Browsing Category

ଦେଶ ବିଦେଶ

ଯମୁନା ପାଣିରେ ବିଷ, ପିଇଲେ ହେବ ହୃଦରୋଗ ସାଙ୍ଗକୁ କର୍କଟ!

ନୂଆଦିଲ୍ଲୀ: ପବିତ୍ର ଯମୁନା ନଦୀକୁ ଛୁଇଁବା ମନା । ଗାଧୋଇବା ତ ଦୂରର କଥା ଜଳସେଚନ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ ଯମୁନା ପାଣି । ଏହାକୁ ପିଇବା ଦ୍ବାରା କିଡନୀ ରୋଗ, କର୍କଟ ଏବଂ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।…

ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ମୁସଲମାନମାନେ କଲେ ପ୍ରାର୍ଥନା, ମସଜିଦରେ ଚଢାଇଲେ ‘ଚାଦର’

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଆକ୍ରମଣକୁ ନେଇ ମୁସଲମାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ଦୁଆ ମାଗିଛନ୍ତି ଏବଂ ଚାଦର ଚଢାଇଛନ୍ତି। ଉତ୍ତରାଖଣ୍ଡ ୱାକ୍‌ଫର ଅଧ୍ୟକ୍ଷ…

ଉତ୍ତର ପ୍ରଦେଶ ବସ୍ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୮% ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

ଲକ୍ଷ୍ନୌ: ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ଅସୁବିଧା ଭୋଗୁଥିବା ଉତ୍ତର ପ୍ରଦେଶ ରୋଡୱେଜ୍ କର୍ମଚାରୀଙ୍କୁ ପରିବହନ ନିଗତ ତରଫରୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ…

ଆଉ ରହିବନି ଗାଧୁଆ ଟେନସନ! ବାହାରିଲା Human Washing Machine, 20 ମିନିଟ ବସିଲେ ସଫା ହୋଇଯିବ ଶରୀର

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଜାପାନ ଏକ ନୂତନ ସଫଳତା ହାସଲ କରିଛି  । ଜାପାନ ଏପରି ଏକ ୱାଶିଂ ମେସିନ୍ ତିଆରି କରିଛି, ଯାହା ଜଣେ ବ୍ୟକ୍ତିଙ୍କୁ 15 ରୁ 20 ମିନିଟରେ ଧୋଇପାରିବ । ଆଉ…

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ କୋର୍ଟଙ୍କ ସମନ, ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ: ଗରମ ଧରମ ଢ଼ାବା ସହ ଜଡିତ ଠକେଇ ମାମଲାରେ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଦ୍ୱାରା ଗରମ ଧରମ ଢ଼ାବାର ଫ୍ରାଞ୍ଚାଇଜରେ ପୁଞ୍ଜି…

ସରକାରୀ ବାବୁଙ୍କ କୁକୁଡା ନିଶା! 12 ଲକ୍ଷର ଲୋନ କରାଇବା ପାଇଁ 39 ଲକ୍ଷର ଦେଶୀ ଚିକେନ ଖାଇଦେଲେ ମ୍ୟାନେଜର

ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜରର ଦେଶୀ କୁକୁଡା ନିଶା । 12 ଲକ୍ଷ ଟଙ୍କାର ଲୋନ ପାଇଁ ଖାଇଗଲେ ପ୍ରାୟ 40 ହଜାରର କୁକୁଡା । ଲୋନ କରାଇଦେବା ପାଇଁ କହି ଖାଇଦେଲେ 39 ହଜାର ଟଙ୍କାର କୁକୁଡା । ହେଲେ ମନ ଭାଙ୍ଗିଗଲା ପରେ…

ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଏକାଧିକ ଗାଡ଼ିକୁ ଧକ୍କା ଦେଲା ବସ୍, ୨୫ ଆହତ, ୪ ମୃତ

ମୁମ୍ବାଇ: ମୁମ୍ବାଇ କୁର୍ଲା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ସେମବାର ବିଳମ୍ବିତ ରାତିରେ ଏକ ଦୃତଗାମୀ ବସ୍ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ୨୫ ଜଣ ଆହତ ହୋଇଥିବା ବେଳେ ୪…

ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏସ୍‌. ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ପଦ୍ମ ବିଭୂଷଣରେ ହୋଇଥିଲେ ସମ୍ମାନିତ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ବିଳମ୍ବି ରାତି ୨ଟା ୪୫ରେ ବେଙ୍ଗାଲୁରୁ…

ବଶାର ଅଲ-ଅସଦଙ୍କ ବିଦାୟ ପରେ ସିରିଆରେ କିଏ ଶାସନ କରୁଛି? ରହସ୍ୟ ଖୋଲିଲେ ସିରିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଜାଲାଲି ସୋମବାର (ଡିସେମ୍ବର ୦୯, ୨୦୨୪) ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଦାବି କରିଛନ୍ତି ଯେ ସଶସ୍ତ୍ର ବିଦ୍ରୋହୀମାନେ ପୂର୍ବତନ ରାଷ୍ଟ୍ରପତି…

ମିଠା ପାନୀୟ ଶରୀର ପାଇଁ ବିପଦ: ଏହାକୁ ପିଇଲେ ଷ୍ଟ୍ରୋକ, ହାର୍ଟ ଆଟାକ୍ ପରି ଗମ୍ଭୀର ସମସ୍ୟା ଅତ୍ୟଧିକ ବଢ଼ିପାରେ- ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ବିଭିନ୍ନ ରୋଗକୁ ସାମ୍ନା କରୁଛି । ତେବେ ମଣିଷ ଗ୍ରହଣ କରୁଥିବା ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଆଜି ତା’ ପାଇଁ ବିପଦ ସାଜିଛି ।…