Browsing Category

ଦେଶ ବିଦେଶ

ସାବଧାନ, ଶ୍ମଶାନରେ ଅଛି ରାକ୍ଷସ…

କାଙ୍ଗଡା- ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଧର୍ମଶାଳା ତହସିର ଅନ୍ତର୍ଗତ ପାଲମପୁରରେ ଅବସ୍ଥିତ ଚାମୁଣ୍ଡା ଦେବୀ ମନ୍ଦିର କଡରେ ଥିବା ଶ୍ମଶାନର ଘାଟ ଏମିତି ଏକ ଶେଷକୃତ୍ୟର ସ୍ଥଳୀ ଯେଉଁଠି ରାକ୍ଷସ ଶବ ଖାଉଥିବାର…

ଦୁଷ୍ଟ ହେଲେ କର୍ମଚାରୀ, ସାବାଡ୍ କରିବାକୁ ବଡ଼ ବାବୁ ଦେଲେ Punishment , ଚାକିରି ଥିବା ପର୍ଯ୍ୟନ୍ତ ଏ ଭୁଲ୍ କେବେ କରିବେନି…

ନୋଏଡା: ସ୍କୁଲ ପିଲା ଦୁଷ୍ଟ ହେଲେ କିମ୍ବା ହୋମ୍ ୱାର୍କ ନ କଲେ  ସେମାନଙ୍କୁ ସାବଡ କରିବା ପାଇଁ  ଶିକ୍ଷକ ପନିଶମେଣ୍ଟ ଦିଅନ୍ତି ।  ଠିକ୍ ସେମିତି ପରିସ୍ଥିତି ନୋଏଡାର ଏକ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । …

(Video) ମରଣ ଏମିତି ବି ଆସେ, ସୁଖ ଯାତ୍ରାକୁ କରିଦିଏ ଶେଷ ଯାତ୍ରା

ଓଡିଶା ଭାସ୍କର- ଏମିତି ବି ଆସେ ମୃତ୍ୟୁ । ସାଧବ ବୋହୂ ବେଶରେ ନାଲି ଲୁଗା ପିନ୍ଧି, ସଜବାଜ ହୋଇ ବାଇକ ପଛରେ ମନ ଖୁସିରେ ମହିଳା ଓ ଜଣେ ପୁରୁଷ ଯାଉଥିଲେ ବାଇକରେ । ହୁଏତ ପୁରୁଷ ଜଣକ ସେହି ମହିଳାଙ୍କ ସ୍ୱାମୀ ହୋଇଥିବେ ।…

ନିରବିଗଲେ ‘ବୃକ୍ଷ ମାତା’: ପଦ୍ମଶ୍ରୀ ତୁଳସୀ ଗୌଡ଼ାଙ୍କ ବିୟୋଗ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା ବିଶିଷ୍ଟ ପରିବେଶବିତ୍ ତୁଳସୀ ଗୌଡ଼ା ଆଉ ନାହାନ୍ତି । ନିଜ ଜୀବନ କାଳରେ ୧ ଲକ୍ଷରୁ ଅଧିକ ବୃକ୍ଷ ଲଗାଇବାରେ ନିଜକୁ ସମର୍ପିତ କରିଦେଇଥିବା ଏପରି ଜଣେ ମହିୟସୀ ମହିଳା ୮୬…

ପ୍ରିୟଙ୍କା ଗାନ୍ଧୀଙ୍କ ‘ପାଲେଷ୍ଟାଇନ୍ ବ୍ୟାଗ୍’ ଉପରେ କ’ଣ କହିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ନେତ୍ରୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନନେଇ ସଂସଦରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ୍ ନେଇ ଯାଉଥିବାରୁ ତାଙ୍କୁ…

