Browsing Category

ବିଦେଶ

ଓମିକ୍ରନକୁ ସ୍ୱଳ୍ପ ପ୍ରଭାବୀ ବୋଲି ପରାମର୍ଶ ଦେବା ବିପଦଜନକ: WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କୋଭିଡ୍ ମହାମାରୀ ସହ ଲଢ଼େଇ କରୁଛି । ଏହି ସମୟରେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ମାନେ କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରମ ଡେଲଟା ଠାରୁ ସ୍ୱଳ୍ପ ପ୍ରଭାବୀ ବୋଲି ମତ ଦେଇଛନ୍ତି…

ସ୍ୱାମୀଙ୍କର ଅଛି ନିଦରେ ସେକ୍ସ କରିବା ରୋଗ, ପତ୍ନୀ ବଖାଣିଲେ ନିଜ ଉପରେ ବିତୁଥିବା ବିକଟ ସ୍ଥିତିର କାହାଣୀ

ନୂଆଦିଲ୍ଲୀ: ସେକ୍ସାମେନିଆ ଦ୍ୱାରା ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ନିଜ ସମସ୍ୟା ସମ୍ପର୍କରେ ଦୁନିଆ ଆଗରେ ବଖାଣିଛନ୍ତି । ତାଙ୍କ ସ୍ୱାମୀଙ୍କର ଦୁର୍ଲଭ ସ୍ଲିପ୍ ଡିସଅର୍ଡର୍ ଥିବାରୁ ନିଦରେ ଅଜବ ହରକତ କରୁଥିବା ସେ…

ଘର ଭିତରେ ଲାଗିଲା ନିଆଁ, ୭ ଶିଶୁଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ: ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଦିନ ଭୀଷଣ ଅଗ୍ନିକଣ୍ଡେ ଘଟିଯାଇଛି । ନିଆଁ ଲାଗିବା ଫଳରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମାନେ ଏନେଇ…

ଏହି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ, ତଥାପି ସରକାର କହୁଛନ୍ତି ଲକଡାଉନ ଲାଗୁ ହେବନି

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଲେଉଟାଣିକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ବଢ଼ିବାରେ ଲାଗିଛି । ବିଶେଷ କରି ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଏହାର ପ୍ରଭାବରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ…

ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୁତନ ଭାରିଆଣ୍ଟ୍ ବି.୧.୬୪୦.୨, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ…

ଏକ ନୂତନ ରହସ୍ୟମୟୀ ରୋଗ? ଯାହା ଯୁବବର୍ଗଙ୍କୁ କରୁଛି ମାନସିକ ବିକଳାଙ୍ଗ! ଚେତାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ କାନାଡିଆନ୍ ହ୍ୱିସଲବ୍ଲୋୟର୍ ଦାବି କରିଛନ୍ତି ଯେ, ହାଭାନା ସିଣ୍ଡ୍ରୋମ୍ ଓ ସୁଡାନରେ ଦେଖାଯାଇଥିବା ରହସ୍ୟମୟୀ ରୋଗ ପରେ ଏବେ ନ୍ୟୁ ବ୍ରେନ୍ସବିକ ଠାରେ ଆଉ ଏକ ରହସ୍ୟମୟୀ ରୋଗ ସାମନାକୁ ଆସିଛି ।…

ଘରର ବାଥରୁମରେ ହିଜାବ ପିନ୍ଧି ଗାଧେଇ ପାରିବେ ମହିଳା: ବଡି ମସାଜ ଉପରେ ମଧ୍ୟ ବ୍ୟାନ ଲଗାଇଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବାଲଖ ପ୍ରଦେଶରେ ତାଲିବାନ ମହିଳାଙ୍କ ପାଇଁ ଥିବା ସାଧାରଣ ବାଥରୁମରେ ଉପରେ ପ୍ରତିବନ୍ଧକ ଲଗାଇଛି । ଉଜବେକିସ୍ତାନ ନିକଟବର୍ତ୍ତୀ ପ୍ରଦେଶର ମହିଳାମାନଙ୍କ ପାଇଁ ଏହି ନୂତନ ନିୟମ ଲାଗୁ…

୨୦୨୨ ରେ ଦେବାଳିଆ ହୋଇପାରେ ଶ୍ରୀଲଙ୍କା ! ରେକର୍ଡ ସ୍ତରରେ ଦେଶର ମହଙ୍ଗାଇ

ନୂଆଦିଲ୍ଲୀ : ଶ୍ରୀଲଙ୍କା ସଂପ୍ରତି ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ରେକର୍ଡସ୍ତରରେ ରହିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ରହିଛି, ଏହି କାରଣରୁ ଦେଶର ରାଜସ୍ଵ ସରିବାକୁ ବସିଛି। ସ୍ଥିତି…

ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଲା ଚୀନ, କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସୀମା ଲଙ୍ଘିଲାଣି ଚୀନ । ଜାନୁଆରୀ ୧ରେ ଡ୍ରାଗନ ସେନା ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି । ସେମାନେ ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି । ଏହାର…

କାବୁଲ ନଦୀରେ ୩ ହଜାର ଲିଟର ମଦ ଢ଼ାଳିଲେ ତାଲିବାନ୍, ଦେଖନ୍ତୁ ଭିଡ଼ିଓ

କାବୁଲ: ଆଫଗାନିସ୍ତାନର ନୂଆ ତାଲିବାନ ସରକାରଙ୍କ ଖୁଫିୟାର ଏଜେନ୍ସି ଦେଶର ମଦ ବ୍ୟବସାୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି । ଏହା ଅଧିନରେ ଜବତ ହୋଇଥିବା ପ୍ରାୟ ୩ ହଜାର ଲିଟର ମତ କାବୁଲ ନଦୀରେ ଢ଼ଳାଯାଇଛି । ଏହାର…