Browsing Category
ଦେଶ
ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ଡିଜିସିଏ ପକ୍ଷରୁ ସୁଚନା ଦିଆଯାଇଛି । କରୋନା ମହାମାରୀର ତୃତୀୟ ଲହର…
ଏହି ୧୦ ରାଜ୍ୟରେ ପ୍ରବେଶ କରିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଜରୁରୀ, ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପିକ୍ ରେ ରହିଛି । ହେଲେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜ୍ୟ ଏପରି…
ଅଲିମ୍ପିକ୍ସ ଏଥର ନୂତନ ପ୍ରଭାବ ଉତ୍ପନ କରିଛି, ପ୍ରତି ପରିବାରରେ ଖେଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ନୂତନ ନାରା- ‘ସବ ଖେଲେଁ, ସବ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକିଆ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କ୍ରୀଡା ଓ ବିଶେଷ କରି ହକିର ଉଲ୍ଲେଖ କରି ମେଜର…
ନାବାଳିକାଙ୍କ ଗାଲ ଛୁଇଁବା ନୁହେଁ ଯୌନ ଶୋଷଣ: ବମ୍ବେ ହାଇକୋର୍ଟ
ମୁମ୍ବାଇ: ନାବାଳିକାଙ୍କ ଯୌନ ଶୋଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନାବାଳିକାଙ୍କ ଗାଲ ଛୁଇଁବାକୁ ଯୌନ ଶୋଷଣ ପରିଭୁକ୍ତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜୁଲାଇ ୨୦୨୦ରୁ…
‘ଆଫଗାନିସ୍ତାନର ପରିବର୍ତ୍ତିତ ସ୍ଥିତି ଭାରତ ପାଇଁ ଚ୍ୟାଲେଞ୍ଜ, ରଣନୀତି ଉପରେ ପୁନର୍ବାର ବିଚାର କରିବାକୁ ଆମେ ବିବଶ’
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କବଜା ପରଠୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ଯେ, ଏହାକୁ ନେଇ ଭାରତର ରଣନୀତି କଣ ରହିବ ? ଆଫଗାନକୁ ନେଇ ଭାରତର ଆଭିମୁଖ୍ୟ କଣ ରହିବ ? ଏହା ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା…
ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ
ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ…
ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ
ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ…
ନରମ ପଡିଲା ୟୁଏନଏସସି ! ଆତଙ୍କବାଦ ଉପରେ ଟିପ୍ପଣୀରେ ଗାଏବ ତାଲିବାନର ନାମ
ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିକାର କରିବାର ଦୁଇ ସପ୍ତାହ ପରେ ତାଲିବାନକୁ ନେଇ ବଦଳିଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ୱର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅର୍ଥାତ ୟୁଏନଏସସି…
ତାଲିବାନକୁ ଭୟଙ୍କର କ୍ଷତି ପହଞ୍ଚାଇଲା ARC
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି । ସଲେହଙ୍କ ନେତୃତ୍ୱରେ ପଞ୍ଜଶୀର ପ୍ରଦେଶର ଆଫଗାନିସ୍ତାନ ରେଜିଷ୍ଟାନ୍ସ…
କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ
ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ…