Browsing Category

ଦେଶ

ଜୁନିଅର ଡାକ୍ତରଙ୍କ ସହ ମିଟିଙ୍ଗ ବାତିଲ ହେବା ପରେ ମମତା ବାନାର୍ଜୀଙ୍କ ବଡ଼ ବୟାନ, କହିଲେ-ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ତାଙ୍କୁ ପଦ ପାଇଁ କୌଣସି ଲୋଭ ନାହିଁ। ସେ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ମମତା ବାନାର୍ଜୀ ଗୁରୁବାର ସଂଧ୍ୟାରେ ଆନ୍ଦୋଳନ…

ବିଶ୍ୱ ଅଶାନ୍ତି ଭିତରେ ସାର ଯୋଗାଣକୁ ନେଇ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ; ଦରବୃଦ୍ଧିରୁ ମୁକ୍ତି ପାଇବେ କୃଷକ

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ବିଶ୍ୱ ସ୍ତରରେ ସାର ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ଭାରତର ସାର ଯୋଗାଣ ଶୃଙ୍ଖଳାକୁ ଯଥେଷ୍ଟ…

‘ସେ ମୋର ବନ୍ଧୁ ଥିଲେ..’, ସୀତାରାମ ୟେଚୁରୀଙ୍କ ଦେହାନ୍ତରେ ରାହୁଲ ଗାନ୍ଧୀଙ୍କ ଶୋକଭରା ପୋଷ୍ଟ

ନୂଆଦିଲ୍ଲୀ: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସେପ୍ଟେମ୍ବର ୧୨ ଗୁରୁବାର ଦିନ ଦେହାନ୍ତ ହୋଇଛି। ସେ ୭୨ ବର୍ଷ ବୟସର ଥିଲେ ଏବଂ ଦୀର୍ଘ ସମୟ ଧରି…

ପୋଲ ନିର୍ମାଣ ପାଇଁ ଠିକାଦାର ନେଇଥିଲେ ୪୨ କୋଟି, ଏବେ ଭାଙ୍ଗିବା ପାଇଁ ଖର୍ଚ୍ଚ ହେବ ୫୨ କୋଟି

ଅହମଦାବାଦ: ଅହମଦାବାଦରେ ୨୦୨୨ରୁ ଜର୍ଜର ହାଟକେଶ୍ୱର ପୋଲ ବନ୍ଦ ପଡିଛି । ଏହି ପୋଲ ଏବେ ନିଗମ ପ୍ରଶାସନର ଗଳାର କଣ୍ଟା ହୋଇଛି । ଦୀର୍ଘ ଦିନରୁ ଏହାକୁ ଭାଙ୍ଗିବାକୁ ଟେଣ୍ଡର ଆହ୍ୱାନ ତ ହେଉଛି, ହେଲେ କେହି ରାଜି…

(Video) ୩୦ ବର୍ଷୀୟ କନ୍ୟାର ୨୦ଟା ସ୍ୱାମୀ! ୭-୮ଜଣ ମରିଗଲେ ଆଉ ବାକି ଛାଡିକି ପଳେଇଲେ, ଜାଣନ୍ତୁ ଏହି ମହିଳାଙ୍କ କାହାଣୀ

ନୂଆଦିଲ୍ଲୀ: ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୩୦ ବର୍ଷୀୟ ଜଣେ ମହିଳା ୨୦ଥର ବିବାହ କରିଥିବା ଦାବି କରାଯାଉଛି। ଏତେ ବିବାହ ହେବା ପରେ ମଦ୍ୟ ମହିଳା ଅବିବାହିତ ଅଛନ୍ତି। ଏହି ଅଜବ ଘଟଣା ବିହାର ପାଟଣାର ଅଟେ।…

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ, ବିରୋଧୀଙ୍କ ଘେରାବନ୍ଦୀରେ ବିଜେପି ସରକାର

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇ ସେନା ଅଧିକାରୀ ନିଜ ଦୁଇ ବାନ୍ଧବୀଙ୍କ ସହ ରାତିରେ ବୁଲିବାକୁ ଯାଇଥିବା ବେଳେ ଘଟିଯାଇଛି ଅଘଟଣ । ସେନା ଅଧିକାରୀଙ୍କଠାରୁ ସବୁ ଟଙ୍କା ଲୁଟିନେବା ସହ ୬ ଦୁର୍ବୃତ ମହିଳାଙ୍କ ସହ ଗଣ…

ଭାରତ ଅର୍ଥନୀତି ଉପରେ ଅଦୃଶ୍ୟ ବିଶ୍ୱ ସଙ୍କଟର ପ୍ରଭାବ, ତଥାପି ମୁଦ୍ରାସ୍ଫିତି ନିୟନ୍ତ୍ରିତ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ଓ ମୁଦ୍ରାସ୍ଫିତି ମୁକାବିଲାରେ ମୋଦି ସରକାର ଲାଗିଛି, ସେତିକି ବେଳକୁ ଦେଶର ଅର୍ଥନୀତି ଉପରେ ଋଷ- ୟୁକ୍ରେନ ଯୁଦ୍ଧ ଏକ ଚ୍ୟାଲେଞ୍ଜ ହୋଇ ଠିଆହୋଇଛି । ଭାରତ ମାଟିରୁ ହଜାର ହଜାର ମାଇଲ…

ପ୍ରଭାସଙ୍କ ‘ବାହୁବଳୀ’କୁ କଡ଼ା ଟକ୍କର ଦେବ JR NTRଙ୍କ ‘ଦେବରା’! କରଣ ଜୋହର କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଧିରେ ଧିରେ ହିନ୍ଦୀ ସିନେମା ଦୁନିଆରେ ପାଦ ଥାପିଲାଣି। ପ୍ରଭାସ ଏବଂ ଜୁନିୟର ଏନଟିଆରଙ୍କ ଭଳି ସାଉଥ ସୁପରଷ୍ଟାରଙ୍କ ଫିଲ୍ମ ହିନ୍ଦୀ ଭର୍ଜନରେ ଫ୍ୟାନ୍ସକୁ ପସନ୍ଦ ଆସୁଛି। ଏହି…

Video; ପ୍ୟାରିସ୍ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ମୋଦୀଙ୍କୁ ଉପହାର ଦେଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନେ ପ୍ରଧାନମନ୍ତ୍ରୀ…

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି: କୋରିଆକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଚାଇନାରେ ଖେଳାଯାଉଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ କୋରିଆକୁ ୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତ ଓ କୋରିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଅରିଜିତ ସିଂହ ଭାରତ…