ଗାଁରେ ଖେଳିଗଲା ଆତଙ୍କ, ଭୟରେ ସମସ୍ତେ ଧାଇଁଲେ ନିଜ ନିଜ ଘରକୁ…

ବାଗପତ- ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ନିବାଡା ଗାଁରେ ମଙ୍ଗଳବାର ସକାଳୁ ସକାଳୁ ଲୋକଙ୍କ ଶ୍ୱାସକ୍ରିୟାରେ ଦେଖାଦେଲା ସମସ୍ୟା । ସମସ୍ତଙ୍କ ଆଖି ପୋଡା ଜଳା ହେବା ସହ କାଶରେ ଫାଟିପଡିଲା ଅଞ୍ଚଳ । ସ୍ଥିତିକୁ ଦେଖି ସ୍କୁଲ…

(Video): ଭୁଶ୍-ଭାଶ ଗଳିଲା ଛାତ… ଭୂଇଁରେ ପଶିଲା କାର୍…ନିମିଷକରେ ମାଟିରେ ମିଶିଲା ଅଟାଳିକା

ପୋର୍ଟ ଭିଲା: ଅଷ୍ଟ୍ରେଲିଆର ଆଇଲାଣ୍ଡ ଇଷ୍ଟ ଭାନୁଏତାରେ ମଙ୍ଗଳବାର ଦିନ ଭୀଷଣ ଧରଣ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୩ ମାଗନିଚୁ୍ୟଡ୍ ଥିଲା । ଭାରତୀୟ ସମୟ ସକାଳ ୭ଟା ବାଜି ୧୭ ମିନିଟରେ ଭୂକମ୍ପ ହୋଇଥିଲା…

ଆପଣଙ୍କର ଅଛି କି ସେଭିଂ ଆକାଉଣ୍ଟ? ଏହି ଖବର ଆପଣଙ୍କ ପାଇଁ କାମରେ ଆସିପାରେ

ନୂଆଦିଲ୍ଲୀ- ଆପଣଙ୍କ ପାଖରେ ସେଭିଂ ଆକାଉଣ୍ଟ ଅଛି ଯଦି ଜାଣିନିଅନ୍ତୁ ଆୟକର ବିଭାଗର ନିୟମ । ସେଭିଂସ ଆକାଉଣ୍ଟରେ ଟଙ୍କା ଜମାକରୁଥିଲେ ଏହି ସବୁ ସମସ୍ୟା ଭୋଗିପାରନ୍ତି । ଏହାକୁ ନେଇ କଣ କହୁଛନ୍ତି ଫାଇନାନ୍ସ ଏକ୍ସପର୍ଟ…

କରୋନା ପରେ ଆସିଲା ବିପଜ୍ଜନକ ରୋଗ, ଏହି ଦେଶରେ ହାହାକାର, ଏପରି ଚିହ୍ନନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍ ପରେ ଆଫ୍ରିକାରେ ଏକ ନୂଆ ରୋଗ ସୃଷ୍ଟି ହୋଇଛି । ଏହି ରୋଗ ଆଫ୍ରିକୀୟ ଦେଶ ଉଗାଣ୍ଡାର ଅନେକ ଲୋକଙ୍କୁ ପ୍ରଭାବିତ କରିଛି । ଏହି ରହସ୍ୟମୟ ରୋଗର ନାମ ଡିଙ୍ଗା ଡିଙ୍ଗା ବୋଲି କୁହାଯାଉଛି । ଯଦି…

Vi ଏହି ସହରରେ ଲଞ୍ଚ କଲା 5G ସର୍ଭିସ, ଆପଣଙ୍କ ସହର ଅଛି କି ନାହିଁ ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭୋଡାଫୋନ ଆଇଡିଆ ଦେଶରେ ୫ଜି ସର୍ଭିସ ଆରମ୍ଭ କରିଛି। କିଛି ରିପୋର୍ଟସରେ କୁହାଯାଇଛି ଯେ, କମ୍ପାନୀ ଦେଶର ୧୭ଟି ସହରରେ ଏହି ସେବା ଆରମ୍ଭ କରିଛି। ଏହି ସହରରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଏବଂ…