Browsing Category

ଦେଶ

‘ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଦେବି’, ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ‘ଦୁଇ ଦିନ ଭିିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ମୋ ସ୍ଥାନରେ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବେ’ ବୋଲି ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।…

ଚାକିରି ଦେବା ପ୍ରତିଶ୍ରୁତିରେ ଯୁବତୀଙ୍କୁ ଭିନ୍ନ ଭିନ୍ନ ସହରରେ ଦୁଷ୍କର୍ମ, ପୀଡିତାଙ୍କ ଅଭିଯୋଗରେ ମାମଲା ରୁଜୁ

ନୂଆଦିଲ୍ଲୀ: ଚାକିରି ଦେବାରେ ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ମାରପିଟ ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଭିନ୍ନ-ଭିନ୍ନ ସହରକୁ ନେଇ ଦୁଷ୍କର୍ମ କରାଯାଇଛି। ପୀଡିତା ଏହି ମାମଲାରେ ପୋଲିସ ପାଖେ…

ଓଡ଼ିଶାରେ ଗଡିଲା ୨ ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ସମୁଦାୟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ୬ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାରେ ଗଡିଲା…

ଦୁଇ ଦିନରେ ତିନି କୋଟି ରୋଜଗାର କଲା ‘ଦ ବକିଂହମ ମର୍ଡର୍ସ’

ନୂଆଦିଲ୍ଲୀ: କରୀନା କପୁରଙ୍କ ଫିଲ୍ମ ‘ଦ ବକିଂହମ ମର୍ଡର୍ସ’ ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର କଲେକସନ ସମୁଦାୟ ୩ କୋଟି ଟଙ୍କାରେ ପହଞ୍ଚଛି। ସିରିଜରେ ଦମଦାର ସସ୍ପେନ୍ସ ଏବଂ କରୀନା କପୁରଙ୍କ ଅଭିନୟ ପାଇଁ ତାଙ୍କୁ…

‘ଆପଣ ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ’, PM ହେବା ପ୍ରସ୍ତାବକୁ କାହିଁକି ଏଡ଼ାଇଥିଲେ… ଖୁଲାସା କଲେ ନୀତିନ ଗଡ଼କାରୀ

ନାଗପୁର: କେନ୍ଦ୍ର ପରିବହନ ମନ୍ତ୍ରୀ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବଡ଼ ଖୁଲାସା କରିଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ବିରୋଧୀ ଦଳର ବରିଷ୍ଠ ନେତା ତାଙ୍କୁ…

(Video) କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ଗଣେଶ ପେଣ୍ଡାଲରେ ତିଆରି କଲେ ଲଡ୍ଡୁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ଦେଶରେ ଗଣେଶ ଉତ୍ସବ ଖୁବ ଧୁମଧାମର ସହ ପାଳନ କରାଯାଉଛି ଏବଂ ପେଣ୍ଡାଲରେ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଗୁଜରାଟରୁବିଜେପି ବିଧାୟକ ରିଭାବା ଜାଡେଜାଙ୍କ ଭିଡିଓ…

ହରିୟାଣା ବିଧାନସଭା ନିର୍ବାଚନ: ପରାଜୟକୁ ନେଇ ଚିନ୍ତାରେ ବିଜେପି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହରିୟାଣା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ କୁରୁକ୍ଷେତ୍ରରୁ…

ଆଜି ୬ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ରବିବାର ଛଅଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ରେଳ ମନ୍ତ୍ରାଳୟ ଶନିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନୂଆ ଟ୍ରେନ ସଂଖ୍ୟା ୫୪ ଥିଲା…

Aadhaar Free Update: ମାଗଣା ଆଧାର ଅପଡେଟ୍ କରିବାର ସମୟସୀମା ପୁଣି ବଢ଼ିଲା, ଏବେ ଏହି ତାରିଖ ପର୍ଯ୍ୟନ୍ତ ମିଳିବ ସେବା

ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ…

ହେ ପ୍ରଭୁ! ବିହାରରେ ରେଲୱେ ଟ୍ରାକରୁ ଖସି ବିଲରେ ଚାଲିବାକୁ ଲାଗିଲା ଇଞ୍ଜିନ୍, ଯାହାକୁ ଦେଖିବା ପରେ ଲୋକମାନେ କଲେ Video

ନୂଆଦିଲ୍ଲୀ: ୧୪ ସେପ୍ଟେମ୍ବର ଶନିବାର ଦିନ ଗୟାଠାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଗାୟା କିୟୁଲ୍ ରେଳଖଣ୍ଡରେ ଶୁକ୍ରବାର ଦିନ ୱାଜିରଗଞ୍ଜ ଷ୍ଟେସନ ଏବଂ କୋଲହାନା ହଲ୍ଟ ମଧ୍ୟରେ ରଘୁନାଥପୁର ଗ୍ରାମ…