Browsing Category
ଦେଶ
ଅନିଲ ଅମ୍ବାନୀଙ୍କୁ ଆଶ୍ୱସ୍ତି: କାନାରା ବ୍ୟାଙ୍କ ହଟାଇଲା ‘ଫ୍ରଡ’ ଟ୍ୟାଗ, ବମ୍ବେ ହାଇକୋର୍ଟରେ ଖୁଲାସା
ମୁମ୍ବାଇ: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ କେନାରା ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଗୁରୁବାର ଦିନ ବମ୍ବେ ହାଇକୋର୍ଟକୁ ସୂଚନା ଦେଇଛି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ…
ମହାକାଶରେ ପାର୍ଟି କଲେ ଶୁଭାଂଶୁ ଶୁକ୍ଳା; ଘରକୁ ଫେରିବା ପୂର୍ବରୁ ଦେଲେ ଦାବତ, ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଜୁଲାଇ 14 ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। 14 ଦିନର ଯାତ୍ରା ଭିତରେ ଘରକୁ ଫେରିବା…
କ୍ଷୀରରେ ଗାଧୋଇଲେ ରାହୁଲ ଗାନ୍ଧୀ, ଓଡ଼ିିଶା ଗସ୍ତକୁ ନେଇ ନେତା-କର୍ମୀ ଉତ୍ସାହିତ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
ରାହୁଲଙ୍କ ଫଟୋକୁ କ୍ଷୀରରେ ଗାଧୋଇ…
କର୍କଟ-HIV ରୋଗୀଙ୍କ ପାଇଁ ଆଶ୍ୱସ୍ତି, ଏବେ ଶସ୍ତା ହେବ ଔଷଧ ମୂଲ୍ୟ
ନୂଆଦିଲ୍ଲୀ: କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ ।
କାରଣ ଖୁବ୍ ଶୀଘ୍ର ଭାରତରେ HIV,…
ମାଆକୁ ନିଜ ସ୍ତ୍ରୀ କଲା ପୁଅ, ଘରୁ ପଳାଇ ଆସି କୋର୍ଟରେ କଲା ବିବାହ
ହରିୟାଣା: ଡିଜିଟାଲ୍ ଯୁଗରେ, ଲୋକମାନେ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି ଯେ ସେମାନେ ନା ସମ୍ପର୍କକୁ ସମ୍ମାନ ଦିଅନ୍ତି ନା ପରିବାରକୁ । । ଆଧୁନିକତାର ଦୌଡ଼ରେ ଦୌଡ଼ୁଥିବା ଲୋକମାନେ ସୀମା ପାର କରୁଛନ୍ତି । ଏବଂ…
ଏହି ବନ୍ଧୁକ ନେଇ ତାକୁ ହତ୍ୟା କର…ପ୍ରେମିକକୁ ବନ୍ଧୁକ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ବାମୀ ପୁଣିଥରେ ବିଶ୍ବାସ ଘାତକତାର ଶିକାର ହୋଇ ଜୀବନ ଯାଇଛି । ଆଲିଗଡ଼ରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ପିସ୍ତଲ ଦେଇ ତାଙ୍କ…
ବଙ୍ଗାଲରେ TMC ନେତାଙ୍କୁ ଗୁଳି କରି ହତ୍ୟା, ISFକୁ ଦାୟୀ କଲେ ବିଧାୟକ
କୋଲକାତା: ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଖବର ସାଧାରଣ ହୋଇଯାଇଛି। ପ୍ରତିଦିନ ଏପରି ମାମଲା ସାମ୍ନାକୁ ଆସୁଛି। ଗୁରୁବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଭାଙ୍ଗର ଅଞ୍ଚଳରେ ସ୍ଥାନୀୟ…
ଭୁଶୁଡ଼ୁଛି ମାଓଗଡ଼: ୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, 12 ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍ ମାଓବାଦୀ । ଏହା ସହିତ ଦନ୍ତେୱାଡ଼ାରେ 12 ମାଓବାଦୀ କରିଛନ୍ତି ଆତ୍ମସମର୍ପଣ ।
କମ୍ବିଂ…
(Video) ଏମିତି କିଏ କରେ..ପାହାଡ଼ ଉପରେ ଷ୍ଟଣ୍ଟ କରୁଥିଲେ ବ୍ୟକ୍ତି, ଶୋ-ଅଫ୍ ଯୋଗୁଁ 300 ଫୁଟ ତଳକୁ ଖସିଗଲା କାର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କାର ସହିତ ଷ୍ଟଣ୍ଟ କରିବା ପାଇଁ ବହୁତ ମୂଲ୍ୟ ଦେବାକୁ ପଡିଲା। ଷ୍ଟଣ୍ଟ ସମୟରେ ବ୍ୟକ୍ତି ଜଣକ କାର…
Earthquake Today: ଦିଲ୍ଲୀ ପରେ ଏବେ ଥରିଲା ହିମାଚଳ, ସକାଳୁ ସକାଳୁ ଦୋହଲିଲା ମାଟି
ନୂଆଦିଲ୍ଲୀ: ହରିୟାଣା ଏବଂ ଦିଲ୍ଲୀ ଏନସିଆର ପରେ ଏବେ ହିମାଚଳ ପ୍ରଦେଶରେ ଭୂମିକମ୍ପ ହୋଇଛି । ଆଜି ସକାଳୁ ସକାଳୁ ଥରିଛି ମାଟି ।
ଥରିଲା ଚମ୍ବା- ଆଜି ସକାଳେ ଚମ୍ବା ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ଶୁକ୍ରବାର ସକାଳେ…