Browsing Category
ଦେଶ
ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ନେଇ ଆଲର୍ଟ ଯୋଗୀ ସରକାର; ‘ଜିରୋ ଏରର’ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ
ପ୍ରୟାଗରାଜ: ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ବିଶେଷ ଅମୃତ ସ୍ନାନ ଜାରି ରହିଛି ।
ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କୁ 'ଜିରୋ ଏରର' ପାଇଁ ନିର୍ଦ୍ଦେଶ…
ବଦଳିବ ରେଲଓ୍ୱେର କାୟାକଳ୍ପ, ଗଡ଼ିବ ନୂଆ ୩୫୦ଟି ଟ୍ରେନ
ନୂଆଦିଲ୍ଲୀ: ସରିଯାଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଘୋଷଣା। ଆଉ ଏହି ବଜେଟ୍ ଭାରତବାସୀଙ୍କ ପାଇଁ କିଛିଟା ନିରାସା ଆଣିଦେଇଥିବା ବେଳେ, ଅନେକ ଖୁସି ମଧ୍ୟ ଆଣିଦେଇଛି।
ଏକଥା କହିବାର ଅର୍ଥ ହେଉଛି ବଜେଟ୍ ଘୋଷଣା…
ସାରା ଅଲ୍ଲୀ ଖାନକୁ ଦେଖିବାକୁ ଅସମ୍ଭାଳ ଭିଡ଼, ରାଉରକେଲା ହକି ଷ୍ଟାଡିୟମ ବାହାରେ ଦଳାଚକଟା
ନୂଆଦିଲ୍ଲୀ: ରାଉରକେଲାରେ ହକି ଇଣ୍ଡିଆର ଫାଇନାଲ୍ ମ୍ୟାଚ୍ ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦଳାଚକଟା । ସାରାଙ୍କୁ ଦେଖିବା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଞ୍ଚରୁ ଛଅ ଜଣ ଆହତ ହୋଇ ରାଉରକେଲା…
ବସନ୍ତ ପଞ୍ଚମୀରେ JIOର ଦମଦାର ପ୍ଲାନ, ଦୈନିକ 2GB ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା
ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀପଞ୍ଚମୀ । ତେବେ ଆଜି ଯଦି ନୂଆ ପ୍ଲାନ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତେବେ ଜିଓର ଏକ ଦମଦାର ପ୍ଲାନ ଆଣିଛି । ମାତ୍ର 999 ଟଙ୍କାରେ 3 ମାସରୁ ଅଧିକ ଦିନର ବୈଧତା ପାଇପାରିବେ ।
100…
ପୁରୁଷ ନୁହେଁ ମହିଳା ମଧ୍ୟ ବ୍ୟବହାର କରିପାରିବେ Condom, ଏହାର ବ୍ୟବହାର ଏବଂ କେତେ ସୁରକ୍ଷିତ ଜାଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ସବୁକିଛି ସମ୍ଭବ ହୋଇ ପାରୁଛି । କିନ୍ତୁ ଆଜି ମଧ୍ୟ କିଛି ମହିଳା ଅନେକ ବିଷୟରେ ଜାଣିବା ବୁଝିବାରୁ ଦୂରରେ ରହିଥାନ୍ତି ।
ମାସିକ ଋତୁସ୍ରାବ ହେଉ କିମ୍ବା ଶାରୀରିକ ସମ୍ପର୍କ,…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମତି
କର୍ଣ୍ଣାଟକ: ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମିତ। ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଥମ ଥର ପାଇଁ ଆଉ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁୁ ହୋଇଛି ଇଚ୍ଛାମୃତ୍ୟୁ।
କର୍ଣ୍ଣାଟକ ସରକାର ଏପରି ନିର୍ଦ୍ଦେଶ…
ରାମନଗରୀରେ ଲୋମଟାଙ୍କୁରା ଘଟଣା…ଦଳିତଙ୍କୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା, ହାତ ଗୋଡ ବାନ୍ଧି ଆଖି ତାଡି ନାଳକୁ ଫିଙ୍ଗିଦେଲେ
ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଦଳିତ ଝିଅକୁ ବଳାତ୍କାର କରିବା ପରେ ନିର୍ମମର ସମସ୍ତ ସୀମା ପାର କରାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ…
ସମ୍ପତ୍ତିରେ ଭାଗ ବସାରଲା ଲୋଭି ପ୍ରେମିକା, ପ୍ରେମିକା ଉପରେ ରାଗିଯାଇ ଗାଡ଼ି ଚଢ଼ାଇଦେଲା କାମାନ୍ଧ ପ୍ରେମିକ
ନୂଆଦିଲ୍ଲୀ: ନୋଏଡାସ୍ଥିତ ନଲେଜ ପାର୍କ ଥାନା ପୋଲିସ ଜାନୁଆରୀ ୧୬ ତାରିଖରେ ସଡ଼କ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ଖବର ପାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦେଖିଲା ତ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ମର ଶରୀର…
Budget 2025: ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ କହିଲେ ମଧ୍ୟବିତ୍ତଙ୍କ ପାଇଁ ସରକାର ଖୋଲିଦେଲେ…
ଭୁବନେଶ୍ୱର,୧ା୨: ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଏହି ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକି୍ରୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନ୍ୟବର…
କୁମ୍ଭମେଳାରେ ଚିକେନ୍ ଝୋଳ ଦେଖି ତାଣ୍ଡବ କଲେ ବାବା, ଜରି ପାଲ ଉପାଡ଼ି ଫିଙ୍ଗିଦେଲେ, ଦେଖନ୍ତୁ Video
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । ଯାହାକୁ ନେଇ ପ୍ରତ୍ୟେକ ଦେଶବାସୀଙ୍କ ମନରେ ଆଗ୍ରହ । ହଜାର ହଜାର ସାଧୁ, ନାଗାବାବା, ମାତାଜୀ କୁମ୍ଭମେଳାରେ ରହି ସାଧନା, ତପସ୍ୟା କରୁଥିବାବେଳେ…