Browsing Category

ବିଦେଶ

ଆମେରିକାରେ ବାତ୍ୟା ରଚିଲା ତାଣ୍ଡବ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି…

କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍

କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା…

ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି…

ବିପିନ ରାୱତଙ୍କ ବିୟୋଗରେ ପାକିସ୍ତାନୀ ସୈନ୍ୟଙ୍କ ଟ୍ୱିଟ୍; କହିଲେ ଏମିତି

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ, ଏବଂ ବରିଷ୍ଠ ସେନାକର୍ମଚାରୀ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା…

୨୦ ବାଂଲାଦେଶ ଛାତ୍ରଙ୍କୁ ମିଳିଲା ଫାଶୀଦଣ୍ଡ; ଜାଣନ୍ତୁ କାହିଁକି

ଢାକା: ସୋସିଆଲ ମିଡିଆରେ ସରକାରଙ୍କ ଉପରେ ଆଲୋଚନା କରିଥିବା ଜଣେ ଛାତ୍ରଙ୍କୁ ୨୦୧୯ରେ ପିଟି ପିଟି ହତ୍ୟା କରିଥିବା ମାମଲାରେ ୨୦ ବିଶ୍ୱବିଦ୍ୟାୟଳ ଛାତ୍ରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପାଇଁ ରାୟ ଶୁଣାଇଛନ୍ତି…

ଓମିକ୍ରନର Stealth ଭର୍ସନ: ଆରଟିପିସିଆର ଟେଷ୍ଟରେ ବି ହେଉନି ଚିହ୍ନଟ

ନୂଆଦିଲ୍ଳୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଓମିକ୍ରନ ଭାଇରସର ଏକ ଷ୍ଟେଲଥ୍ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ ।…

UAE ସରକାରଙ୍କ ଐତିହାସିକ ନିଷ୍ପତ୍ତି, ଏବେ କର୍ମଚାରୀ ସପ୍ତାହକୁ ସାଢେ ଚାରି ଦିନ କରିବେ କାମ

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରାଟ୍ସ(ୟୁଏଇ)ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଏବେ କର୍ମଚାରୀ ସପ୍ତାହକୁ ୫ ଦିନ ନୁହେଁ କାମ କରିବେ ସାଢେ ଚାରି ଦିନ। ସରକାରଙ୍କ ଏହି ନିଷ୍ପତ୍ତି କର୍ମଚାରୀ ମହଲରେ ଆନନ୍ଦର ଲହରି…

ଓମିକ୍ରନ: ଶିଶୁଙ୍କଠାରେ ଏହି ୫ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ କରାନ୍ତୁ ଚେକଅପ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଓମିକ୍ରନକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି । ଦକ୍ଷିଣ…

ଇରାକର ବସରା ସହରରେ ବଡ଼ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୨୦ ଆହତ

ଇରାକରେ ବସରା ସହରର କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇରାକୀ ସେନା । ମଙ୍ଗଳବାର ଏକ ବୟାନରେ ସେନା କହିଛି ଯେ ମୋଟର ସାଇକେଲରେ ବମ ଖଞ୍ଜାଯାଇଥିଲା, ଯେଉଁ କାରଣରୁ…

ଦିନକରେ ୫୦ ପ୍ରତିଶତ ବଢିଗଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ସଙ୍କଟରେ ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନ ପ୍ରଜାତିର ୮୬ଟି ମାମଲା ଚିହ୍ନଟ ହୋଇଛି । ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଏହାର ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଶନିବାର…