Browsing Category
ଦେଶ
ଭାରତକୁ ଛାଡ଼ିବନି ଆମେରିକା… ମୋଦିଙ୍କୁ ଉଚ୍ଚ ଟିକସର ଧମକ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟିକସ କଷିଲେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ ପଣ୍ୟ ସାମଗ୍ରୀ ଗୁଡ଼ିକ ଉପରେ ଆମେ ମଧ୍ୟ ଅନୁରୂପ ଟିକସ ବସାଇବୁ ବୋଲି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି…
ନୂଆ ବର୍ଷରେ ଚାଷୀମାନଙ୍କୁ ମିଳିବ ବଡ଼ ଖୁସିଖବର: ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ୍
ନୂଆଦିଲ୍ଲୀ: ନୂଆ ବର୍ଷ ଚାଷୀଙ୍କ ପାଇଁ ଖୁସି ଖବର ଆଣିଆଣିଛି । ନୂଆ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚାଷୀଙ୍କୁ ଏକ ବଡ ଉପହାର ଦେଇଛି । ଆରବିଆଇ ଚାଷୀଙ୍କୁ ବିନା କୌଣସି ବନ୍ଧକରେ ଲୋନ୍ ସୀମାକୁ ୨ ଲକ୍ଷ ଟଙ୍କାକୁ…
ସେନାକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୫ ଆତଙ୍କୀ ନିହତ,୨ ଯବାନ ଆହତ
ଶ୍ରୀନଗର: ଜାମ୍ମୁ କଶ୍ମୀର କୁଲଗାମରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଯବାନ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଆଉକିଛି…
ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ଲୋକଙ୍କ ମୃତ୍ୟୁ, ୫ ଆହତ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶାହଜହାଂପୁରର ମଦନାପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶାହଜହାଂପୁରରୁ ଦିଲ୍ଲୀ ଯାଉଥିବା କାର୍ ଏବଂ ଟ୍ରକର ଧକ୍କା ହୋଇଥିଲା । ଯେଉଁଥିରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ…
Breaking: ସକାଳୁ ସକାଳୁ ହଣାକଟା… ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ
ଭଦ୍ରକ: ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ । ନୂଆବସ୍ ଷ୍ଟାଣ୍ଟ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ । ଅଣ୍ଡା ବୋଝେଇ ଟ୍ରକ୍ ଡ୍ରାଇଭର ଟଙ୍କା ନ ଦେବାରୁ ଗୁଣ୍ଡାରାଜ । ଡ୍ରାଇଭର, ଟ୍ରାନ୍ସପୋର୍ଟ…
ଯାତ୍ରୀବାହୀ ବୋଟକୁ ଧକ୍କା ଦେଲା ନୌସେନାର ସ୍ପିଡ୍ ବୋଟ୍, ୧୩ ମୃତ, ୧୦୧ ଉଦ୍ଧାର
ମୁମ୍ବାଇ: ବୁଧବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇଞ୍ଜିନ୍ ପରୀକ୍ଷଣ କରୁଥିବା ସମୟରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ‘ନୀଲକମଲ’ ନାମକ ଏକ ଯାତ୍ରୀବାହୀ ବୋଟକୁ ଧକ୍କା…
୨୦ ଓ ୨୧ରେ ବର୍ଷା, ତିନି ଦିନ ଯାଏଁ କୋହଲା ରହିବ ପାଗ: ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଜି ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ଓ ୨୧ ତାରିଖରେ ବର୍ଷା ହେବ। ଆସନ୍ତା ତିନି ଦିନ ଯାଏଁ ପୂରା ରାଜ୍ୟରେ ଦିନ ବେଳା ପାଗ କୋହଲା ରହିବ।…
ଅଶ୍ୱୀନଙ୍କ ପରେ ବିଦାୟ ନେବେ ‘Captain ରୋହିତ’: ବର୍ଡର ଗାଭାସ୍କର ଟ୍ରଫି ହୋଇପାରେ ଶେଷ ସିରିଜ
ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଏହି ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିବା ଅଶ୍ୱୀନ ଅଚାନକ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି…
ଷ୍ଟେସନରେ କମ୍ବଳ ଗୋଡାଇ ଶୋଇଥିଲେ ମହିଳା, ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦେଲେ କର୍ମଚାରୀ ତାପରେ…
ନୂଆଦିଲ୍ଲୀ: ବିହାରର ଅରରିଆରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରେଳ ଷ୍ଟେସନରେ ମହିଳାଜଣକ କମ୍ବଳ ଗୁଡାଇ ଶୋଇଥିଲେ । ଏହି ସମୟରେ ରେଳ ବିଭାଗର ଜଣେ ସଫେଇ କର୍ମଚାରୀ ତାଙ୍କୁ ସେଠାରୁ ଉଠିବାକୁ କହିଥିଲେ, କିନ୍ତୁ ସେହି…
କଂଗ୍ରେସର ଆନ୍ଦୋଳନ ବେଳେ ପୁଲିସ ସହ ଧସ୍ତାଧସ୍ତି: ଜଣେ କଂଗ୍ରେସ କର୍ମୀଙ୍କ ମୃତ୍ୟୁ
ଲକ୍ଷ୍ନୌ: ଲକ୍ଷ୍ନୌସ୍ଥିତ ଦଳୀୟ ମୁଖ୍ୟାଳୟରୁ ଉତ୍ତରପ୍ରଦେଶ ବିଧାନସଭା ଘେରାଉ କରିବାକୁ ଯାଉଥିବା ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକାଇ ଅନେକଙ୍କୁ…