Browsing Category

ଦେଶ

ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି; ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ

କୋଲକାତା: ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି ମାଛ। ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ। ହାୱଡାର ହୋଲସେଲ ମାଛ ବଜାରରେ ପହଞ୍ଚିଥିଲା ଇଲିସି ଗାଡ଼ି। ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୈତିକ…

ବ୍ୟାନ୍ ହେଲା Websites: ଆଉ ଦେଖିବାକୁ ମିଳିବନି AADHAAR-PAN କାର୍ଡ ଡାଟା, ସରକାରଙ୍କ ବଡ଼ ଆକ୍ସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସାଇବର କ୍ରାଇମ ରୋକିବା ଦିଗରେ ଖୁବ ତତ୍ପରତା ଦେଖାଇଛନ୍ତି । ବିଭିନ୍ନ ନକଲି ତଥା ସାଇବର ଅପରାଧରେ ଜଡ଼ିତ ୱେବସାଇଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।…

ପ୍ରଦୂଷଣ ରୋକିବ Artificial Rain: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କେତେ ଟଙ୍କା ହୁଏ ଖର୍ଚ୍ଚ?

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି । ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବା ପରେ ଆତିଶୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ରାଜ୍ୟର ଶାସନ କ୍ଷମତା ହାତକୁ…

ଶେହବାଜ ସରିଫଙ୍କୁ ଭାରତର କଡ଼ା ଜବାବ: ଦୁନିଆରେ କେହି ଆପଣଙ୍କୁ ସମର୍ଥନ କରୁନାହାନ୍ତି

ନୂଆଦିଲ୍ଲୀ: ୟୁଏନଜିଏରେ ପାକିସ୍ତାନର କଶ୍ମୀର କୁ ନେଇ ଭାରତ ତରଫରୁ କଡା ଜବାବ ଦିଆଯାଇଛି। ଶୁକ୍ରବାର ଭାରତ ଉତ୍ତର ଅଧିକାର ର ଜବାବରେ କହିଛି ଯେ ପାକିସ୍ତାନ ଅତୀତରେ ରହିଛି ଏବଂ କାଶ୍ମୀର ପ୍ରସଙ୍ଗରେ ଅଲଗା ରହିଛି।…

ସାରି ଦିଅନ୍ତୁ ସବୁ ବାକି କାମ, ଅକ୍ଟୋବରରେ ଏତିକି ଦିନ ଖୋଲିବନି ବ୍ୟାଙ୍କ: Holiday List ଜାରି କଲେ ସରକାର

ଓଡ଼ିଶା ଭାସ୍କର: ଆଉ ୩ ଦିନ ପରେ ଆରମ୍ଭ ହେବ ଅକ୍ଟୋବର, ଶେଷ ହୋଇଯିବ ସେପ୍ଟେମ୍ବର ମାସ । ଏହି ମାସରେ ଅନେକ ପର୍ବପର୍ବାଣୀ ପାଳନ କରାଯିବ । ତେଣୁ ଗାନ୍ଧୀ ଜୟନ୍ତୀ ଏବଂ ଦୁର୍ଗାପୂଜା ଭଳି ବିଭିନ୍ନ ପର୍ବ ପାଇଁ ଅନେକ ଦିନ…

ଆଶ୍ଚର୍ଯ୍ୟଜନକ ରିପୋର୍ଟ: ୨୧୦୦ ସୁଦ୍ଧା ବନ୍ଦ ହେବ ବିବାହ ପ୍ରଥା, ଆଉ କେହି କରିବେନି ବିବାହ

ନୂଆଦିଲ୍ଲୀ: ସମୟକୁ ତାଳଦେଇ ବଦଳୁଛି ମଣିଷର ଚିନ୍ତାଧାରା, ସେହିପରି ବଦଳୁଛି ବିବାହର ଧାରଣା । ପୂର୍ବରୁ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଉଥିଲା। ଥରେ ବିବାହ କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ଅଲଗା…

Video; ଦେଖି ହେଉନି କି ସହି ହେଉନି; ମା’ ପାର୍ବତୀଙ୍କ ଫଟୋକୁ ବିକୃତ କରି ହେଉଛି ଭାଇରାଲ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲଗାତାର ଭାବରେ ହିନ୍ଦୁ ଦେବାଦେବୀଙ୍କୁ ହେଉଛି ଅପମାନ। ବିଭିନ୍ନ ଦେବାଦେବୀଙ୍କ ଫଟୋକୁ ବିକୃତ ବନାଇ ଛାଡ଼ୁଛନ୍ତି ଦୁର୍ବୃତ୍ତ। ଏଠି ପ୍ରଶ୍ନ ଏପରି କରିବାର କଣ ରହିଛି ଉଦ୍ଦେଶ୍ୟ। କିଏ ଏହି…

ବନ୍ଧୁକ ମୁନରେ ନାବାଳକଙ୍କୁ ଯୌନ ନିର୍ଯାତନା; ୪ ଜଣ ଯୁବକ ମିଶି ଚଟାଇଲେ ଜୋତା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ନାବାଳକଙ୍କୁ ଜୋତା ଚଟାଇବା ସହ ବନ୍ଧୁକ ଦେଖାଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ସହ ଜୋତା ଚାଟାଇବାର…

ଆପଣ ଲେବର କାର୍ଡ ଯୋଜନାରେ ନାମ ପଞ୍ଜିକରଣ କରିନାହାନ୍ତି, ତେବେ ଶୀଘ୍ର କରାନ୍ତୁ, ରହିଛି ବହୁ ସୁବିଧା

ନୂଆଦିଲ୍ଲୀ: ଶ୍ରମିକଙ୍କୁ ବିଭିନ୍ନ ଜନହିତକାରୀ ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ସରକାର ବହୁ ଯୋଜନା କରିଛନ୍ତି । ଏହି ସବୁର ଲାଭ ପାଇଁ ସରକାର ମଧ୍ୟ ଶ୍ରମିକଙ୍କର ଲେବର କାର୍ଡ କରିଛନ୍ତି । କାର୍ଡଧାରୀ ଶ୍ରମିକ…

ୟୁପିର ଏହି ସରକାରୀ ବିଭାଗରେ ଲାଗୁ ହେଲା ଡ୍ରେସ୍ କୋଡ୍‌, ଫର୍ମାଲ ବ୍ଲେଜର ସହ ପିନ୍ଧିବେ ବ୍ୟାଜ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜସ୍ୱ ବିଭାଗ ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡକୁ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନୂତନ ଡ୍ରେସ୍ କୋଡ ପିନ୍ଧିବା ଏବଂ ବ୍ୟାଜ୍ ଭାବେ ପ୍ରତୀକ ଚିହ୍ନ ଲଗାଇବା ଦ୍ୱାରା…