Browsing Category

ବିଦେଶ

ଜିଡିପିରେ ପଛରେ ପଡିଲା ଚୀନ୍: ଜାତୀୟ ପରିସଂଖ୍ୟାନ ବିଭାଗରୁ ମିଳିଲା ସୂଚନା

ନୂଆଦିଲ୍ଳୀ: ଡ୍ରାଗନକୁ ପରାସ୍ତ କଲା ବାଘ । ଭାରତୀୟ ଅର୍ଥନୀତି ପୁଣି ଥରେ ସଫଳତାର ଦିଗରେ ଏହାର ଯାତ୍ରା ଆରମ୍ଭ କରିଛି । କରୋନାରେ ଭାରତୀୟ ଅର୍ଥନୀତିର ମେରୁହାଡ ଭାଙ୍ଗି ଯାଇଥିବା ବେଳେ ଧୀରେଧୀରେ ଏହା ଅଣ୍ଟା ସଳଖୁଛି…

ସୈନ୍ୟ ଫେରାଉ ରୁଷ: ଆଲୋଚନାରେ ଋଷକୁ ଏମିତି ପ୍ରସ୍ତାବ ଦେଲା ୟୁକ୍ରେନ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ ଏହାକୁ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ । ବେଲାରୁସରେ ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଐତିହାସିକ ଆଲୋଚନା ଶେଷ ହୋଇଛି । ପ୍ରାୟ ସାଢ଼େ ୩ ଘଣ୍ଟା ଧରି…

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ…

ପୁଣି ଫେରୁଛି କରୋନା: ଖୁବଶୀଘ୍ର ଏହିଠାରୁ ହୋଇପାରେ ମହାମାରୀର ଭୟାନକ ବିସ୍ଫୋରଣ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବେ ସାମ୍ୟନ୍ୟ କମ ରହିଛି । ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ବିଶ୍ୱବାସୀ । କିନ୍ତୁ ଏହି ସମୟରେ ଆଉ ଏକ ଭୟାନକ ତଥ୍ୟ ସାମନାକୁ ଆସିଛି ଯାହାକୁ ନେଇ ପୁଣିଥରେ ଚିନ୍ତାରେ ପଡିଛି…

ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ…

ରୁଷ ୟୁକ୍ରେନ ଯୁଦ୍ଧ: ୟୁରୋପ ଯିବେ ୪ କେନ୍ଦ୍ରମନ୍ତ୍ରୀ; ଅର୍ଥମନ୍ତ୍ରୀ କହିଲେ ବାଣିଜ୍ୟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଲଗାତାର ପଞ୍ଚମ ଦିନରେ ପହଞ୍ଚିଛି ଯୁଦ୍ଧ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ଅନେକ ଦେଶ । ଭାରତ ମଧ୍ୟ ଯୁଦ୍ଧକୁ ନେଇ…

ଭାରତରେ ମହଙ୍ଗା ହେବ ବିୟର ଓ ଅନ୍ୟାନ୍ୟ ମଦ: ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଚିନ୍ତାରେ ମଦୁଆ

ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ପଛୁଆ ହେବାକୁ ଯାଉଥିବା ବେଳେ ଭାରତୀୟ ମଦୁଆ ମାନଙ୍କମ ପାଇଁ ସୃଷ୍ଟି ହୋଇଛି ବଡ…

ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ଧ୍ୱଂସ କଲା ଋଷ ସେନା

କିଭ୍: ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା…

ୟୁକ୍ରେନ ସଙ୍କଟ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଯିବେ ୪ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଦିନ ଠାରୁ ସେଠାରେ ଫସିଥିବା ଭାରତୀୟ ମାନେ କିପରି ସେଠାରୁ ସୁରକ୍ଷିତ ଫେରିବେ ସେନେଇ ଚିନ୍ତା କରୁଛନ୍ତି । ଏପଟେ ଭାରତ ମଧ୍ୟ ନିଜ ନାଗରିକ ମାନଙ୍କୁ ଉଦ୍ଧାର କରି…

ୟୁକ୍ରେନ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ, ପହଞ୍ଚିପାରୁନି ସିଲିଣ୍ଡର୍; ହଜାର-ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ସ୍ତିତି ଶୋଚନୀୟ ହେବାରେ ଲାଗିଛି । ରୁଷ ଆକ୍ରମଣରେ ହଜାର ହଜାର…