Browsing Category

ବିଦେଶ

ଆମେରିକାରେ ଉଦଘାଟିତ ହେଲା ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର ଉଦଘାଟିତ ହୋଇଛି ଆମେରିକାରେ । ଆମେରିକାର ମିନ୍ନେସୋଟା ସ୍ଥିତ ମାପେଲ ଗ୍ରୋଭ ସହରର ହିନ୍ଦୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୫୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୫୭ ହଜାର ୩୦୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୧ ଲକ୍ଷ ୭୯…

WTC ଫାଇନାଲ୍: ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ଭାରତୀୟ ଦଳ । କ୍ୟାପଟେନ କୋହଲି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଫାଇନାଲ ମ୍ୟାଚରେ…

ଏକମାତ୍ର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି । ଘୋଷଣା କରୁଛନ୍ତି ସେମାନଙ୍କ ଖେଳାଳି ଓ ଟିମ୍ ।…

#Microsoft: ସିଇଓରୁ ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏହାର ନୂଆ ଚେୟାରମ୍ୟାନ ଭାବରେ ଭାରତୀୟ ବଂଶଦ୍ଭୋବ ସତ୍ୟ ନାଡେଲାଙ୍କୁ ନିଯୁକ୍ତ କରିଛି । ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ଅଛନ୍ତି । ସେ ଜନ୍ ଥମସନଙ୍କ ସ୍ଥାନରେ ଏହି କାର୍ଯ୍ୟ…

ବାଦଲଫଟା ବର୍ଷାରେ ନେପାଳରେ ଜଳ ପ୍ରଳୟ, ୩ ଭାରତୀୟ ସମେତ ୨୩ ନିଖୋଜ

କାଠମାଣ୍ଡୁ : ନେପାଳରେ ଭୀଷଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି। ବାଦଲଫଟା ବର୍ଷା କାରଣରୁ ଜଳପ୍ରଳୟ ଆସିଛି। ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟ ନେପାଳରେ…

ସଫେଇ କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ପ୍ରତିବର୍ଷ ଜୁନ୍ ୧୭ ତାରିଖରେ ସେହି ମାନଙ୍କୁ ସମ୍ମାନିକ କରାଯାଏ ଯେଉଁ ମାନେ ପ୍ରତିଦିନ ଆମ ଘର ପାଖକୁ ଆସି ମାଗଣାରେ ଘରର ଅଳିଆ ଆବର୍ଜନା ନିଅନ୍ତି ।…

ଏହି ଦେଶରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିଯିବ କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କିଛି ଦେଶରେ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୪୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୪୮ ହଜାର ୧୫୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୭ ଲକ୍ଷ ୮୭…