Browsing Category

ଦେଶ

କେରଳରେ ହଇଚଇ ସୃଷ୍ଟି କରୁଛି Mpox, ସାମ୍ନାକୁ ଆସିଲା ଦ୍ୱିତୀୟ ମାମଲା; ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଭାରତର ଦକ୍ଷିଣ ରାଜ୍ୟ କେରଳରେ ଏମପକ୍ସ ବ୍ୟାପିବା ଆରମ୍ଭ କରିଛି । ୨୭ ସେପ୍ଟେମ୍ବର ଶୁକ୍ରବାର ଦିନ ଏରନାକୁଲମରେ ୟୁଏଇରୁ ଫେରିଥିବା ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏମପକ୍ସ ହୋଇଥିବା ସ୍ପଷ୍ଟ କରିଛି…

ପଞ୍ଜାବ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ ! ଗୁଜବ ଭାଇରାଲ କରୁଛି ବିରୋଧୀ କହିଲେ ପ୍ରଦେଶ ମହାସଚିବ

ଚଣ୍ଡିଗଡ଼: ପଞ୍ଜାବରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ରାଜ୍ୟର ୧୩, ୨୩୭ ଗ୍ରାମପଞ୍ଚାୟତ ପାଇଁ ଆସନ୍ତା ଅକ୍ଟୋବର ୧୫ରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ଏନେଇ ବୁଧବାର ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ…

ମହାଲକ୍ଷ୍ମୀଙ୍କୁ ମୁକ୍ତି ମାରିଥିଲେ ସିନା, ଆଉ କିଛି ଦିନ ରହିଥାନ୍ତେ ଶବ ସାଙ୍ଗରେ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣାର ବିଭିନ୍ନ ଗୁମର ଆସୁଛି ସାମ୍ନାକୁ । ପ୍ରେମିକାକୁ ମାରି ଫ୍ରିଜରେ ରଖିଥିବା ଭଦ୍ରକର ଯୁବକ ମୁକ୍ତିରଞ୍ଜନ ପ୍ରତାପ ରାୟର ମୃତ୍ୟୁ ପରେ ପରିବାର ଲୋକ ଦେଉଛନ୍ତି ରୋଚକ…

(Video) ବନ୍ଦେ ଭାରତ ପରେ ଏକ୍ସପ୍ରେସ ଟ୍ରେନକୁ ପଥରମାଡ; ଭାଙ୍ଗିଗଲା କାଚ, ଯାତ୍ରୀ ଆହତ

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଏକ୍ସପ୍ରେସ ଟ୍ରେନକୁ ପଥରମାଡ ଖବର ସାମ୍ନାକୁ ଆସିଛି । ବିହାରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଜୟନଗରରୁ ଦିଲ୍ଲୀ…

Video: ଭାରତୀୟ ଚେସ ଟିମର ପାକିସ୍ତାନ ସହିତ ଭିଡିଓ ଭାଇରାଲ , ବନ୍ଧୁତ୍ୱର ଦେଉଛି ବାର୍ତ୍ତା!

ନୂଆଦିଲ୍ଲୀ: ବୁଡାପେଷ୍ଟରେ ଅନୁଷ୍ଠିତ ଏଫଆଇଡିଇ ଚେସ ଅଲିମ୍ପିଆଡ ୨୦୨୪ ସମୟରେ ଭାରତୀୟ ଚେସ ଟିମ୍ ପାକିସ୍ତାନ ଚେସ ଦଳକୁ ଭେଟିଛି । ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ମଧ୍ୟ…

ଶେଷ ହେବାକୁ ଯାଉଛି ୪ ବର୍ଷର ପୁରୁଣା ବିବାଦ? ଲଦାଖକୁ ନେଇ ‘ଡ୍ରାଗନ୍’ ରଖିଲା ଉତ୍ତର

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ଅନ୍ତ ଘଟାଇବା ଏବଂ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ କିଛି ସହମତି ରେ ପହଞ୍ଚିବା ପାଇଁ ଉଭୟ ପକ୍ଷପାଇଁ ଗ୍ରହଣୀୟ ସମାଧାନ ତଥା ମତଭେଦକୁ ହ୍ରାସ କରିବା ପାଇଁ ଯୋଗାଯୋଗ ଜାରି…

କାର୍ ଚାବି ନଦେବାରୁ ବାପାକୁ ଛୁରୀ ଭୁସି ମାରିଦେଲା ୧୫ ବର୍ଷୀୟ ପୁଅ; ଅତି ଗେହ୍ଲା କରିଥିଲେ ପୋଲିସ-ଶିକ୍ଷକ ଦମ୍ପତି

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ହୃଦୟ ବିଦାରକ ଘଟଣା । ଜଣେ ୧୫ ବର୍ଷୀୟ ନାବାଳକ ନିଜ ବାପାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ ବାପା କାର୍ ଚାବି ଦେବାକୁ ମନା କରିବାରୁ ପୁଅ…

ଭାରତରେ ପ୍ରଥମ ଥର ପାଇଁ ଗଡିବ ଏୟାର ଟ୍ରେନ, ମାଗଣାରେ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: ବିକାଶିତ ଭାରତ ନେଇ ଲକ୍ଷ୍ୟ ରଖିଥିବା ଭାରତ ବିକାଶ ପଥରେ ଆଉ ପାଦେ ଆଗକୁ ବଢିଛି । ଖୁବ୍ କମ୍ ଦିନ ମଧ୍ୟରେ ଭାରତରେ ଗଡିବ ଏୟାର ଟ୍ରେନ । ତେବେ ଏହି ଏୟାର ଟ୍ରେନ ପୂର୍ବରୁ ଅନେକ ଦେଶରେ ଗଡିଥିବା ବେଳେ…

BIG BREAKING…ଜୀତିଆ ଓଷାରେ ବୁଡ଼ ପକାଇବା ବେଳେ ଅଘଟଣ, ୩୭ ଶିଶୁଙ୍କ ସମେତ ୪୬ ମୃତ

ପାଟନା: ବିହାରରେ ଜୀତିଆ ପର୍ବ ସମୟରେ ପୋଖରୀ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ ପକାଇବା ବେଳେ ୩୭ ଜଣ ଶିଶୁଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ,…

(video) କାହିଁକି ଏମିତି କଲେ ମୁକ୍ତି, ବଖାଣିଲେ ମୃତ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ସାନଭାଇ

ଭଦ୍ରକ: ବେଙ୍ଗାଲୁରୁ ମହାଲକ୍ଷ୍ମୀଙ୍କ ଜଘନ୍ୟ ହତ୍ୟାର ଚେର ଲମ୍ବିଛି ଭଦ୍ରକ ଯାଏ । ପୋଲିସ ହତ୍ୟାକାରୀଠାରୁ ହତ୍ୟା ପଛର କାରଣ ଜାଣିବା ଆଗରୁ ମୃତ୍ୟୁକୁ କୋଳେଇ ନେଇଛି ଅଭିଯୁକ୍ତ । ପୋଲିସ ଘଟଣା ପଛର କାରଣ ଖୋଜୁଛି ।…