Browsing Category

ଦେଶ

କାଳ ହେଲା ଫେମସ୍ ହେବାର ନିଶା: ଟ୍ରେନରେ କଟି ପ୍ରାଣ ହରାଇଲେ ୩ କଲେଜ୍ ଛାତ୍ର

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନାରେ ସମସ୍ତଙ୍କୁ ଫେମସ୍ ହେବାର ଅଜବ ନିଶା ଘାରିଛି । ଇନଷ୍ଟାଗ୍ରାମରେ ରିଲ୍ ବନାଇ ଫେମସ୍ ହେବା ଲକ୍ଷ୍ୟରେ ରହୁଛନ୍ତି ଯୁବପିଢି । ରିଲ୍ସ ବନାଇ ଲାଇକ୍ ଓ କମେଣ୍ଟ ହାସଲ କରିବା…

ହିଟ୍ ଆଣ୍ଡ ରନ୍ ମାମଲା: ମୃତକ ଓ ଆହତଙ୍କୁ ଅର୍ଥ ମିଳିବା ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ କିପରି କମ୍ ସମୟ ମଧ୍ୟରେ ଆର୍ଥିକ ସହାୟତା ମିଳିପାରିବ ସେଥିନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତଙ୍କୁ ସହାୟତା ପାଇଁ…

ଆଜିଠାରୁ କୋଭିଡ ଟିକାକରଣର ତୃତୀୟ ଡୋଜ୍ ଆରମ୍ଭ: ଆପଣ ଟିକା କେଉଁଠି ନେବେ, କେତେ ଟଙ୍କା ଦେବେ ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ତେବେ ଆପଣ ଆଜିଠାରୁ କୋଭିଡ-୧୯ର ତୃତୀୟ ଡୋଜ୍ ଅର୍ଥାତ ବୁଷ୍ଟର ଡୋଜ୍ ନେଇପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ ଟିକା ଫିସ୍ ପେଡ୍…

ହତ୍ୟାଠାରୁ ବି ଭୟଙ୍କର ଦୁଷ୍କର୍ମ, ଅନ୍ତରାତ୍ମାକୁ ମାରିଦିଏ: ଅଭିଯୁକ୍ତକୁ ୧୦ ବର୍ଷର ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ହତ୍ୟାଠାରୁ ବି ଗମ୍ଭୀର ଅପରାଧ । ଏହା ଦ୍ୱାରା ପୀଡିତାଙ୍କ ଅନ୍ତରାତ୍ମା ମରିଯାଏ । ଏପରି କହିବା ସହିତ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ।…

ଗ୍ରାହକଙ୍କୁ ଆଶ୍ୱସ୍ତି: କ୍ରମାଗତ ଚତୁର୍ଥ ଦିନ ପାଇଁ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ: ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କ୍ରମାଗତ ଚତୁର୍ଥ ଦିନ ପାଇଁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଶେଷ ଥର ପାଇଁ…

ଥାଇଲାଣ୍ଡ ଏଜ୍‌ ଗ୍ରୁପ ସନ୍ତରଣ ଚାମ୍ପିଅନଶିପ୍‌, ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଚହଟ ଆରୋରା

ନୂଆଦିଲ୍ଲୀ: ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ । ଗତ ବର୍ଷ ଜାତୀୟ ଚାମ୍ପିଅନଶିପରେ ଦୁଇ ସ୍ୱର୍ଣ୍ଣ…

ଭାରତୀୟ ରେଳବାଇ ଏବଂ ଡାକ ବିଭାଗ ମିଶି ଡୋର-ଟୁ-ଡୋର କରିବେ ଡେଲିଭରି, ଘରେ ବସି ପଠାଇ ପାରିବେ ପାର୍ସଲ

ଜିନିଷ ପରିବହନ କ୍ଷେତ୍ରରେ ସୁଧାର ଆଣିବା ଲାଗି ଭାରତୀୟ ରେଳବାଇ ଭାରତୀୟ ଡାକ ବିଭାଗ ସହିତ ମିଶି ଡୋର-ଟୁ-ଡୋର ଡେଲିଭରି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଭାରତୀୟ ରେଳବାଇ ଡାକ ବିଭାଗ ସହିତ ମିଶି ଏବେ…

ଉତ୍ତରପ୍ରଦେଶରେ ଗଠବନ୍ଧନ ପାଇଁ କଂଗ୍ରେସର ପ୍ରସ୍ତାବକୁ ଖାତିର କଲେନି ମାୟାବତୀ

ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଗଠବନ୍ଧନ ପାଇଁ ବହୁଜନ ସମାଜବାଦୀ ପାର୍ଟି ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଦଳ ତରଫରୁ କୌଣସି ଉତ୍ତର ମିଳି ନଥିଲା । ଏପରିକି ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦବି ଯାଚିଥିଲେ ମଧ୍ୟ ସେ…

କୋଭିଡ ଟୀକାରେ ଝିଅର ମୃତ୍ୟୁ ହୋଇଥିବା ଦାବି: କ୍ଷତିପୁରଣ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଅଭିଭାବକ

କୋଭିସିଲ୍ଡ ଟୀକା ନେବା ଦ୍ୱାରା ପିଜି ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ଅଭିଭାବକ । ସେମାନେ ଦାବି କରିଛନ୍ତି ସିରମ ଇନ୍ସଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଏହି ଟୀକା…

ସାନ୍ତାକ୍ରୁଜ ଅଞ୍ଚଳରେ ଅଶାନ୍ତ କରୋନା: ମୁମ୍ବାଇରୁ ଆଉ ଜଣେ କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: କରୋନାର ନୂଆ ଭାରିଆଣ୍ଟ ଏବେ କାୟା ବିସ୍ତାର କରିବା ଆରମ୍ଭ କଲାଣି । ମାୟାନଗରୀ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛି ଏହି ଭାରିଆଣ୍ଟର ତୃତୀୟ ମାମଲା । ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ନୂଆ ଭାଇରସ XEର ଦ୍ୱିତୀୟ…