Browsing Category

ଦେଶ

୨୦ ବର୍ଷରେ ଜଳ ସମାଧି ନେବ ଯୁକ୍ତରାଷ୍ଟ୍ର ଆମେରିକା: ଭୟାନକ ରିସର୍ଚ୍ଚ ରିପୋର୍ଟ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଏବଂ ଧନଶାଳୀ ରାଷ୍ଟ୍ର ଆମେରିକା ନେବ ଜଳ ସମାଧି । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ପ୍ରଭାବରେ ଯେଉଁଭଳି ଭାବରେ ସ୍ଥିତି ପରିବର୍ତ୍ତନ ହେଉଛି ଆସନ୍ତା ୨୦ ବର୍ଷ ମଧ୍ୟରେ…

ପୁଣି ଥରେ ଇସ୍ରୋର ଚନ୍ଦ୍ର ଅଭିଯାନ: ଏହି ମାସରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ଆଣ୍ଡ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଚଳିତ ବର୍ଷ ଅଗଷ୍ଟରେ ଚନ୍ଦ୍ରଯାନ -୩ ଲଞ୍ଚ କରିବାକୁ ଯାଉଛି। ଦୁଇ ବର୍ଷ ପୂର୍ବେ, ଚନ୍ଦ୍ରଯାନ-୨ ମିଶନ ସମୟରେ, ଇସ୍ରୋର ମହାକାଶଯାନ ଚନ୍ଦ୍ର…

ସାଂସଦ ଓୱେସୀଙ୍କ କାର ଉପରକୁ ଗୁଳି ଚାଳନା; ଜଣଙ୍କୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓୱେସୀଙ୍କ କାର ଉପରକୁ ଗୁଳି ଚାଳନା କରାଯାଇଛି । ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ଓୱେସୀଙ୍କ କାର ଉପରକୁ ଗୁଳିମାଡ କରାଯାଇଛି । ଉତ୍ତର…

ପୁଣି ଅଡ଼ୁଆରେ ସମୀର ୱାଙ୍ଖଡେ: ରଦ୍ଧ ହେଲା ନାଁରେ ଥିବା ହୋଟେଲର ଲାଇସେନ୍ସ

ଆର୍ୟନ ଖାନ କେସ୍ ରେ ସୂତା ଫିଟାଉ ଥିଲେ । ହେଲେ ଏବେ ନିଜେ ଜାଲରେ ଫସିବାରେ ଲାଗିଛନ୍ତି ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ । ତାଙ୍କ ନାଁ ରେ ଥିବା ଏକ ହୋଟେଲ ଏବଂ ବାର୍ର ଲାଇସେନ୍ସକୁ ଏବେ ରଦ୍ଦ…

ପୁଷ୍ପା ଷ୍ଟାଇଲରେ ଚୋରି: କିନ୍ତୁ ବନି ପାରିଲାନି ଅଲ୍ଲୁ ଅର୍ଜୁନ, ଏବେ ପୁଷ୍ପା ଝୁକ ଗୟା

ବାଙ୍ଗାଲୋର: ଏବେ ମାର୍କେଟରେ ଖୁବ ଚର୍ଚ୍ଚାରେ ରହିଛି ନୂଆ ମୁଭି ‘ପୁଷ୍ପା’ । ଏହି ମୁଭିର ଡାଏଲଗ ହେଉ କି ଗୀତ, ସବୁକିଛିକୁ ମନେ ମନେ ଗୁଣି ହେଉଛନ୍ତି ଚଳଚ୍ଚିତ୍ର ପ୍ରେମୀ । ପୁଷ୍ପାର ଡାଏଲଗ ଏବେ ଟ୍ରେଣ୍ଡିଂରେ…

ସେନା ପୋଷାକ ପିନ୍ଧି ଅଡୁଆରେ ମୋଦୀ: ନୋଟିସ ଜାରି କଲେ ଉତ୍ତର ପ୍ରଦେଶ କୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି କୋର୍ଟ ନୋଟିସ୍ । ଜମ୍ମୁ କାଶ୍ମୀରରେ ସେନା ୟୁନିଫର୍ମ ପିନ୍ଧିବାକୁ ନେଇ ମୋଦୀଙ୍କ ପାଇଁ ନୋଟିସ ଜାରି କରିଛନ୍ତି ପ୍ରୟାଗରାଜ ଜିଲ୍ଳା କୋର୍ଟ । ଗତବର୍ଷ ଜମ୍ମୁ…

ପଞ୍ଜାବ ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ବଡ ଆଶ୍ଵସ୍ତି, ରୋଡ୍ ରେଡ୍ କେସର ଶୁଣାଣି ତାରିଖ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟରୁ ନେତା ହୋଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି ମିଳିଛି। ରୋଡ୍ ରେଡ୍ କେସର ୩୨ ବର୍ଷ ପୁରୁଣା ମାମଲାରେ ଫେବୃଆରୀ…

ଚୀନକୁ ଭାରତର ଶକ୍ତ ଚାପୁଡା, ଶୀତକାଳୀନ ଅଲିମ୍ପିକ୍ସକୁ କଲା ବହିଷ୍କାର

ନୂଆଦିଲ୍ଲୀ: ଭାରତ ସହିତ ଗଲଓ୍ଵାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଆହତ ଯବାନଙ୍କୁ ଚୀନ ପକ୍ଷରୁ ଶୀତକାଳୀନ ଅଲିମ୍ପିକ୍ସରେ ମଶାଲବାହକ କରାଯିବା ଉପରେ କଡା ଆପତ୍ତି ପ୍ରକାଶ କରିଛି ଭାରତ। ଏପରିକି ଅଲିମ୍ପିକ୍ସର…

ସ୍କୁଲ ଖୋଲିବା ନେଇ ନୂଆ SOP ଜାରି କଲେ କେନ୍ଦ୍ର ସରକାର: ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସ୍ଥିର କରିବ

ନୂଆଦିଲ୍ଲୀ: ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସ୍ଥିର କରିବ । ସାମାଜିକ ଦୂରତ୍ୱ ନକହି ଶାରୀରିକ…

ସରକାରୀ ବିଭାଗରେ ୮.୭୨ ଲକ୍ଷ ପଦ ଖାଲି, ସଂସଦରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି ବେକାରୀ ସମସ୍ୟା । ସେପଟେ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଇସ୍ତାହାରରେ ନିଯୁକ୍ତି ନେଇ ମଧ୍ୟ ଘୋଷଣା କରୁଛନ୍ତି । ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଦେଶରେ…