Browsing Category
ଦେଶ
ମାଞ୍ଜା ସୂତା ଦେବାକୁ ମନା କଲା ସାନ ଭାଇ… ବଡ଼ ଭାଇ ରାଗିଯାଇ ନେଲା ଏଭଳି ନିଷ୍ପତ୍ତି
ଗାନ୍ଧୀନଗର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶର ଅନେକ ସ୍ଥାନରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତି ବିଶେଷ କରି ଗୁଡ଼ି ଉଡ଼ାଇବା ପାଇଁ ବେଶ…
ଖାରଜ ହେଲା ଜାମିନ, ୧୪ ଦିନ ପାଇଁ ଜେଲ ଗଲେ ଅଲ୍ଲୁ ଅର୍ଜୁନ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମ ସିନେମା ହଲରେ ରିଲିଜ ହେବା ପରେ ଦମଦାର ରୋଜଗାର କରିବାରେ ଲାଗିଛି। ଏହାରି ମଧ୍ୟରେ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ପୋଲିସ ଗିରଫ…
ସୁନା ମୂଲ୍ୟ ୨୦୨୪ରେ ବଢିଛି ୩୦%, ଜାଣନ୍ତୁ ୨୦୨୫କୁ ନେଇ କଣ ରହିଛି ଆଉଟ୍ଲୁକ୍
ନୂଆଦିଲ୍ଲୀ: ସୁନା ମୂଲ୍ୟରେ ୨୦୨୪ରେ ୩୦ ପ୍ରତିଶତର ରେକର୍ଡ ବୃଦ୍ଧି ପାଇଛି। ଏଥିସହ ସୁନା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ଏହି ସୂଚନା ଡବ୍ଲୁଜିସିର ତାଜା ରିପୋର୍ଟରୁ ମିଳିଛି। ରିପୋର୍ଟ ମୁତାବକ, ଚଳିତ ବର୍ଷ…
ନିଯୁକ୍ତି ପାଇବେ ୨୩ ଜଣ ଅନୁବାଦକ: ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ଅନୁବାଦ କରାଯିବ । ଏଥିପାଇଁ ୨୩ ଜଣ ଅନୁବାଦକଙ୍କୁ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ କୋର୍ଟ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ।…
ଭାରତରେ ପ୍ରତି ଘଣ୍ଟାରେ ସାପ କାମୁଡା ପାଇଁ ଯାଉଛି ୬ ଜୀବନ, ଜାଣନ୍ତୁ କାହିଁକି ଏହି ରିପୋର୍ଟ ଦେବାକୁ ବାଧ୍ୟ ସରକାର
ନୂଆଦିଲ୍ଲୀ: ପ୍ରତି ବର୍ଷ ଭାରତରେ ସାପ କାମୁଡା ପାଇଁ ହାରାହାରି ୫୮,୦୦୦ ଲୋକଙ୍କ ପ୍ରାଣହାନି ଘଟୁଛି। ଏହି ସଂଖ୍ୟା ଚିନ୍ତାଜନକ ଅଟେ। ସାରା ଦୁନିଆରେ ସାପ କାମୁଡା ପାଇଁ ମୃତ୍ୟୁର ସଂଖ୍ୟା ଉପରେ ନଜର ପକାଇବାକୁ ଗଲେ…
ଗୁକେଶଙ୍କୁ ବଡ଼ Gift ଦେଲା Google: ବିଶ୍ୱ ଚମ୍ପିଆନଙ୍କ ପାଇଁ ବଦଳିଗଲା Doodle
ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ଡି. ଗୁକେଶ । ମାତ୍ର ୧୮ ବର୍ଷ ବୟସରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ବିଶ୍ୱ ଚେସ୍ ଚମ୍ପିଆନର ମୁକୁଟ…
(Video) ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ, ଏହି କାରଣ ପାଇଁ ବାନ୍ଧିନେଲା ପୋଲିସ
ନୂଆଦିଲ୍ଲୀ: ବର୍ତ୍ତମାନ ଟଲିଉଡ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି। ପୁଷ୍ପା-୨ ସ୍କ୍ରିନିଂ ବେଳେ ଦଳାଚକଟା…
ସ୍କୁଲ ପରେ ଆରବିଆଇକୁ ବୋମା ଧମକ: ରୁଷ ସହ ରହିଛି କନେକ୍ସନ୍
ନୂଆଦିଲ୍ଲୀ: ଦେଶରେ ସ୍କୁଲ, ବିମାନବନ୍ଦର ଏବଂ ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାର ଧମକ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ସକାଳେ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ଧମକ ଦିଆଯାଇଥିଲା । ଅନ୍ୟପଟେ ଗୋଟିଏ ଦିନ…
ଆକ୍ଟିଭ ମୋଡରେ NIA: ଦେଶର ୮ଟି ରାଜ୍ୟରେ କରୁଛି ଖୋଳତାଡ଼, ଜବତ ହେଉଛି ଏହିସବୁ ଜିନିଷ
ନୂଆଦିଲ୍ଲୀ: ଅଚାନକ ଆକ୍ଟିଭ ମୋଡକୁ ଆସିଛି ଭାରତର ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA) । ୮ଟି ରାଜ୍ୟର ମୋଟ ୧୯ଟି ସ୍ଥାନରେ NIA ଚଢାଉ ଆରମ୍ଭ କରିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଲିଙ୍କ ଥିବା ସନ୍ଦେହ କରି ଏହି…
ଭାଙ୍ଗୁଛି ଗଡ଼, ଭାଙ୍ଗୁଛି ଦଳ… ପୋଲିସ ଆଗରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ
ଓଡ଼ିଶା ଭାସ୍କର: ମାଓବାଦୀ ସଂଗଠନ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଲଗାତାର ଗୋଳାବାରୁଦର ଲଢେଇ ଲାଗି ରହିଛି । ଅନେକ ମାଓ ସଂଗଠନକୁ ଆକ୍ରମଣ କରି ସୁରକ୍ଷାକର୍ମୀ ସଫଳତା ହାସଲ କରିଛନ୍ତି । ଆଜି ଆଉ ଏକ ବଡ଼ ସଫଳତା ପାଇଛି…