Browsing Category

ଦେଶ

ମୋଦୀଙ୍କ ଗସ୍ତ ଆଣିଲା ଖୁସିଖବର : ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଲା ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ : ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ…

ତିରୁପତି ଲଡୁ ବିବାଦ: SIT ଯାଞ୍ଚ୍ ହେବ ବୋଲି କହିଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ’ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଏସଆଇଟି ଯାଞ୍ଚ୍ ନିଦେ୍ର୍ଦଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ…

ଭାରତରେ ବନ୍ଦ ହେବ କି NETFLIX? ବିବାଦରେ ଫସିଲା ଲୋକପ୍ରିୟ OTT ପ୍ଲାଟଫର୍ମ: ଆକ୍ସନ ନେବେ ମୋଦୀ ସରକାର!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ‘ନେଟଫ୍ଲିକ୍ସ’ ଖୁବ ଲୋକପ୍ରିୟତା ହାସଲ କରିଛି । ସମଗ୍ର ଯୁବପିଢୀ ଓଟିଟି ପ୍ଲାଟଫର୍ମ ଆଡ଼କୁ ମୁହାଁଇଥିବା ବେଳେ ନେଟଫ୍ଲିକ୍ସ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ କରାଇ…

(Video) ତିରୁପତି ଲଡୁ ବିବାଦ; ତପସ୍ୟା କରିବେ ଉପ-ମୁଖ୍ୟମନ୍ତ୍ରୀ: ୧୧ ଦିନ ପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରି କରିବେ ପ୍ରାୟଶ୍ଚିତ

ଓଡ଼ିଶା ଭାସ୍କର: ଆଜିଠାରୁ ଆସନ୍ତା ୧୧ ଦିନ ପର୍ଯ୍ୟନ୍ତ ଧ୍ୟାନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ସାଉଥ ସିନେମାର ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର…

(video) ମେଜର ବାନ୍ଧବୀଙ୍କ ସଦ୍ୟ ଭିଡିଓ ଦେଖି ମୁଣ୍ଡରେ ଦେବେ ହାତ

ଭୁବନେଶ୍ୱର: ସାରା ଦେଶରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିବା ମେଜର ବାନ୍ଧବୀଙ୍କୁ ଯୌନ ନିର୍ଯାତନା ମାମଲା ଧୀରେ ଧୀରେ ଭିନ୍ନ ରୂପ ନେବାରେ ଲାଗିଛି । ଦୁଇ ଦିନ ହେବ ସାମ୍ନାକୁ ଆସୁଛି ଏମିକି କିଛି ଭିଡିଓ, ଯେଉଁଥିରୁ…

(video) ଆପଣଙ୍କୁ ମିଳିନି କି ସୁଭଦ୍ରା ଟଙ୍କା? ଜାଣନ୍ତୁ କଣ କଲେ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର: ଏବେ ସବୁଠି ସୁଭଦ୍ରା ଟଙ୍କାକୁ ନେଇ ଚର୍ଚ୍ଚା । ସୁଭଦ୍ରା ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ । ସେପଟେ ଯୋଜନାରୁ ବାଦ ପଡିଥିବା ମହିଳା ଭିତରେ ଭିତରେ ରାମ୍ପି ବିଦାରି ହେଉଛନ୍ତି । ଟଙ୍କା…

ସେନାଙ୍କ ଟ୍ରେନ ଉଡ଼ାଇବାକୁ ଖତରନାକ ପ୍ରୟାସ: ରେଲୱେ ଟ୍ରାକରେ ଲଗାଇ ଦେଲେ ୧୦ଟି ଡିଟୋନେଟର

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ପୁଣିଥରେ ଟ୍ରେନକୁ ଉଡ଼ାଇବା ପାଇଁ ପ୍ରୟାସ କରାଯାଇଛି । ଏଥର ବୋମା ବିସ୍ଫୋରଣରେ ସେନାବାହିନୀଙ୍କ ଟ୍ରେନ ଉଡ଼ାଇ ଦେବା ପାଇଁ ଚକ୍ରାନ୍ତ ହୋଇଥିଲା । ସେଥିପାଇଁ ରେଲୱେ ଟ୍ରାକରେ ଡିଟୋନେଟର ଲଗା…

(video) ପୋଲିସ- ମେଜର ବିବାଦ: ଆକ୍ଟିଭ ମୋଡରେ କ୍ରାଇମବ୍ରାଞ୍ଚ, ମେଜରଙ୍କୁ କଲା ପଚରାଉଚରା

ଭୁବନେଶ୍ୱର: ଦିନ ଗଡିବା ସହ ଜଟିଳ ହେଲାଣି ଭରତପୁର ଥାନାରେ ପୋଲିସ- ମେଜର ବିବାଦ । ଘଟଣା ରାଜ୍ୟ ରାଜଧାନୀରୁ ବାହାରି ଜାତୀୟ ରାଜଧାନୀରେ ରାଜନୀତିକୁ ଉଷ୍ମ କରିଦେଲାଣି । ବିଭିନ୍ନ ଆଡୁ ଚାପ ପଡିବା ପରେ ଆକ୍ଟିଭ ହୋଇଛି…

ସ୍ୱାସ୍ଥ୍ୟ ବୀମା ଗ୍ରାହକ ସାବଧାନ! ୩.୧ କୋଟି ଲୋକଙ୍କ ଡାଟା, ମେଡିକାଲ ରିପୋର୍ଟ ଏବଂ ମୋବାଇଲ୍ ନମ୍ବର ହୋଇଛି ଲିକ୍

ନୂଆଦିଲ୍ଲୀ: ଷ୍ଟାର ହେଲଥ ଇନସୁରାନ୍ସର ପ୍ରାୟ ୩ କୋଟି ଗ୍ରାହକଙ୍କ ପାଇଁ ଏକ ଖରାପ ଖବର ଅଛି । ତାଙ୍କର ବ୍ୟକ୍ତିଗତ ଡାଟା, ମୋବାଇଲ୍ ନମ୍ବର ଏବଂ ଡାକ୍ତରୀ ରିପୋର୍ଟ ଲିକ୍ ହୋଇଛି । କେବଳ ଏତିକି ନୁହେଁ, ହ୍ୟାକରମାନେ…

YSRCP ମୁଖ୍ୟ ଜଗନ ରେଡ୍ଡୀ ଲେଖିଲେ ପିଏମ ମୋଦୀଙ୍କୁ ଚିଠି, କରିଲେ ଏହି ଅନୁରୋଧ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ…