଇପାରେ: ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ନୂଆ ନୂଆ ବିମାରୀ ବଢ଼ିବାରେ ଲାଗିଛି । ବିଶେଷ କରି କ୍ୟାନସରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଭାରତୀୟ ଚିକିତ୍ସା ବିଜ୍ଞାନ ପରିଷଦ (ଆଇସିଏମଆର)ର ତଥ୍ୟ ମୁତାବକ, ଦେଶରେ ୨୦୨୨ରେ…
‘ପୃଥିବୀ ଧ୍ୱଂସ ହେବାକୁ ଯାଉଛି, ଏଣୁ ମୁଁ ମୋ ପିଲାଙ୍କୁ ସୁରକ୍ଷିତ ସ୍ୱର୍ଗକୁ ପଠାଇ ଦେଇଛି’ ଅଦାଲତରେ ଏପରି କିଛି ବୟାନ ରଖିଛି ହତ୍ୟାକାରୀ ମା’
ନୂଆଦିଲ୍ଲୀ: କୁହାଯାଏ ଦୁନିଆରେ ପିଲାଙ୍କ ଲାଗି ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର କୋଳ । କିନ୍ତୁ ସେହି ମା’ ଯଦି ପିଶାଚୀ ପାଲଟିଯାଏ ତେବେ କ’ଣ ହେବ । ଜଣେ ମହିଳା ନିଜର ୨ ପିଲାଙ୍କୁ ହତ୍ୟା କରିଥିବାର ଏକ…
ଭେଗାନ ଫୁଡ୍ ଖାଇବା ଲାଗି କରୁଥିଲେ ପ୍ରଚାର, ୧୦ ବର୍ଷ ହେବ ରନ୍ଧା ଖାଦ୍ୟ ନ ଖାଇ ଶେଷରେ ନିଜେ ହେଲେ ମୃତ୍ୟୁର ଶିକାର
ମସ୍କୋ: ଆଜିକାଲି ଲୋକମାନେ ଫିଟ୍ ରହିବା ଲାଗି ଭେଗାନ ଡାଏଟ୍ ର ଖୁବ୍ ପ୍ରୟୋଗ କରୁଛନ୍ତି । ତେବେ ଆମ ସମସ୍ତଙ୍କୁ ଫିଟ୍ ରହିବା ଲାଗି କିଛି ଖାସ୍ ଖାଦ୍ୟପଦାର୍ଥର ଆବଶ୍ୟକତା ରହିଛି । କିନ୍ତୁ ସେହି ଖାସ୍ ଖାଦ୍ୟପଦାର୍ଥ…
ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଛି ପାକିସ୍ତାନ! ଏହି ଜାଗାକୁ ଅଲଗା ଦେଶ ଘୋଷଣା କରିବାକୁ ଦାବି
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବିପଦ ଟାଣି ହୋଇ ଆସୁଛି । ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଦେଶ ଭିତରେ ଜନ୍ମ ନେଇଛନ୍ତି ଶତ୍ରୁ । ଦେଶ ଭିତରର କିଛି ସ୍ତାନକୁ ନୂଆ…
କବର୍ ଭିତରେ ବି ସୁରକ୍ଷିତ ନୁହନ୍ତି ଝିଅ! ଚୋରି ହେଉଛି ମୃତ ମହିଳାଙ୍କ ‘ଖପୁରୀ’…
ନୂଆଦିଲ୍ଲୀ: ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜାଣିବାକୁ ମିଳିଛି । ମାମଲାଟି ଯେତିକି ଆଶ୍ଚର୍ଯ୍ୟକର, ସେତିକି ଭୟାନକ ଏବଂ ଅଭାବନୀୟ ଘଟଣା । ଯେଉଁଠି ମହିଳାଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠିଛି, ସେ ବି ମୃତ ଅବସ୍ଥାରେ…
Video: ପାକିସ୍ତାନ ଖୈବର ପଖତୁନଖଓ୍ବାରେ ଜମୀୟତ(JUI-F) ବୈଠକରେ ଭୟଙ୍କର ବିସ୍ପୋରଣ, ୫୦ ମୃତ, ୨୦୦ ରୁ ଅଧିକ ଆହତ
ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖଓ୍ବା ସହରି ଅଞ୍ଚଳରେ ଜମୀୟତ-ଏ-ଇସଲାମ-ଫଜଲ ବୈଠକରେ ବଡ଼ ବିସ୍ପୋରଣ ହୋଇଛି । ଏହାପରେ ଘଟଣା ସ୍ଥଳରେ ଲୋକମାନେ ଭୟରେ ଧାଁ ଧଉଡ଼ କରିଥିଲେ । ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ…
ଲଟେରୀ ବଦଳାଇଲା ଜୀବନର ଗତିପଥ: ଭାରତୀୟ ଯୁବକଙ୍କୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ୫.୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: କଥାରେ ଅଛି ‘ଆଲ୍ଲା ଜବ ଦେତା ହୈ ଛପର ଫାଡ଼କେ’ । ଯଦି କେତେବେଳେ କାହାର ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆସେ, ତେବେ ଲଟେରୀ ମିଳିଗଲା କି ବୋଲି ସମସ୍ତେ ପ୍ରଶ୍ନ କରିଥାନ୍ତି । ତେବେ ଲଟେରୀ ଜିତିବା ପରେ ଜଣେ…
ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସୃଷ୍ଟି ହେବ ଆଉ ଏକ ବଡ଼ ସମସ୍ୟା, ଦୁନିଆରେ ବୃଦ୍ଧି ପାଇବ ମଶା ସଂଖ୍ୟା – ରିସର୍ଚ୍ଚ
ବିଶ୍ୱ ତାପମାତ୍ରା ବା ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, କୃଷି ଉପରେ ଖରାପ ପ୍ରଭାବ, ମୃତ୍ୟୁ ହାର ବୃଦ୍ଧି, ପ୍ରାକୃତିକ ବାସସ୍ଥାନ ନଷ୍ଟ ଭଳି କ୍ଷତିକାରକ ପାର୍ଶ୍ୱ ପ୍ରତିକ୍ରିୟା…
ପାକିସ୍ତାନରେ ଅଞ୍ଜୁ ଓରଫ ଫାତିମାଙ୍କ ଉପରେ ପଇସା ବର୍ଷା, ୪୦ ଲକ୍ଷର ଫ୍ଲାଟ ସହ ମୋଟା ଅଙ୍କର ଦରମାରେ ଚାକିରୀ
ନୂଆଦିଲ୍ଲୀ: ଭାରତ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ଖବର ଆସିଛି ଯେ, ପାକ୍ ଷ୍ଟାର ଗ୍ରୁପ୍ ଅଫ୍ କମ୍ପାନୀର ସିଇଓ ମୋହସିନ ଖାନ୍…
ପଇସା ଦେଇ ମଣିଷରୁ କୁକୁର ପାଲଟିଗଲେ ଏହି ବ୍ୟକ୍ତି: ଖର୍ଚ୍ଚ ହେଲା ୧୧ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ନିଜକୁ କୁକୁର ବେଶରେ ବଦଳାଇବା ପାଇଁ ଜଣେ ବ୍ୟକ୍ତି ଲକ୍ଷ ଲକ୍ଷ ଟଭ୍କା ଖର୍ଚ୍ଚ କରି ଦେଇଥିବା ଜାଣିବାକୁ ମିଳିଛି । ଟୋକୋ ନାମରେ ପରିଚିତ ହ୍ୟୁମାନ ଡଗ୍ ହେବା ପାଇଁ ପରିବର୍ତ୍ତନ ପ୍ରକିୟାରେ ଜଣେ…