Browsing Category
ଦେଶ
ପଦ୍ମଶ୍ରୀ ଆଓ୍ଵାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ଧାରଣାରେ ବସିଲେ ‘ପହିଲମାନ’
ନୂଆଦିଲ୍ଲୀ : ମୁକ ପହିଲମାନ ନାମରେ ପ୍ରସିଦ୍ଧ ହରିୟାଣାର ବୀରେନ୍ଦ୍ର ସିଂହଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ…
ବିରାଟଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ; ଆଇଆଇଟି ପାସ୍ ଯୁବକଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ଦୁଷ୍ମର୍ମ ଧମକ ଦେଇଥିବା ଯୁବକ ଗିରଫ ହୋଇଛି । ୨୩ ବର୍ଷୀୟ ରାମନାଗେଶ ଶ୍ରୀନିବସଙ୍କ ଅଗୁବଥିନୀଙ୍କୁ ହାଇଦ୍ରାବଦରୁ ଗିରଫ କରିଛି…
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ ଘୋଷଣା; ମେଣ୍ଟରେ ଲଢିବନି BSP
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି ।…
ବସ୍-ଟ୍ୟାଙ୍କର ସାମ୍ନାସାମ୍ନି ଧକ୍କା ହେବାରୁ ଲାଗିଲା ନିଆଁ: ୧୨ ଲୋକ ଜଳିଗଲେ, ସାମ୍ନାକୁ ଆସିଲା ଭିଡିଓ
ବାଡ଼ମେର: ରାଜସ୍ଥାନ ବାଡ଼ମେର ଜିଲ୍ଲାରେ ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି…
ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ
ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି ।…
ଫୁଟିଲା ହାଇଡ୍ରୋଜେନ୍ ବମ୍: ମହାରାଷ୍ଟ୍ରରେ ଚୋରା ଚାଲାଣ ଓ ନକଲି ନୋଟ୍ କାରବାର ପଛରେ ଫଡନଭିସଙ୍କ ହାତ
ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ମହାରାଷ୍ଟ୍ରରେ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଓ ଏନସିବିକୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବିଜେପି, ଏନସିପି…
ରେପ୍ ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡ ପାଇଁ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ହେବା ଯୋଗୁଁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇବାର ଏକମାତ୍ର ପର୍ଯ୍ୟାପ୍ତ ଆଧାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ଦୁଷ୍କର୍ମ ଓ…
୯୬ଟି ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି…
NDRFର ନୂଆ ଡିଜି ଭାବେ ଅତୁଲ କରୱାଲଙ୍କୁ ମିଳିଲା ଦାୟିତ୍ବ
ନୂଆଦିଲ୍ଲୀ : ବଦଳିଲେ ଏନ୍ଡିଆର୍ଏଫ୍ ଡିଜି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍ଡିଆର୍ଏଫ୍) ନୂତନ ଡିଜି ଭାବେ ଗୁଜୁରାଟ କ୍ୟାଡରର ଅତୁଲ କରୱାଲଙ୍କୁ ମିଳିଲା ନିଯୁକ୍ତ। ବରିଷ୍ଠ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ…
ଆଗାମୀ ୩୬ ଘଣ୍ଟା ମଧ୍ୟ ଡିପ୍ରେସନ୍ର ରୂପ ନେବ ଲଘୁଚାପ, ୧୧ରେ ସ୍ଥଳଭାଗ ଛୁଇଁବ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂନେଇଛି ସୃଷ୍ଟ ଘୂର୍ଣ୍ଣିବଳୟ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆଗାମୀ ୩୬ ଘଣ୍ଟା…