Browsing Category
ଦେଶ ବିଦେଶ
ଭୂମିକମ୍ପରେ ଥରିଲା ଗୁଜରାଟ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ଅହମଦାବାଦ: ଗୁଜରାଟର କିଛି ଜିଲ୍ଲାରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳେ ୩.୨ ତୀବ୍ରତାର ଭୂମିକମ୍ପ ଆସିଛି । ଆଇଏସଆର ଏହି ସୂଚନା ଜାରି କରିଛି । ଜିଲ୍ଲା ପ୍ରଶାସନ କହିଛି ଯେ, ଭୂମିକମ୍ପରେ କାହାରି…
କାହିଁକି ନୂଆବର୍ଷ ଅବସରରେ ବୁଲାଇ ନେବା ବାହାନାରେ ୫ ମହିଳାଙ୍କୁ ହତ୍ୟା କଲା ଜହ୍ଲାଦ ଯୁବକ?
ଲକ୍ଷ୍ନୌ- ଉତ୍ତର ପ୍ରଦେଶରେ ଯୁବକଙ୍କ ନାରକୀୟକାଣ୍ଡ । ଏକା ଥରେ ଆରପାରିକି ପଠାଇଦେଲା ୫ ଜଣଙ୍କୁ । ସବୁଠାରୁ ବଡ କଥା ଏହି ସମସ୍ତ ଥିଲେ ତା ପରିବାରର ସଦସ୍ୟ । ମୃତକଙ୍କ ଭିତରେ ଥିଲେ ଜହ୍ଲାଦ ଯୁବକର ଜନ୍ମଦାତ୍ରୀ ଓ ୪…
ନୂଆ ବର୍ଷରେ ଏହି ୫ଟି ସଂକଳ୍ପ ଆପଣଙ୍କୁ କରିଦେବ କୋଟିପତି, କେବେ ବି ହେବନି ଟଙ୍କାର ଅଭାବ
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ନିଜ ଭବିଷ୍ୟତକୁ ଉତ୍ତମ କରିବା ପାଇଁ ଅନେକ ସଂକଳ୍ପ ନେଇଥିବେ । ଆଜି ଆମେ ଆପଣଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାଧୀନତା ହାସଲ କରିବା ପାଇଁ ଟିପ୍ସ ବିଷୟରେ…
ଆଜିଠୁ ଶସ୍ତା ହୋଇଗଲା ବିମାନରେ ଯାତ୍ରା କରିବା, ନୂଆ ବର୍ଷରେ ବୁଲିବା ପ୍ଲାନ କରିଥିଲେ ପଡିବନି ପକେଟ ଉପରେ ପ୍ରଭାବ
ନୂଆଦିଲ୍ଲୀ: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷ ଅବସରରେ ଯାତ୍ରୀଙ୍କ ପାଇଁ ବିମାନରେ ଟ୍ରାଭେଲ୍ କରିବା ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀମାନେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ…
Breaking: ନୂଆ ବର୍ଷରେ CM ମୋହନ ମାଝୀଙ୍କ ବାର୍ତ୍ତା: ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗଦେବା ପାଇଁ ସଂକଳ୍ପବଦ୍ଧ ହେବା
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ନବ ବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ…
ଜିମ୍ବାୱେରେ ଆଉ ଦିଆଯିବନି ଫାଶୀ, ନୂଆ ଆଇନ ଉପରେ ରାଷ୍ଟ୍ରପତିଙ୍କ ମୋହର
ହରାରେ: ଜିମବାୱେରେ ଶେଷ ହେଲା ଫାଶୀ ଯୁଗ । ନୂଆ ବର୍ଷ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅଧିକାରିକ ଭାବେ ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମନାଂଗାଗୱା(Emerson Dambudzo Mnangagwa) ଏଭଳି ଏକ ଆଇନରେ ଦସ୍ତଖତ କରିଛନ୍ତି…
୨୦୨୫ର ପ୍ରଥମ ଦିନରେ ମିଳିଲା ମହଙ୍ଗାରୁ ଆଶ୍ୱସ୍ତି, ଶସ୍ତା ହୋଇଗଲା ଏଲପିଜି ଗ୍ୟାସ ସିଲିଣ୍ଡର!
ଭୁବନେଶ୍ୱର: ନୂଆ ବର୍ଷ ୨୦୨୫ର ପ୍ରଥମ ଦିନ ଲୋକଙ୍କ ପାଇଁ ଖୁସିଖବର ଆଣିଛି । ଏଲପିଜି ଗ୍ୟାସ ସିଲିଣ୍ଡର ଭରିବା ୧ ଜାନୁଆରୀ ୨୦୨୫ରୁ ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ…
Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ
ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ…
ନାଁ ବଦଳେଇଲେ ଏଲନ ମସ୍କ, ପ୍ରୋଫାଇଲ ପିକ୍ଚରରେ ରଖିଲେ ବେଙ୍ଗର ଫଟୋ
ୱାଶିଂଟନ୍: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି । କେତେବେଳେ ନିଜ ବୟାନ ପାଇଁ ତ ଆଉ କେତେବେଳେ ନିଜ କାମ ପାଇଁ । ଏବେ ପୁଣିଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି, ସ୍ପେସ୍ ଏକ୍ସ…
ମା’ଙ୍କର ଦ୍ୱିତୀୟ ବିବାହ କରେଇ ଚର୍ଚ୍ଚାକୁ ଆସିଲେ ଇନଫ୍ଲୁଏନ୍ସର, ତାଙ୍କ ପାଇଁ ମା’ କରିଥିବା ସଂଘର୍ଷ ଗାଥା ବଖାଣିଲେ, ଦେଖନ୍ତୁ (Video)
ଇସଲାମାବାଦ୍: ପାକିସ୍ତାନର ଜଣେ ଇନଫ୍ଲୁଏନ୍ସର ଇନଷ୍ଟାଗ୍ରାମରେ ମା’ଙ୍କ ବାହାଘରର ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଇନଫ୍ଲୁଏନ୍ସର ତାଙ୍କ ମା’ଙ୍କ ସହ ଥିବା କିଛି ସୁନ୍ଦର ମୁହୂର୍ତ୍ତକୁ ସ୍ଥାନ…